ଜଳିଗଲା ଚଳନ୍ତା ସ୍କୁଟର, ଅଳ୍ପକେ ବର୍ତ୍ତିଗଲା ଚାଳକଙ୍କ ଜୀବନ

ଅନୁଗୁଳ: ସ୍ଥାନୀୟ ମହୀଧରପୁର ସାତମାଇଲ ରାସ୍ତାର ମାଧିଆମୁଣ୍ଡା ଗାଁ ନିକଟରେ ଏକ ସ୍କୁଟର ଜଳି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ, ବରଗଡ଼ ଅଞ୍ଚଳର ରମେଶ ବାଗ ଓ ତାଙ୍କ ସ୍ତ୍ରୀ ସ୍ଥାନୀୟ ଅଞ୍ଚଳରେ ଭଡ଼ାରେ ରହୁଛନ୍ତି। ବୁଧବାର ଅପରାହ୍ନରେ ରମେଶ ବାଗ…

Continue Readingଜଳିଗଲା ଚଳନ୍ତା ସ୍କୁଟର, ଅଳ୍ପକେ ବର୍ତ୍ତିଗଲା ଚାଳକଙ୍କ ଜୀବନ

ସାଇଲୋ ପ୍ଲାଣ୍ଟର ଘରୋଇକରଣକୁ ପ୍ରତିବାଦ: ୩ ଦିନ ହେଲା ଧାରଣାରେ ବସିଛନ୍ତି ଶ୍ରମିକ ସଂଗଠନ

ତାଳଚେର : ତାଳଚେରସ୍ଥିତ ଏମସିଏଲ୍ ଭରତପୁର କୋଇଲାଖଣିରେ ନୂତନ ସାଇଲୋ ପ୍ଲାଣ୍ଟକୁ ଘରୋଇକରଣ କରାଯାଇଥିବା ପ୍ରତିବାଦରେ ବିଭିନ୍ନ ଶ୍ରମିକ ସଂଗଠନ ସୋମବାରଠାରୁ ପ୍ଲାଣ୍ଟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ତାଳଚେରରେ କାର୍ଯ୍ୟରତ ଆଇଏନ୍‌ଟିୟୁସି, ବିଏମ୍‌ଏସ୍‌, ଏଚ୍‌ଏମ୍‌ଏସ୍ ଓ ଏଆଇଟିୟୁସି ଆଦି ୪ଟି ଶ୍ରମିକ…

Continue Readingସାଇଲୋ ପ୍ଲାଣ୍ଟର ଘରୋଇକରଣକୁ ପ୍ରତିବାଦ: ୩ ଦିନ ହେଲା ଧାରଣାରେ ବସିଛନ୍ତି ଶ୍ରମିକ ସଂଗଠନ

ଲୁହା ରଡ ଚୋରି ଅଭିଯୋଗରେ ୪ ଜଣ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ବିରେନ୍ ଢ଼ାବା ନିକଟରେ ଏକ ଟ୍ରକରୁ ଲୁହା ରଡ ଚୋରି ଅଭିଯୋଗରେ ପୁଲିସ ମଙ୍ଗଳବାର ବିଳମ୍ବିତ ରାତିରେ ୪ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଏ କବିଶ୍ବସ୍ତ…

Continue Readingଲୁହା ରଡ ଚୋରି ଅଭିଯୋଗରେ ୪ ଜଣ ଗିରଫ

ସ୍ତ୍ରୀଙ୍କୁ ମାଡ଼ମାରିବା ଅଭିଯୋଗରେ ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ପୁଲିସ ବୁଧବାର ସ୍ତ୍ରୀଙ୍କ ମାଡ଼ମାରିବା ଅଭିଯୋଗରେ ସ୍ବାମୀଙ୍କୁ ଗିରଫ କରିଛି। ସୂଚନା ଯେ, ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ପ୍ରଫୁଲ ସାହୁ ତାଙ୍କ ସ୍ତ୍ରୀ ଇନ୍ଦିରା ସାହୁଙ୍କୁ ନିର୍ଯାତନା ଦେବାସହ ମାଡ଼ମାରିଥିଲେ। ଏ ନେଇ ସେ ଜାନୁଆରୀ ମାସରେ…

Continue Readingସ୍ତ୍ରୀଙ୍କୁ ମାଡ଼ମାରିବା ଅଭିଯୋଗରେ ସ୍ବାମୀ ଗିରଫ

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେଲେ ଖଣି କ୍ଷତିଗ୍ରସ୍ତ ପରିବାର

ଅନୁଗୁଳ: ଆଜି ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଧାରଣା ଦେଇଛନ୍ତି। ଏହି ପରିବାରର ଅଭିଯୋଗ ମୁତାବକ, ଦୀର୍ଘ ବର୍ଷ ପୂର୍ବେ ତାଳଚେର ଏମସିଏଲର ହିଙ୍ଗୁଳା ଓ ଭରତପୁର କ୍ଷେତ୍ର ଦ୍ଵାରା ତାଙ୍କ ଜମି ଅଧିଗ୍ରହଣ…

Continue Readingଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେଲେ ଖଣି କ୍ଷତିଗ୍ରସ୍ତ ପରିବାର

ସମ୍ପୂର୍ଣ୍ଣ କାମ ନ ସରୁଣୁ ଭାଙ୍ଗିଗଲାଣି ରାସ୍ତା, କେଉଁଠି ପିଚୁ ଉଠିଗଲାଣି ତ ଆଉ କେଉଁଠି ଦବିଗଲାଣି କଂକ୍ରିଟ

ଅନୁଗୁଳ: ନିମ୍ନମାନର ରାସ୍ତା କାମ ହୋଇଥିବା ନେଇ ଅଭିଯୋଗ କଲେ ଗ୍ରାମବାସୀ। ଲୋକଙ୍କ ଅଭିଯୋଗ ମୁତାବକ, ବହୁ ଦାବି ପରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଉଦ୍ୟମରେ ଜିଲ୍ଲା ଖଣିଜ ପାଣ୍ଠିରୁ ୧୪ କୋଟି ଟଙ୍କା ବିନିମୟରେ ତାଳଚେର ବ୍ଲକ ବେଲପଡ଼ା…

Continue Readingସମ୍ପୂର୍ଣ୍ଣ କାମ ନ ସରୁଣୁ ଭାଙ୍ଗିଗଲାଣି ରାସ୍ତା, କେଉଁଠି ପିଚୁ ଉଠିଗଲାଣି ତ ଆଉ କେଉଁଠି ଦବିଗଲାଣି କଂକ୍ରିଟ

ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତେଣ୍ଟୋଲୋଇ ଗାଁର କୃତିବାସ ନାଏକ ତାଙ୍କ ସ୍ତ୍ରୀ ନମୀତା ନାଏକଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ମୁତାବକ, ୫ ବର୍ଷ ତଳେ କୃତିବାସ ନମୀତାଙ୍କୁ ବିବାହ କରିଥିଲେ। ତାଙ୍କର ୪…

Continue Readingସ୍ତ୍ରୀଙ୍କୁ ନିର୍ଯାତନା ଦେଇ ସ୍ବାମୀ ଗିରଫ

ଉତ୍କଟ ପାନୀୟ ଜଳ ସମସ୍ୟା, ଗରା-ବାଲଟି ଧରି ରାସ୍ତା ଅବରୋଧ କଲେ ମହିଳା

ଅନୁଗୁଳ: ପାନୀୟ ଜଳ ପାଇଁ ଗରା ଓ ବାଲଟି ଧରି ରାସ୍ତା ଅବରୋଧ କଲେ ଚିତ୍ତଲପୁର ଗ୍ରାମବାସୀ। ମିଳିଥିବା ସୂଚନା ମୁତାବକ, ତାଳଚେର ବ୍ଲକ୍ କୁମୁଣ୍ଡା ପଞ୍ଚାୟତରେ ୧୧ ଟି ୱାର୍ଡ ରହିଛି। ଦୀର୍ଘ କୋଡିଏ ବର୍ଷ ହେବ ପ୍ରତ୍ୟେକ ୱାର୍ଡକୁ…

Continue Readingଉତ୍କଟ ପାନୀୟ ଜଳ ସମସ୍ୟା, ଗରା-ବାଲଟି ଧରି ରାସ୍ତା ଅବରୋଧ କଲେ ମହିଳା

ମଦ ଭାଟି ଉଚ୍ଛେଦ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ ଟାକରସିଂହା ଗାଁ ଲୋକେ

ଅନୁଗୁଳ: ସ୍ଥାନୀୟ ପୁରୁଣାକୋଟ ଥାନା ଜଗନ୍ନାଥପୁର ପଞ୍ଚାୟତ ଟାକରସିଂହା ଗାଁରେ ତିଆରି ହେବାକୁ ଥିବା ମଦ ଭାଟିକୁ ବିରୋଧ କରି ସୋମବାର ଗାଁ ଲୋକେ, ସ୍ଥାନୀୟ ସରପଞ୍ଚ ଓ ସ୍ଥାନୀୟ ସମିତି ସଭ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଛନ୍ତି। ଗ୍ରାମବାସୀଙ୍କ ସୂଚନା…

Continue Readingମଦ ଭାଟି ଉଚ୍ଛେଦ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ ଟାକରସିଂହା ଗାଁ ଲୋକେ

ମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ମେଧାବୀଙ୍କୁ ସମ୍ବର୍ଦ୍ଧନା

ତାଳଚେର: ତାଳଚେର ପୌରାଞ୍ଚଳରେ ଥିବା ସ୍କୁଲ ଗୁଡ଼ିକରେ ଚଳିତ ଦଶମ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୧୭ ଜଣ ଛାତ୍ରଛାତ୍ରୀଙ୍କୁ ଆଜି ସାଂସ୍କୃତିକ ଅନୁଷ୍ଠାନ 'ଆମ ପ୍ରତିଭା ଆମ ପରିଚୟ' ପକ୍ଷରୁ ସମ୍ମାନିତ କରାଯାଇଛି। ଏହି ଅବସରରେ ତାଳଚେର…

Continue Readingମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ମେଧାବୀଙ୍କୁ ସମ୍ବର୍ଦ୍ଧନା