ରାଣୀଗୋଡାରେ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ
ଅନୁଗୁଳ: ସ୍ଥାନୀୟ ରାଣୀଗୋଡା। ଗାଁ ବଗାଧର ପୀଠ ପରିସରର ବରିଷ୍ଠ ନାଗରିକ ମଞ୍ଚ ସଭାଗୃହରେ ଆଜି ସକାଳ ୧୦ଟାରୁ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ବରିଷ୍ଠ ନାଗରିକ ମଞ୍ଚ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମିଳିତ ସହଯୋଗରେ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ…
ଅନୁଗୁଳ: ସ୍ଥାନୀୟ ରାଣୀଗୋଡା। ଗାଁ ବଗାଧର ପୀଠ ପରିସରର ବରିଷ୍ଠ ନାଗରିକ ମଞ୍ଚ ସଭାଗୃହରେ ଆଜି ସକାଳ ୧୦ଟାରୁ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ବରିଷ୍ଠ ନାଗରିକ ମଞ୍ଚ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମିଳିତ ସହଯୋଗରେ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ…
ତାଳଚେର: ତାଳଚେର ରେଳ ଷ୍ଟେସନ୍ ନିକଟରେ ଦୁର୍ବୃତ୍ତଙ୍କ ଦୁଇ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ରେଳ କର୍ମଚାରୀ ଶିବଶଙ୍କର କୁମାରଙ୍କ ମାଛ ଗୋଦାମ ନିକଟ ଭଡ଼ାଘରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ପ୍ରବେଶ କରି ୧୫ ଗ୍ରାମ୍ ସୁନାଚେନ୍, ରୂପା ଅଳଙ୍କାର ଓ…
ବଇଣ୍ଡା: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ତିତିରାକଟା ଗ୍ରାମର ୭୦ ପ୍ରତିଶତ ଭିନ୍ନକ୍ଷମ ମହିଳା ନୀଳାବତୀ ସାହୁଙ୍କୁ ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ସାଇକେଲ ଯୋଗାଇ ଦିଆଯାଇନାହିଁ। ଦୀର୍ଘ ବର୍ଷ ଧରି ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ…
ପାଳଲହଡ଼ା: ପ୍ରସ୍ତାବିତ ମାଙ୍କଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପକୁ ବନ୍ଦ କରିବା ଦାବିରେ ମାଙ୍କଡ଼ା ନଦୀବନ୍ଧ ବିରୋଧୀ ସଂଗ୍ରାମୀ ସଂଗଠନ ପକ୍ଷରୁ ବୁଧବାର ୨୦ଟି ଗ୍ରାମର ୫ ହଜାରରୁ ଊର୍ଦ୍ଧ୍ଵ ମହିଳା ଓ ପୁରୁଷ ଉଦିତନଗରଠାରୁ ଶୋଭାଯାତ୍ରା ବାହାର କରି ପାଳଲହଡ଼ା ବଜାର…
ତାଳଚେର: ହିଙ୍ଗୁଳା କୋଇଲା ଖଣି ଅଞ୍ଚଳରୁ ଡିଜେଲ ଚୋରି ରାକେଟ ସକ୍ରିୟ ଥିବା ବେଳେ ଗୋପାଳପ୍ରସାଦ ପୋଲିସ ଗତକାଲି ଜଣେ ଯୁବକକୁ ଗିରଫ କରିଛି। ପୂର୍ବତନ ସରପଞ୍ଚ ବିମ୍ବାଧର ବେହେରାଙ୍କ ଆକ୍ତିଭା ସ୍କୁଟି (OD 35D 0947)ରେ ଏମ୍ସିଏଲ୍ ହିଙ୍ଗୁଳା ଖଣିରୁ…
ତାଳଚେର: ତାଳଚେର କୋଲିୟରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗଳବାର ବିଳମ୍ବିତ ରାତିରେ ଘଂଟପଡ଼ା ହାଇସ୍କୁଲ ଖେଳପଡ଼ିଆରୁ ୭ ଜଣ ଜୁଆଖେଳାଳିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ବିପୁଲ ନାୟକଙ୍କ ନେତୃତ୍ୱରେ ଗଠିତ ଟିମ୍…
ଛେଣ୍ଡିପଦା: ବାଗଡିଆ ଥାନା ପକ୍ଷରୁ ବାଗଡିଆ ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା ନେଇ ବିଭିନ୍ନ କାର୍ଯ୍ୟକ୍ରମ ଓ ସଭା ଅନୁଷ୍ଠିତ ହୋଇଛି। ଥାନା ଅଧିକାରୀ ବିପ୍ଳବ କୁମାର ସାହୁଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଓ ଜନସାଧାରଣଙ୍କୁ ନେଇ ଏହି ସଚେତନତା…
ବଇଣ୍ଡା: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳର ସଦାନନ୍ଦପୁର ଗ୍ରାମରେ ବୁଧବାର ଏକ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଗ୍ରାମ ନିକଟରେ ଧଣ୍ଡାତୋପା ଜଙ୍ଗଲ ଲାଗି ରହିଛି…
ଅନୁଗୁଳ: ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୁକ୍ତ ମାମୁଁ ସୁଦିପ ଓରଫ ଟେଙ୍କାରୁ ଗୋଛାୟତକୁ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ବିରଞ୍ଚି ନାରାୟଣ ଜେନା ୨୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜୋରିମାନା ବିଧାନ କରିଛନ୍ତି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀକୁ ଧୁମଧାମରେ ପାଳନ କରିବା ପାଇଁ ବୁଧବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ…