ଜଙ୍ଗଲ ଭିତରେ ଜୁଆ ଖେଳ, ୧୩ ଜଣଙ୍କୁ ଗିରଫ କଲା ରେଙ୍ଗାଳି ପୋଲିସ
ଅନୁଗୋଳ: ଅନୁଗୋଳ ଜିଲ୍ଲା ରେଙ୍ଗାଳି ଡ୍ୟାମ ସାଇଟ ଥାନା ଅନ୍ତର୍ଗତ କଦଳୀପାଳ ଜଙ୍ଗଲରେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି। ଗତ ୨୪ ତାରିଖରେ ହୋଇଥିବା ଏହି ଚଢ଼ାଉରେ ୧୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ…
ଅନୁଗୋଳ: ଅନୁଗୋଳ ଜିଲ୍ଲା ରେଙ୍ଗାଳି ଡ୍ୟାମ ସାଇଟ ଥାନା ଅନ୍ତର୍ଗତ କଦଳୀପାଳ ଜଙ୍ଗଲରେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି। ଗତ ୨୪ ତାରିଖରେ ହୋଇଥିବା ଏହି ଚଢ଼ାଉରେ ୧୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ…
ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ପରିସରରୁ ବୁଧବାର ବିଳମ୍ବିତ ରାତିରେ ଏକ ବିଶାଳକାୟ ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଥାନା ପରିସରରେ ଅଜଗରଟିକୁ ବୁଲୁଥିବାର ଦେଖି କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିଲେ। ତୁରନ୍ତ ସର୍ପ ଉଦ୍ଧାରକାରୀ ସୁଶାନ୍ତ ସାହୁଙ୍କୁ…
ଅନୁଗୋଳ: କଲେଜ ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଅନୁଗୋଳ ସଦର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପରତରା ଗାଁର କ୍ରିଷ୍ଣା ଜେନା। ଗୁରୁବାର ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି।ଘଟଣା…
ତାଳଚେର: କର୍ମକ୍ଷେତ୍ରରେ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଏନଟିପିସି ତାଳଚେର ଥର୍ମାଲ ପାୱାର ପ୍ରଜେକ୍ଟ ପକ୍ଷରୁ ‘ଉଚ୍ଚତାରେ କାର୍ଯ୍ୟ ଏବଂ ସୁରକ୍ଷା ଅଭ୍ୟାସ’ ଶୀର୍ଷକ ଏକ ବ୍ୟାପକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ କାରଖାନା ଓ ବୟୋଲର୍ସ…
ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର ଆମ୍ବସରମୁଣ୍ଡା ସ୍ଥିତ ଜଂଘା ବଡ଼ଦେବ କଳା ମଣ୍ଡପଠାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା, ଓଡ଼ିଶା ପ୍ରଦେଶ ଆନୁକୂଲ୍ୟରେ ବୀରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ୪୬୩ତମ ବଳିଦାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ସଭାନେତ୍ରୀ…
ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଡ୍ୟାମ ନିମ୍ନଭାଗ କଦଳିପାଳ ନିକଟ ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କଣିହାଁ ବ୍ଲକ ଖାମାର ଗ୍ରାମର ରାଜେଶ ଗୋଛାୟତ। ସେ କଦଳିପାଳ ନିକଟ ନଦୀରେ ଗାଧୋଉଥିବା…
ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲୋଭୀ ଠାକୁରାଣୀଙ୍କ ମନ୍ଦିରର ସର୍ବାଙ୍ଗିନ ଉନ୍ନତି ନେଇ ଖୁସି ଖବର। ମନ୍ଦିରର ବିକାଶ ଓ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨…
ଅନୁଗୋଳ: ନିଶା ପାଇଁ ଟଙ୍କା ନ ମିଳିବାରୁ ବୃଦ୍ଧା ମା’ର ହାତ ଆଙ୍ଗୁଠିକୁ କାମୁଡ଼ି ଛିଣ୍ଡାଇ ଦେଲା ପୁଅ। ଅନୁଗୋଳ ସହର ଉପକଣ୍ଠର ଏକ ଆଶ୍ରମରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି। ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟଚାଲାଣ କରିଛି।ସୂଚନା…
ଅନୁଗୋଳ: ବାଜି ରାଉତ୍ ଛାତ୍ରାବାସ, ଅନୁଗୋଳ ପରିସରରେ ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀ ଆୟୋଜିତ ହୋଇଯାଇଛି। ଏ ଅବସରରେ ସକାଳ ବେଳା ପ୍ରାର୍ଥନା, ସାମୂହିକ ସଫେଇ ପରେ ନବମାଳତି ସ୍ମୃତି ପୀଠରେ…
ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଳଲହଡ଼ା ବ୍ଲକ କଂଗ୍ରେସ କମିଟିର ପୁନର୍ଗଠନ କରାଯାଇଛି। ରାଜ୍ୟ କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନ ନୂତନ କମିଟିର ଘୋଷଣା କରିଛନ୍ତି। ନୂତନ କମିଟିରେ ସରୋଜ…