ବିଲରୁ ଫେରିବା ବେଳେ ବଜ୍ରାଘାତ: ଜଣେ ମହିଳା ମୃତ, ଜଣେ ଗୁରୁତର
ଅନୁଗୋଳ: ଅନୁଗୋଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗା ଗ୍ରାମରେ ଏକ ବଡ଼ଧରଣର ବଜ୍ରାଘାତ ଘଟିଛି। ଧାନ କ୍ଷେତରୁ କାମ ସାରି ଘରକୁ ଫେରୁଥିବା ସମୟରେ ବଜ୍ରପାତ ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।ସୂଚନାମୁତାବକ, ଅପରାହ୍ନ ପ୍ରାୟ…




