ରହସ୍ୟଜନକ ଭାବେ ବନ୍ଦ ଜାତୀୟ ରାଜପଥ ସଂଯୋଗୀ ରାସ୍ତା, ଅସୁବିଧାରେ ଜନସାଧାରଣ
ଅନୁଗୋଳ: ସହର ଉପକଣ୍ଠ ଛେଳିଆପଡା ସ୍ଥିତ ୫୫ ନମ୍ବର ଜାତୀୟ ରାଜପଥ ବାଇପାସ ସଂଯୋଗୀ ରାସ୍ତାକୁ ରହସ୍ୟଜନକ ଭାବେ ବନ୍ଦ କରିଦିଆଯାଇଛି। କିଏ ଓ କାହିଁକି ଏହା ବନ୍ଦ କଲେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମହୀଧରପୁର ଅଞ୍ଚଳରୁ…




