ଓଡ଼ିଶା କଂଗ୍ରେସର ନୂଆ ସଭାପତି ହେଲେ ଶରତ ପଟ୍ଟନାୟକ

ଭୁବନେଶ୍ୱର: କଂଗ୍ରେସକୁ ମିଳିଲା ନୂଆ ସଭାପତି। ନୂଆ ପିସିସି ସଭାପତି ଭାବେ ନିଯୁକ୍ତ ହେଲେ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ। ଓଡ଼ିଶା କଂଗ୍ରେସର ମଙ୍ଗ ଏବେ ତାଙ୍କ ହାତରେ। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଶରତ ପଟ୍ଟନାୟକଙ୍କୁ ଓଡ଼ିଶା ପ୍ରଦେଶ…

Continue Readingଓଡ଼ିଶା କଂଗ୍ରେସର ନୂଆ ସଭାପତି ହେଲେ ଶରତ ପଟ୍ଟନାୟକ

ସିଗାରେଟ୍ ପଇସା ନ ଦେବାରୁ ଗଣ୍ଡଗୋଳ, ଭୁଜାଲି ମାଡ଼ରେ ଜଣେ ମୃତ

ଅନୁଗୁଳ: ସ୍ଥାନୀୟ କଙ୍ଗୁଳା-ବେନ୍ତପୁର ପଞ୍ଚାୟତର ନୂଆସାହି ଗାଁରେ ଭୁଜାଲି ମାଡ଼ରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଲିଟୁ ସାହୁ (୩୪)। ମିଳିଥିବା ସୂଚନା ଅନୁସାରେ, ଗାଁର ଭିନ୍ନକ୍ଷମ ଦୁଷ୍ମନ୍ତ ସାହୁ (୨୨) ମାସେ ହେବ ଗାଁରେ ଏକ ପାନ ଦୋକାନ…

Continue Readingସିଗାରେଟ୍ ପଇସା ନ ଦେବାରୁ ଗଣ୍ଡଗୋଳ, ଭୁଜାଲି ମାଡ଼ରେ ଜଣେ ମୃତ

କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ମୃତ

ତାଳଚେର: ତାଳଚେର ବହ୍ଲର ଛକ ନିକଟରେ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ମୃତ। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ଜଣେ ଜର ଗୋଟାଳୀ ବୋଲି ଜଣାଯାଇଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଫେରାର ହୋଇଯାଇଛି। ସୂଚନା ଅନୁସାରେ, ଆଜି…

Continue Readingକୋଇଲା ବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ମୃତ

କୂଅରେ ପଡ଼ି ବୃଦ୍ଧ ମୃତ

ଅନୁଗୁଳ: ସ୍ଥାନୀୟ ଅଙ୍ଗାରବନ୍ଧ ପଞ୍ଚାୟତ କୁମ୍ଭାର ସାହି ଗାଁରେ କୂଅରେ ଗଳି ପଡ଼ିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି କୁମ୍ଭାର ସାହିର ପ୍ରାଣବନ୍ଧୁ ଦାସ (୮୦)। ରବିବାର ବିଳମ୍ବିତ ରାତିରେ ସେ କୂଅ ଉପରେ ବସି ପବନ…

Continue Readingକୂଅରେ ପଡ଼ି ବୃଦ୍ଧ ମୃତ

ଶିଶୁ ମନ୍ଦିରରେ ସଙ୍କୁଳସ୍ତରୀୟ ବୈଠକ: ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ମାନ ବୃଦ୍ଧି ଉପରେ ଗୁରୁତ୍ୱ

ତାଳଚେର: ସ୍ଥାନୀୟ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଙ୍କୁଳସ୍ତରୀୟ ସମ୍ପାଦକ ଓ ପ୍ରଧାନାଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ତାଳଚେର ସଙ୍କୁଳ ଅନ୍ତର୍ଗତ ତାଳଚେର, ଦେଉଳବେଡ଼ା, ବଡ଼ ଯୋରଡ଼ା, ଆମ୍ବମୁଣ୍ଡା ଓ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ…

Continue Readingଶିଶୁ ମନ୍ଦିରରେ ସଙ୍କୁଳସ୍ତରୀୟ ବୈଠକ: ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ମାନ ବୃଦ୍ଧି ଉପରେ ଗୁରୁତ୍ୱ

ତାଳଚେର ଥର୍ମାଲ ପକ୍ଷରୁ ବାଳିକା ସଶକ୍ତିକରଣ ମିଶନ କାର୍ଯ୍ୟଶାଳା ଉଦଘାଟିତ

ତାଳଚେର: ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ବାଳିକା ସଶକ୍ତିକରଣ ମିଶନ-୨୦୨୨ କାର୍ଯ୍ୟଶାଳା। ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟଶାଳାକୁ ଭାରପ୍ରାପ୍ତ ଇଡି କେ. ଏସ. ରାଓ ଉଦଘାଟନ କରିଥିଲେ। ଗତ ଶୁକ୍ରବାର ଠାରୁ ଡିଏଭି ପବ୍ଲିକ ସ୍କୁଲ ପରିସରରେ…

Continue Readingତାଳଚେର ଥର୍ମାଲ ପକ୍ଷରୁ ବାଳିକା ସଶକ୍ତିକରଣ ମିଶନ କାର୍ଯ୍ୟଶାଳା ଉଦଘାଟିତ

୨୫ ବର୍ଷ ପରେ ମୁକୁଳିଲେ ଲକ୍ଷ୍ମଣ ଗାଗରାଇ

ତାଳଚେର : ହତ୍ୟା ମାମଲାରେ ଆଜୀବନ ଜେଲ ଭୋଗୁଥିବା ଲକ୍ଷ୍ମଣ ଗାଗରାଇ ଆଜି ମୁକ୍ତ ହୋଇଛନ୍ତି। ତାଳଚେର ସ୍ୱତନ୍ତ୍ର କାରାଗାରରେ ସେ ଆଜୀବନ ଜେଲ ଦଣ୍ଡ ଭୋଗୁଥିଲେ। ସ୍ଥାନୀୟ ଖମାର ଥାନା ଛାଞ୍ଚୁଣିଆ ଗ୍ରାମ ନିବାସୀ ଲକ୍ଷ୍ମଣ ଗାଗରାଇ ୧୯୯୭ ମସିହା…

Continue Reading୨୫ ବର୍ଷ ପରେ ମୁକୁଳିଲେ ଲକ୍ଷ୍ମଣ ଗାଗରାଇ

ପାଣୁ ସେଠୀ ହତ୍ୟା ମାମଲା: ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଲେ ପରିବାର ଲୋକ

ଅନୁଗୁଳ: ନ୍ୟାୟ ଆଶାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକ। ସୂଚନା ମୁତାବକ, ସ୍ଥାନୀୟ ଛେଣ୍ଡିପଦା ଗାଁର ପାଣୁ ସେଠୀଙ୍କୁ ଗତ ଏପ୍ରିଲ ୨୪ ତାରିଖରେ ହତ୍ୟା କରାଯାଇଥିଲା। ଏ ନେଇ ପରିବାର ପକ୍ଷରୁ ଛେଣ୍ଡିପଦା ଥାନାରେ ଲିଖିତ…

Continue Readingପାଣୁ ସେଠୀ ହତ୍ୟା ମାମଲା: ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଲେ ପରିବାର ଲୋକ

ଚିକେନ୍ ୬୫ର ନାଁ ଏମିତି କାହିଁକି ? ଜାଣନ୍ତୁ, ଏହାର ଇତିହାସ

ବର୍ତ୍ତମାନ ସମୟରେ ଲୋକମାନେ ସାଦା ଖାଦ୍ୟ ତୁଳନାରେ ଆମିଷ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଆମିଷ ଭିତରେ ଶସ୍ତାରେ ଯଦି କିଛି ଟେଷ୍ଟି ଆଇଟମ କଥା କୁହାଯାଏ ତେବେ ତାହା ହେଉଛି ଚିକେନ। ଚିକେନର ଯେତେ ଆଇଟମ୍ ଖାଉଥିଲେ ବି ଚିକେନ୍…

Continue Readingଚିକେନ୍ ୬୫ର ନାଁ ଏମିତି କାହିଁକି ? ଜାଣନ୍ତୁ, ଏହାର ଇତିହାସ

ଚୋରା କାଠ ବୋଝେଇ ଟାଟା ଏସିଇ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବନବିଭାଗ ଶୁକ୍ରବାର ରାତିରେ ଅତର୍କିତ ଚଢ଼ଉ କରି ତେଲିସିଂହା ଗାଁ’ ପାଖରୁ ଚୋରା କାଠ ବୋଝେଇ ଏକ ଟାଟା ଏସିଇ ଜବତ ହୋଇଛି। ଗାଡ଼ିରେ ୩୦ ଖଣ୍ଡ ଶାଗୁଆନ୍ ପଟା ବୋଝେଇ ହୋଇଥିଲା। କୌଣସି ସୂତ୍ରରୁ…

Continue Readingଚୋରା କାଠ ବୋଝେଇ ଟାଟା ଏସିଇ ଜବତ