ମହିମା ଜ୍ୟୋତି ବିଦ୍ୟାପୀଠରେ ପ୍ରତିଷ୍ଠା ଦିବସ ପାଳନ

ଅନୁଗୋଳ: ମହିମା ଜ୍ୟୋତି ଶୈକ୍ଷିକ ବିଦ୍ୟାପୀଠରେ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପ୍ରତିଷ୍ଠାନର ଫାଉଣ୍ଡେସନ୍ ଡେ ଧାର୍ମିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହା ଆଡମ୍ବରରେ ପାଳନ କରାଯାଇଥିଲା। ଅପରାହ୍ଣ ୨ଟାରେ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରେ ମହିମାଧର୍ମର…

Continue Readingମହିମା ଜ୍ୟୋତି ବିଦ୍ୟାପୀଠରେ ପ୍ରତିଷ୍ଠା ଦିବସ ପାଳନ

ଉତ୍କଳ ବିଶ୍ୱବିଦ୍ୟାଳୟରେ ଶ୍ରଦ୍ଧା ଓ ଉତ୍ସାହର ସହ ବାହୁଡ଼ା ଯାତ୍ରା ସମ୍ପନ୍ନ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ମନ୍ଦିର ପରିଚାଳନା ସମିତି ପକ୍ଷରୁ ପବିତ୍ର ବାହୁଡ଼ା ଯାତ୍ରା ଅତ୍ୟନ୍ତ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ, ଗୁଣ୍ଡିଚା ଘର ସଦୃଶ କ୍ୟାମ୍ପସ ସ୍ଥିତ କେଦାରେଶ୍ୱର ମନ୍ଦିରଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର…

Continue Readingଉତ୍କଳ ବିଶ୍ୱବିଦ୍ୟାଳୟରେ ଶ୍ରଦ୍ଧା ଓ ଉତ୍ସାହର ସହ ବାହୁଡ଼ା ଯାତ୍ରା ସମ୍ପନ୍ନ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ । ସିଜେପି ଚାପ ଏବଂ ଜନ୍ତରମନ୍ତରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଭିତରେ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସବୁ ଆଲୋଚନା, ସମାଲୋଚନା, ବିବାଦ, ପ୍ରବଳ ଚାପ ମଧ୍ୟରେ…

Continue Readingକେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ବାହୁଡ଼ାରେ ଓକିଲ ସଂଘର ସେବାକାର୍ଯ୍ୟ: କୋର୍ଟ ସମ୍ମୁଖରେ ପ୍ରସାଦ ବଣ୍ଟନ

ଅନୁଗୋଳ: ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଅନୁଗୋଳ ଓକିଲ ସଂଘ ପକ୍ଷରୁ ବାହୁଡ଼ା ଯାତ୍ରା ଅବସରରେ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କୋର୍ଟ ସମ୍ମୁଖସ୍ଥ ବଡଦାଣ୍ଡରେ ସଂଘ ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ଯାତ୍ରା ଦେଖିବାକୁ ଆସିଥିବା ପ୍ରାୟ…

Continue Readingବାହୁଡ଼ାରେ ଓକିଲ ସଂଘର ସେବାକାର୍ଯ୍ୟ: କୋର୍ଟ ସମ୍ମୁଖରେ ପ୍ରସାଦ ବଣ୍ଟନ

ଭକ୍ତି ଓ ଆଧ୍ୟାତ୍ମିକତାର ମିଳନ: ଜିନ୍ଦଲ ନଗରରେ ବାହୁଡ଼ା ଯାତ୍ରା

ଅନୁଗୋଳ: ଜିନ୍ଦଲ ନଗର ଦେବଭୂମିରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ମଧ୍ୟରେ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ଶ୍ରଦ୍ଧାଳୁ ବଡ଼ ଠାକୁର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ଯାତ୍ରାରେ ସାମିଲ…

Continue Readingଭକ୍ତି ଓ ଆଧ୍ୟାତ୍ମିକତାର ମିଳନ: ଜିନ୍ଦଲ ନଗରରେ ବାହୁଡ଼ା ଯାତ୍ରା

ଏନ୍‌ଟିପିସି ଥାନା ପୁଲିସକୁ ବଡ଼ ସଫଳତା: ୭ ଗ୍ରାମରୁ ଅଧିକ ବ୍ରାଉନ୍ ସୁଗାର ଜବତ, ୪ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଏନ୍‌ଟିପିସି ଥାନା ପୁଲିସ ପକ୍ଷରୁ ଧଳାଜହର କାରବାର ବିରୋଧରେ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୭ ଗ୍ରାମରୁ ଅଧିକ ବ୍ରାଉନ୍ ସୁଗାର ଜବତ…

Continue Readingଏନ୍‌ଟିପିସି ଥାନା ପୁଲିସକୁ ବଡ଼ ସଫଳତା: ୭ ଗ୍ରାମରୁ ଅଧିକ ବ୍ରାଉନ୍ ସୁଗାର ଜବତ, ୪ ଗିରଫ

ବଙ୍ଗୋପସାଗରରେ ସୃଷ୍ଟି ପୁଣି ଏକ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି, ଯାହାକି ଖୁବ୍‌ଶୀଘ୍ର ଏକ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଚଳିତ ସପ୍ତାହନ୍ତରେ ସମଗ୍ର ଓଡ଼ିଶାରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ…

Continue Readingବଙ୍ଗୋପସାଗରରେ ସୃଷ୍ଟି ପୁଣି ଏକ ଲଘୁଚାପ କ୍ଷେତ୍ର

ତାଳଚେରରେ ଏମସିଏଲ ର “COALNEER” ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ଅନୁଗୋଳ: ତାଳଚେର ହାଣ୍ଡିଧୁଆ ଭୂତଳ ଖଣି ପରିସରରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ଆନୁକୂଲ୍ୟରେ ପ୍ରତିଷ୍ଠିତ "COALNEER" ପ୍ୟାକେଜ୍ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକଳ୍ପକୁ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି.…

Continue Readingତାଳଚେରରେ ଏମସିଏଲ ର “COALNEER” ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ଅନୁଗୋଳରେ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍

ଅନୁଗୋଳ: ୨୦୨୪ ମସିହାର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଗୁରୁବାର ରାୟ ପ୍ରକାଶ ପାଇଛି। ଅନୁଗୋଳ ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ମାମଲାର ବିଚାର କରି ୪ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଏବଂ…

Continue Readingଅନୁଗୋଳରେ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍

ପାଳଲହଡ଼ାରେ ନୂତନ ମଦ ଦୋକାନକୁ ବିରୋଧ: ଥାନାର ଦ୍ୱାରସ୍ଥ ହେଲେ ଲୋକେ

​ଅନୁଗୋଳ: ସ୍ଥାନୀୟ ପାଳଲହଡ଼ା ଉପଖଣ୍ଡ ସଦରମହକୁମା ଉଦିତନଗରରେ ନୂତନ ଭାବେ ଖୋଲିଥିବା ବିଦେଶୀ ମଦ ଦୋକାନକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନରେ ଦୋକାନ ଖୋଲାଯାଇଥିବାରୁ ଏହାକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରି ଶତାଧିକ ମହିଳା…

Continue Readingପାଳଲହଡ଼ାରେ ନୂତନ ମଦ ଦୋକାନକୁ ବିରୋଧ: ଥାନାର ଦ୍ୱାରସ୍ଥ ହେଲେ ଲୋକେ