ଶିକାର ପାଇଁ ଇଲେକ୍ଟ୍ରିକ ତାର ବିଛାଇବା ବେଳେ ମାଡ଼ି ବସିଲେ ବନ ଅଧିକାରୀ: ଜଣେ ଗିରଫ, ସାମଗ୍ରୀ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ କଣଲୋଇ ବିଟର ମାରୁଢିପ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ନିକଟରୁ ଗୁରୁବାର ବିଳମ୍ବିତ ରାତିରେ ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି। ଗିରଫ ଯୁବକ ହେଲେ କଣଲୋଇ ଗ୍ରାମର ଗଜପତି ନାଏକ। ସୂଚନା ମୁତାବକ,…

Continue Readingଶିକାର ପାଇଁ ଇଲେକ୍ଟ୍ରିକ ତାର ବିଛାଇବା ବେଳେ ମାଡ଼ି ବସିଲେ ବନ ଅଧିକାରୀ: ଜଣେ ଗିରଫ, ସାମଗ୍ରୀ ଜବତ

ବ୍ଲକସ୍ତରୀୟ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା କର୍ମଶାଳା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ସ୍ଥିତ ପଂଚାୟତ ସମିତି ସଭାଗୃହ ଠାରେ ଫାଉଣ୍ଡେସନ ଫୋର ଫର ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ବ୍ଲକସ୍ତରୀୟ ଗ୍ରାମ ପଂଚାୟତ ଉନ୍ନୟନ ଯୋଜନା କର୍ମଶାଳା ଅନୁଷ୍ଠିତ ହୋଇଛି। ସଂଗଠନର ବିକାଶ କୁମାର ସାହୁ ମୁଖ୍ୟ ଅତିଥି…

Continue Readingବ୍ଲକସ୍ତରୀୟ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା କର୍ମଶାଳା ଆୟୋଜିତ

ସରିଗୀପାଲି ଜୟ ମେମୋରିଆଲ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ସରିଗୀପାଲି ଦଳ ଚାମ୍ପିୟାନ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ପଡ଼ିଆରେ ଚାଲିଥିବା ସରିଗୀପାଲି ଜୟ ମେମୋରିଆଲ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ୧୬ଟି ଦଳ ଅଂଶ ନେଇଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସରିଗୀପାଲି ଦଳ ଧାର୍ଯ୍ୟ ୭୦ ରନର ଟାର୍ଗେଟ…

Continue Readingସରିଗୀପାଲି ଜୟ ମେମୋରିଆଲ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ସରିଗୀପାଲି ଦଳ ଚାମ୍ପିୟାନ

‘ସମ୍ବିଧାନ ହେଉଛି ଗଣତନ୍ତ୍ରର ଆତ୍ମା’: ଅନୁଗୁଳ ଓକିଲ ସଂଘ ପକ୍ଷରୁ ୭୬ତମ ସମ୍ବିଧାନ ଦିବସ ଓ ଆଇନ ଦିବସ ରେ ମତ ପ୍ରକାଶ

ଅନୁଗୁଳ: ଅନୁଗୁଳ ଓକିଲ ସଂଘ ପକ୍ଷରୁ ୭୬ତମ ସମ୍ବିଧାନ ଦିବସ ଓ ଆଇନ ଦିବସ ସ୍ଥାନୀୟ ସଭାଘରେ ପାଳିତ ହୋଇଛି। ଏହି ପରିପ୍ରେକ୍ଷୀ ଓକିଲ ସଂଘ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନୁଗୁଳ ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ…

Continue Reading‘ସମ୍ବିଧାନ ହେଉଛି ଗଣତନ୍ତ୍ରର ଆତ୍ମା’: ଅନୁଗୁଳ ଓକିଲ ସଂଘ ପକ୍ଷରୁ ୭୬ତମ ସମ୍ବିଧାନ ଦିବସ ଓ ଆଇନ ଦିବସ ରେ ମତ ପ୍ରକାଶ

ଅପମିଶ୍ରଣ ଅଭିଯୋଗ: ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବ୍ୟାପକ ଚଢ଼ଉ, ଜରିମାନା ଆଦାୟ

ଅନୁଗୁଳ: ଆଜି ତାଳଚେର ପୌରପରିଷଦର ବିଭିନ୍ନ ଦୋକାନରେ ଖାଦ୍ୟ ନିରାପତ୍ତା ପକ୍ଷରୁ ଚଢ଼ଉ କରାଯାଇ ଅପମିଶ୍ରିତ ଖାଦ୍ୟକୁ ନଷ୍ଟ କରାଯାଇଛି। ତାଳଚେର ସହରରେ ଥିବା ଜଳଖିଆ ଦୋକାନ, ଫାଷ୍ଟଫୁଡ଼୍‌, ହୋଟେଲ ଓ ଢାବାଗୁଡ଼ିକରେ ବ୍ୟାପକ ଖାଦ୍ୟ ଅପମିଶ୍ରଣ ସହିତ ବାସିଖାଦ୍ୟ ଓ…

Continue Readingଅପମିଶ୍ରଣ ଅଭିଯୋଗ: ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବ୍ୟାପକ ଚଢ଼ଉ, ଜରିମାନା ଆଦାୟ

ଶ୍ବଶୁର ଘରେ ଜ୍ୱାଇଁର ନାରକୀୟ କାଣ୍ଡ, କକା ଶ୍ବଶୁରକୁ ଛୁରୀ ଭୁସି ହତ୍ୟା

ଅନୁଗୁଳ: ଶ୍ବଶୁର ଘରେ ଜ୍ୱାଇଁର ନାରକୀୟ କାଣ୍ଡ। କକା ଶ୍ବଶୁରକୁ ଛୁରୀ ଭୁସି ହତ୍ୟା। ଝିଆରୀ ଓ ଜ୍ବାଇଁଙ୍କ ଝଗଡ଼ା ବେଳେ ବୁଝାଇବାକୁ ଯାଇ ଗଲା କକା ଶ୍ବଶୁରଙ୍କ ଜୀବନ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଫୁଲପଡ଼ା ଅଞ୍ଚଳରେ ଏହି ଜଘନ୍ୟ…

Continue Readingଶ୍ବଶୁର ଘରେ ଜ୍ୱାଇଁର ନାରକୀୟ କାଣ୍ଡ, କକା ଶ୍ବଶୁରକୁ ଛୁରୀ ଭୁସି ହତ୍ୟା

ଅନୁଗୁଳରେ ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୁଳ: ମୁନିସିପାଲିଟି ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ଲକିଟାଇପ୍ ଛକ ଠାରୁ ଇଡକୋ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଏବଂ ୧୪ ନମ୍ବର ୱାର୍ଡରେ ଡ୍ରେନ୍ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି। ବିଧାୟକ ପ୍ରତାପ ଚନ୍ଦ୍ର…

Continue Readingଅନୁଗୁଳରେ ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ଲକ୍ଷ୍ୟ: ଆକ୍ସେସ ଟୁ ଜଷ୍ଟିସର ଜିଲ୍ଲାସ୍ତରୀୟ ସମ୍ମିଳନୀ

ଅନୁଗୁଳ: ଅନୁଗୁଳ ବିଶ୍ଵ ଯୁବ କେନ୍ଦ୍ର ଦ୍ଵାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ପକ୍ଷରୁ ଜିଲ୍ଲାସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲ୍ଲୀପ କୁମାର ମିଶ୍ର, ଜିଲ୍ଲା ନିଯୁକ୍ତି ଅଧିକାରୀ ଦେବାଶିଷ ସାହୁ, ଜିଲ୍ଲା ଶିଶୁ…

Continue Readingବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ଲକ୍ଷ୍ୟ: ଆକ୍ସେସ ଟୁ ଜଷ୍ଟିସର ଜିଲ୍ଲାସ୍ତରୀୟ ସମ୍ମିଳନୀ

ସରକାରୀ ପଲିଟେକ୍ନିକରେ “ସ୍ମାର୍ଟ ମ୍ୟାନୁଫ୍ୟାକ୍ଚରିଂ” କର୍ମଶାଳା, ୩ ଦିନ ଯାଏଁ ଚାଲିବ କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ସରକାରୀ ପଲିଟେକ୍ନିକର ଯାନ୍ତ୍ରିକ ବିଭାଗ ପକ୍ଷରୁ “ସ୍ମାର୍ଟ ମ୍ୟାନୁଫ୍ୟାକ୍ଚରିଂ” ବିଷୟରେ ୩-ଦିନିଆ କର୍ମଶାଳା ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ଶନିବାର ଯାଏଁ ଚାଲିବ। AICTE-VAANI ୨୦୨୫-୨୬ ଅଧୀନରେ ଆୟୋଜିତ ହେବା ସହ ଅଞ୍ଚଳୀୟ ଭାଷାର ପ୍ରଚାର ଓ ଶିକ୍ଷା-ଶିଳ୍ପ…

Continue Readingସରକାରୀ ପଲିଟେକ୍ନିକରେ “ସ୍ମାର୍ଟ ମ୍ୟାନୁଫ୍ୟାକ୍ଚରିଂ” କର୍ମଶାଳା, ୩ ଦିନ ଯାଏଁ ଚାଲିବ କାର୍ଯ୍ୟକ୍ରମ

ଅଗ୍ନିପଥ ଯୋଜନା ନିଯୁକ୍ତି ରାଲି: ସମ୍ବଲପୁରରେ ୨୯ ନଭେମ୍ବରରୁ ୫ ଡିସେମ୍ବର ପର୍ଯ୍ୟନ୍ତ ସେନା ନିଯୁକ୍ତି ପ୍ରକ୍ରିୟା

ଅନୁଗୁଳ: ଅଗ୍ନିପଥ ଯୋଜନା ଅଧୀନରେ ସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ରାଲି ସମ୍ବଲପୁରର ଜମାଦାରପାଲି ଏୟାରଷ୍ଟ୍ରିପ୍‌ଠାରେ ୨୯ ନଭେମ୍ବର ୨୦୨୫ ରୁ ୫ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଓଡ଼ିଶାର ସମସ୍ତ ଜିଲ୍ଲାର ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କୁ ଶାରୀରିକ ସୁସ୍ଥତା…

Continue Readingଅଗ୍ନିପଥ ଯୋଜନା ନିଯୁକ୍ତି ରାଲି: ସମ୍ବଲପୁରରେ ୨୯ ନଭେମ୍ବରରୁ ୫ ଡିସେମ୍ବର ପର୍ଯ୍ୟନ୍ତ ସେନା ନିଯୁକ୍ତି ପ୍ରକ୍ରିୟା