ତାଳଚେର ପୋଲିସକୁ ବଡ଼ ସଫଳତା: ୨ ହଜାର ଲିଟର ଚୋରା ଡିଜେଲ ଜବତ

ଅନୁଗୁଳ: ଚୋରା ଡିଜେଲ ବେପାରୀଙ୍କ ଯୋଜନା ପଣ୍ଡ କଲା ଅନୁଗୁଳ ଜିଲ୍ଲା ତାଳଚେର ପୋଲିସ୍। ହାତୀ ଆତଙ୍କ ଖବର ପାଇ ଲୋକଙ୍କୁ ସଚେତନତା କରାଇବା ପାଇଁ ଯାଉଥିବା ସମୟରେ ସ୍କଟଲାଣ୍ଡପୁର ଠାରେ ମାଫିଆମାନେ ଚୋରା ଡିଜେଲ କାରବାର କରୁଥିବା ପୋଲିସ ଦେଖିଥିଲା।…

Continue Readingତାଳଚେର ପୋଲିସକୁ ବଡ଼ ସଫଳତା: ୨ ହଜାର ଲିଟର ଚୋରା ଡିଜେଲ ଜବତ

ଲିଙ୍ଗଭିତ୍ତିକ ହିଂସାକୁ ନା’: ସଚେତନତା କାର୍ଯ୍ୟକ୍ରମ ଉଦଘାଟିତ, ୧୬ ଦିନ ଧରି ଚାଲିବ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନ ଧରି ହେବାକୁ ଥ‌ିବା ସକ୍ରିୟତା ଓ ସଚେତନତା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ପତାକା ଦେଖାଇ ଉଦଘାଟନ କରିଛନ୍ତି। ଏହା ସହ ମଙ୍ଗଳବାର ପଦଯାତ୍ରାର ବି ଶୁଭାରମ୍ଭ କରାଯାଇଛି।…

Continue Readingଲିଙ୍ଗଭିତ୍ତିକ ହିଂସାକୁ ନା’: ସଚେତନତା କାର୍ଯ୍ୟକ୍ରମ ଉଦଘାଟିତ, ୧୬ ଦିନ ଧରି ଚାଲିବ

ବିଜେପିରେ ମିଶିଲେ ମ୍ୟୁନିସିପାଲିଟି ବିଜୁ ଯୁବ ଜନତା ଦଳ ସମ୍ପାଦକ ଓ କର୍ମକର୍ତ୍ତା

ଅନୁଗୁଳ: ଅନୁଗୁଳ ମ୍ୟୁନିସିପାଲିଟି ବିଜୁ ଯୁବ ଜନତା ଦଳ ସମ୍ପାଦକ ସୌମ୍ୟରଞ୍ଜନ ମହାପାତ୍ର ଓ କର୍ମକର୍ତ୍ତା ଆଜି ବିଜେପିରେ ଯୋଗଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୀତି ଆଦର୍ଶ ଏବଂ ଅନୁଗୁଳ…

Continue Readingବିଜେପିରେ ମିଶିଲେ ମ୍ୟୁନିସିପାଲିଟି ବିଜୁ ଯୁବ ଜନତା ଦଳ ସମ୍ପାଦକ ଓ କର୍ମକର୍ତ୍ତା

ଘରେ ପଶି ଟଙ୍କା ଚୋରିଯୁବକ ଗିରଫ, ଚୋରି ଟଙ୍କା ଜବତ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ନୁନୁକାପସି ଗ୍ରାମର ପ୍ରତିମା ମୁଣ୍ଡାଙ୍କ ଘରୁ ଟଙ୍କା ଚୋରି ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପ୍ରତିମାଙ୍କ ଅଭିଯୋଗକୁ ଆଧାର କରି ପୋଲିସ କେସ୍ ନମ୍ବର ୪୩୨/୨୫ ରେ ଏକ ମାମଲା ରୁଜୁ କରିଛି।ମିଳିଥିବା…

Continue Readingଘରେ ପଶି ଟଙ୍କା ଚୋରିଯୁବକ ଗିରଫ, ଚୋରି ଟଙ୍କା ଜବତ

ଖିଣ୍ଡୋ ପଥର କୁଆଁରୀରୁ ବିସ୍ଫୋରକ ଜବତ ଘଟଣା: ଅଭିଯୁକ୍ତଙ୍କୁ ଲୁଚାଇ ରଖିଥିବା ସହଯୋଗୀ ଗିରଫ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ କୁଳୁମା ପଞ୍ଚାୟତ ଖିଣ୍ଡୋ ପଥର କୁଆଁରୀରୁ ବେଆଇନ ବିସ୍ଫୋରକ ଜବତ ଘଟଣାରେ ବଡ଼ ସଫଳତା। ପୋଲିସ ଅଭିଯୁକ୍ତମାନଙ୍କୁ ଲୁଚାଇ ରଖିଥିବା ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ…

Continue Readingଖିଣ୍ଡୋ ପଥର କୁଆଁରୀରୁ ବିସ୍ଫୋରକ ଜବତ ଘଟଣା: ଅଭିଯୁକ୍ତଙ୍କୁ ଲୁଚାଇ ରଖିଥିବା ସହଯୋଗୀ ଗିରଫ

ରାଜ୍ୟସ୍ତରୀୟ ଚଷା ସମାଜ ସମାରୋହରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ: ସମ୍ବଲପୁରରେ ପ୍ରତିନିଧି ଦଳ ଧର୍ମେନ୍ଦ୍ରଙ୍କୁ ଭେଟି କଲେ ଅନୁରୋଧ

କିଶୋରନଗର: ଅନୁଗୁଳ ବାମୁରଠାରେ ରାଜ୍ୟସ୍ତରୀୟ ଚଷା ସମାଜ ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯୋଗ ଦେବାକୁ ଆଜି ସମ୍ବଲପୁର ଠାରେ ଏକ ପ୍ରତିନିଧି ଦଳ ଭେଟିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ୮୦ ଜଣ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କରି…

Continue Readingରାଜ୍ୟସ୍ତରୀୟ ଚଷା ସମାଜ ସମାରୋହରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ: ସମ୍ବଲପୁରରେ ପ୍ରତିନିଧି ଦଳ ଧର୍ମେନ୍ଦ୍ରଙ୍କୁ ଭେଟି କଲେ ଅନୁରୋଧ

ଢେଙ୍କାନାଳ ସାଂସଦଙ୍କ ଛେଣ୍ଡିପଦା ଗସ୍ତ-ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ଛେଣ୍ଡିପଦା: ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ସୋମବାର ଦିନ ଛେଣ୍ଡିପଦା ବ୍ଲକ ଗସ୍ତ କରିଛନ୍ତି। ଗସ୍ତ ସମୟରେ ଜନସାଧାରଣଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଅବଗତ ହୋଇଥିଲେ। ପ୍ରଥମେ ସାଂସଦ ଛେଣ୍ଡିପଦାର ବିଜେପି କାର୍ଯ୍ୟାଳୟରେ ପହଁଞ୍ଚିଥିଲେ। ବିଜେପି…

Continue Readingଢେଙ୍କାନାଳ ସାଂସଦଙ୍କ ଛେଣ୍ଡିପଦା ଗସ୍ତ-ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ଚେନ୍ନାଇରେ ପ୍ରବାସୀ ଓଡ଼ିଆଙ୍କ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ଆମ ଚାଟଶାଳୀର ବାର୍ଷିକୋତ୍ସବ: ଯୋଗ ଦେଲେ ପାଳଲହଡ଼ା ବିଧାୟକ

ଅନୁଗୁଳ: ରବିବାର ଚେନ୍ନାଇର ମିନାମବାକମ ସ୍ଥିତ ଏଏମ ଜୈନ କଲେଜର ଜ୍ଞାନ ଭବନ ଠାରେ ପ୍ରବାସୀ ଓଡ଼ିଆ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ଆମ ଚାଟଶାଳୀର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି। ଏହି ଦିନିକିଆ ମହୋତ୍ସବରେ ମୁଖ୍ୟ ଅତିଥି…

Continue Readingଚେନ୍ନାଇରେ ପ୍ରବାସୀ ଓଡ଼ିଆଙ୍କ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ଆମ ଚାଟଶାଳୀର ବାର୍ଷିକୋତ୍ସବ: ଯୋଗ ଦେଲେ ପାଳଲହଡ଼ା ବିଧାୟକ

ତାଳଚେରରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ: ୫ଟି ଅଭିଯୋଗର ତୁରନ୍ତ ଫଇସଲା

ଅନୁଗୁଳ: ସୋମବାର ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ତାଳଚେର ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ। ଏହି ଜନଶୁଣାଣି…

Continue Readingତାଳଚେରରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ: ୫ଟି ଅଭିଯୋଗର ତୁରନ୍ତ ଫଇସଲା

ବେଆଇନ ଲୁହାପଥର ପରିବହନ ଅଭିଯୋଗ: ୧୬ ଚକିଆ ଟ୍ରକ ଜବତ, ଦୁଇ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ପକ୍ଷରୁ ବେଆଇନ ଲୁହାପଥର ବୋଝେଇ ହୋଇଥିବା ୧୬ ଚକିଆ ଟ୍ରକ ଜବତ କରାଯାଇଛି। ଏଥିସହ ଗାଡ଼ି ଚାଳକ ଓ ସହାୟକକୁ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ, ଶନିବାର ପାଳଲହଡ଼ା ଥାନା ଏଏସଆଇ ଦୁଷ୍ମନ୍ତ…

Continue Readingବେଆଇନ ଲୁହାପଥର ପରିବହନ ଅଭିଯୋଗ: ୧୬ ଚକିଆ ଟ୍ରକ ଜବତ, ଦୁଇ ଗିରଫ