ବାହାଘରରେ ହଣାକଟା: ଭୁଜାଲି ମାଡ଼ରେ ୧୧ ଗୁରୁତର, ଛେଣ୍ଡିପଦାରେ ଚାପା ଉତ୍ତେଜନା
ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଭଗଲାକଟା ଗାଁରେ ଏକ ବିବାହ କାର୍ଯ୍ୟ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି। ବରଯାତ୍ରୀ ଓ କନ୍ୟାପକ୍ଷଙ୍କ ମଧ୍ୟରେ ହୋଇଥିବା ମାଡ଼ପିଟ୍ ଏବଂ ଭୁଜାଲି ଆକ୍ରମଣରେ ଉଭୟ ପକ୍ଷର ପ୍ରାୟ ୧୧ ଜଣ ଗୁରୁତର…



