ଅନୁଗୁଳରେ ସଶସ୍ତ୍ର ଡକାୟତି: ବନ୍ଧୁକ ଦେଖାଇ ବାଇକ୍ ଲୁଟ୍, ଏଟିଏମ୍ ପିନ୍ ନେଇ ଫାଙ୍କା କଲେ ଆକାଉଣ୍ଟ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡ଼ା ଛକ ନିକଟରେ ଏକ ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟିଛି। ବିଳମ୍ବିତ ରାତିରେ ମୂଷାପାପୁଲି ଗାଁର କାହ୍ନା ପ୍ରଧାନ ନିଜ କାମ ସାରି ବାଇକ୍ ଯୋଗେ ଶ୍ୱଶୁର ଘର କଂସରାକୁ ଫେରୁଥିବା ବେଳେ ଏହି…



