ଅନୁଗୋଳ ବନ ବିଭାଗରେ ଅସ୍ତ୍ର ପ୍ରଶିକ୍ଷଣ: ବନ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଓ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼
ଅନୁଗୋଳ: ଜିଲ୍ଲାରେ ବନ୍ୟପ୍ରାଣୀ ଓ ବନ ସମ୍ପଦର ସୁରକ୍ଷାକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଅନୁଗୋଳ ବନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ରକ୍ଷଣାବେକ୍ଷଣ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଜି ଜରପଡ଼ା ରେଞ୍ଜ କାର୍ଯ୍ୟାଳୟ ପରିସରରେ ଆୟୋଜିତ…




