ଆଇନସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଅଦାଲତ ପରିସର ଓ ଖଲାରୀ ଉଚ୍ଚବିଦ୍ୟାଳୟଠାରେ ବନ ମହୋତ୍ସବ ପାଳିତ ହୋଇଯାଇଅଛି। ଏଥିରେ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧ୍ୟାକରଣର ଅଧ୍ୟକ୍ଷ ପ୍ରଣବ କୁମାର ପାତ୍ରଙ୍କ ତତ୍ବାବଧାନରେ…

Continue Readingଆଇନସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ

ଅନୁଗୁଳରେ ଚାନ୍ଦି ଭଣ୍ଡାର ଉଦ୍‌ଘାଟିତ

ଅନୁଗୁଳ: ଅନୁଗୁଳ ଅମଲାପଡ଼ାରେ ରୁପା ଗହଣାର ପ୍ରମୁଖ ସୋ’ରୁମ୍ ଚାନ୍ଦି ଭଣ୍ଡାର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏହା ରାଜ୍ୟର ଚତୁର୍ଥ ଷ୍ଟେର। ଏହି ନୂଆ ସୋ’ରୁମ୍‌ରେ ରହିଛି ନିଖୁଣ ଡିଜାଇନ୍‌ ବିଶିଷ୍ଟ ଭଳିକି ଭଳି ସିଲ୍‌ଭର ଷ୍ଟେଟ୍‌ମେଣ୍ଟ ଜୁଏଲେରୀ, ଉପହାର, କଟଲେରି,…

Continue Readingଅନୁଗୁଳରେ ଚାନ୍ଦି ଭଣ୍ଡାର ଉଦ୍‌ଘାଟିତ

ଉତ୍କର୍ଷ ପରିବାର ପକ୍ଷରୁ ବନ ମହୋତ୍ସବ ପାଳିତ, ରୋପଣ ହେଲା ୬୦୦ ଗଛ

ଅନୁଗୁଳ: ବଅଁରପାଳ ବ୍ଲକ ସାନ୍ତରାପୁର ପଞ୍ଚାୟତ ମରାତିରା ଗାଁର ସାମାଜିକ ସଂଗଠନ ଉତ୍କର୍ଷ ପରିବାର ପକ୍ଷରୁ ବନ ମହୋତ୍ସବ ପାଳିତ ହୋଇଛି। ସଭାପତି ତଥା ଚଳିତ ବର୍ଷର ପ୍ରକୃତି ବନ୍ଧୁ ଭୀଷ୍ମ ସାହୁ, ଉପସଭାପତି ମୋହନ ସାହୁ ତଥା ସଂଗଠନର କର୍ମକର୍ତ୍ତା…

Continue Readingଉତ୍କର୍ଷ ପରିବାର ପକ୍ଷରୁ ବନ ମହୋତ୍ସବ ପାଳିତ, ରୋପଣ ହେଲା ୬୦୦ ଗଛ

କାର ଓଲଟି ଜଣେ ମୃତ, ୨ ଗୁରୁତର

ଅନୁଗୁଳ : ସ୍ଥାନୀୟ କୁଇଓଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ତାଳଚେର ଅନନ୍ତବେରଣୀର ସଚିନ ନାୟକ ତାଙ୍କ ଦୁଇ ପୁତୁରାଙ୍କ ସହ କୌଣସି କାମରେ ଏକ ମାରୁତି କାର…

Continue Readingକାର ଓଲଟି ଜଣେ ମୃତ, ୨ ଗୁରୁତର

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଅନୁଗୁଳ ଗସ୍ତ, ମାଳତୀ ଚୌଧୁରୀ ଆଶ୍ରମ ବୁଲିବା ସହ କଲେ ଜଗନ୍ନାଥ ଦର୍ଶନ

ଅନୁଗୁଳ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଅପରାହ୍ନରେ ଅନୁଗୁଳରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କୁ ମହୀଧରପୁର…

Continue Readingକେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଅନୁଗୁଳ ଗସ୍ତ, ମାଳତୀ ଚୌଧୁରୀ ଆଶ୍ରମ ବୁଲିବା ସହ କଲେ ଜଗନ୍ନାଥ ଦର୍ଶନ

ତହସିଲଦାରଙ୍କୁ ଭେଟିଲେ ଛେଳିଆପଡ଼ା ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ଛେଳିଆପଡା ଗ୍ରାମବାସୀ ଗୁରୁବାର ଅନୁଗୁଳ ତହସିଲଦାରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଛେଳିଆପଡା ଗ୍ରାମର ଗୋଚର ଜମିକୁ ଅନ୍ୟ ସଂସ୍ଥାକୁ ହସ୍ତାନ୍ତର କରିଥିବା ଅଭିଯୋଗରେ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ଅନୁଗୁଳ ତହସିଲ କାର୍ଯ୍ଯାଳୟଙ୍କୁ…

Continue Readingତହସିଲଦାରଙ୍କୁ ଭେଟିଲେ ଛେଳିଆପଡ଼ା ଗ୍ରାମବାସୀ

ନିଯୁକ୍ତି ଦେବା ନାଁ’ରେ ଠକେଇ

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ନେଇ ଗୁରୁବାର ଅନୁଗୁଳ ଟାଉନ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଝଝିରିବାହାଳ ଗାଁର ମନ୍ଦାକିନି ସାହୁ ନାମକ…

Continue Readingନିଯୁକ୍ତି ଦେବା ନାଁ’ରେ ଠକେଇ

ମାଟ୍ରିକରେ ତାଳଚେର ଟପ୍ପର ହେଲେ ଶୁଭମଶ୍ରୀ ସ୍ଵାଇଁ

ତାଳଚେର/ଅନୁଗୁଳ: ବୁଧବାର ପ୍ରକାଶ ପାଇଛି ମାଧ୍ୟମିକ ଶିକ୍ଷା ପରିଷଦର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା-୨୦୨୨ର ଫଳ। ମାଟ୍ରିକ ପରୀକ୍ଷାରେ ସ୍ଥାନୀୟ ଅନନ୍ତ ବିହାର ଡିଏଭି ପବ୍ଳିକ୍ ସ୍କୁଲର ଛାତ୍ର ଶୁଭମଶ୍ରୀ ସ୍ଵାଇଁ ୫୮୪ (୯୭.୩%)ନମ୍ବର ରଖି ତାଳଚେର ବ୍ଲକରେ ପ୍ରଥମ ସ୍ଥାନ…

Continue Readingମାଟ୍ରିକରେ ତାଳଚେର ଟପ୍ପର ହେଲେ ଶୁଭମଶ୍ରୀ ସ୍ଵାଇଁ

ମେଡିକାଲ୍ କଲେଜ୍ ପ୍ରସଙ୍ଗରେ ଆନ୍ଦୋଳନକାରୀଙ୍କ ଗିରଫକୁ ପ୍ରତିବାଦ: ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲା ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ନେଇ ଜୁଲାଇ ୪ରେ କ୍ରିୟାନୁଷ୍ଠାନ କମିଟି ତରଫରୁ ହୋଇଥିବା ବନ୍ଦ ଡାକରା ବେଳେ ପୋଲିସ ଆନ୍ଦୋଳନକାରୀକୁ ଗିରଫ କରିଛି। ଏହାକୁ ବିରୋଧ କରି ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ…

Continue Readingମେଡିକାଲ୍ କଲେଜ୍ ପ୍ରସଙ୍ଗରେ ଆନ୍ଦୋଳନକାରୀଙ୍କ ଗିରଫକୁ ପ୍ରତିବାଦ: ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲା ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ

ଦାଦାଙ୍କୁ ଆକ୍ରମଣକରି ପୁତୁରା ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ମାଣିକଯୋଡ଼ି ଗାଁରେ ଗତ ୩ ତାରିଖରେ ଦାଦାଙ୍କୁ ଟାଙ୍ଗିଆରେ ଆକ୍ରମଣକରି ପୁତୁରା ଗିରଫ ହୋଇଛି। ସୂଚନା ଅନୁସାରେ, ୩ ତାରିଖ ରାତିରେ ଗାଁର ସୁରେଶ ନାଏକ ତାଙ୍କ ଘରେ ଥିବା ବେଳେ ତାଙ୍କ…

Continue Readingଦାଦାଙ୍କୁ ଆକ୍ରମଣକରି ପୁତୁରା ଗିରଫ