ଅନୁଗୁଳ ପର୍ଯ୍ୟବେକ୍ଷଣ ଗୃହର ସୁରକ୍ଷା ବ୍ୟବସ୍ଥା ଫେଲ୍: ଡ୍ରେନ୍ ଗାତ ଦେଇ ଚମ୍ପଟ ମାରିଲେ ୨ ଦୁର୍ଦ୍ଦାନ୍ତ ବାଳ ଅପରାଧୀ

ଅନୁଗୁଳ: ଅନୁଗୁଳ ସ୍ଥିତ ପର୍ଯ୍ୟବେକ୍ଷଣ ଛାତ୍ରାବାସରେ ଏକ ସାଂଘାତିକ ଘଟଣା ଘଟିଛି। କର୍ତ୍ତୃପକ୍ଷଙ୍କୁ ଚ୍ୟାଲେଞ୍ଜ ଦେଇ ଓ ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଦୁଇଜଣ ପୋକସୋ (POCSO) ମାମଲାର ଅଭିଯୁକ୍ତ ନାବାଳକ ଫେରାର ହୋଇଯାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ପାଚେରୀ…

Continue Readingଅନୁଗୁଳ ପର୍ଯ୍ୟବେକ୍ଷଣ ଗୃହର ସୁରକ୍ଷା ବ୍ୟବସ୍ଥା ଫେଲ୍: ଡ୍ରେନ୍ ଗାତ ଦେଇ ଚମ୍ପଟ ମାରିଲେ ୨ ଦୁର୍ଦ୍ଦାନ୍ତ ବାଳ ଅପରାଧୀ

କହ୍ନେୟା ମଣ୍ଟେଶ୍ବରୀ ଲର୍ଣ୍ଣିଙ୍ଗ୍ ଏକାଡେମୀର ବାର୍ଷିକ ଉତ୍ସବ ପାଳନ

ଅନୁଗୁଳ: ସ୍ଥାନୀୟ ମିଶ୍ରପଡ଼ା ସ୍ଥିତ କହ୍ନେୟା ମଣ୍ଟେଶ୍ବରୀ ଲର୍ଣ୍ଣିଙ୍ଗ୍ ଏକାଡେମୀର ୧୧ ତମ ବାର୍ଷିକ ଉତ୍ସବ ଟାଉନ ହଲ୍ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି, ଡକ୍ଟର ଅକ୍ଷୟ କୁମାର ପଣ୍ଡା…

Continue Readingକହ୍ନେୟା ମଣ୍ଟେଶ୍ବରୀ ଲର୍ଣ୍ଣିଙ୍ଗ୍ ଏକାଡେମୀର ବାର୍ଷିକ ଉତ୍ସବ ପାଳନ

“ଗୁରୁକୁଳ କ୍ଲାସେସର ଶୁଭେଚ୍ଛା ବାର୍ତ୍ତା”

ଦଶମ ଓ ଦ୍ବାଦଶ ଶ୍ରେଣୀର ପ୍ରିୟ ପିଲାମାନଙ୍କୁ ବୋର୍ଡ ପରୀକ୍ଷା ଅବସରରେ ଗୁରୁକୁଳ କ୍ଲାସେସ୍ ଅନୁଷ୍ଠାନର ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନଙ୍କ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ତୁମମାନଙ୍କର କଠିନ ପରିଶ୍ରମ, ନିଷ୍ଠା ଓ ଆତ୍ମବିଶ୍ୱାସ ନିଶ୍ଚୟ ଭାବେ ସୁଫଳ ଦେବ…

Continue Reading“ଗୁରୁକୁଳ କ୍ଲାସେସର ଶୁଭେଚ୍ଛା ବାର୍ତ୍ତା”

ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଦାଗ: ବଡ଼ ଭାଇକୁ କଟୁରୀରେ ହାଣି ହତ୍ୟା କଲା ସାନ ଭାଇ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି, ଯେଉଁଠାରେ ସାମାନ୍ୟ କଳିରୁ ରକ୍ତ ସମ୍ପର୍କରେ ଫାଟ ପଡ଼ିଛି। ଖମାର ଥାନା ଅନ୍ତର୍ଗତ କରଡାଖମଣ ଗାଁରେ ଜଣେ ସାନ ଭାଇ ନିଜ ବଡ଼ ଭାଇକୁ କଟୁରୀରେ ହାଣି ନିର୍ମମ…

Continue Readingରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଦାଗ: ବଡ଼ ଭାଇକୁ କଟୁରୀରେ ହାଣି ହତ୍ୟା କଲା ସାନ ଭାଇ

ମଣିଷ-ବନ୍ୟଜନ୍ତୁ ସଂଘର୍ଷ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ରେଞ୍ଜ୍ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନର ମାଣିକିଯୋଡି ବିଟ୍ ଅଧୀନରେ ଥିବା ମାଣିକିଯୋଡି ସାହାରାସାହି ସ୍କୁଲଠାରେ 'ପିପୁଲ୍ ଫର୍ ଆନିମଲ୍ସ' ସଂଗଠନ ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷର କାରଣ…

Continue Readingମଣିଷ-ବନ୍ୟଜନ୍ତୁ ସଂଘର୍ଷ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ନୂତନ ସଭାପତି ବବିତା ପ୍ରଧାନ: ମହିଳା ସଶକ୍ତୀକରଣ କ୍ଷେତ୍ରରେ ନୂତନ ଅଧ୍ୟାୟ

ଅନୁଗୁଳ: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବବିତା ପ୍ରଧାନଙ୍କୁ ଅନୁଗୁଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାପତି ଭାବେ ନିଯୁକ୍ତି ମିଳିଛି। ଏହି ନିଯୁକ୍ତି ପରେ ଜିଲ୍ଲା ବିଜେଡି ଶିବିରରେ ଉତ୍ସାହ ପ୍ରକାଶ ପାଇବା…

Continue Readingଅନୁଗୁଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ନୂତନ ସଭାପତି ବବିତା ପ୍ରଧାନ: ମହିଳା ସଶକ୍ତୀକରଣ କ୍ଷେତ୍ରରେ ନୂତନ ଅଧ୍ୟାୟ

ପରିତ୍ୟକ୍ତ ଘରେ ଚାଲିଥିଲା ଚୋରା କାଠ କାରବାର; ମାଡ଼ି ବସିଲା ବନ ବିଭାଗ, ବହୁ ପରିମାଣର କାଠ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ରେଞ୍ଜ ଅନ୍ତର୍ଗତ କଳମଛୁଇଁ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢାଉ କରାଯାଇ ପ୍ରାୟ ୧୧.୪ ସିଏଫ୍ଟି ଚୋରା କାଠ ଜବତ କରାଯାଇଛି। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ…

Continue Readingପରିତ୍ୟକ୍ତ ଘରେ ଚାଲିଥିଲା ଚୋରା କାଠ କାରବାର; ମାଡ଼ି ବସିଲା ବନ ବିଭାଗ, ବହୁ ପରିମାଣର କାଠ ଜବତ

ଖୋଲିଲା ପୁରୁଣାଗଡ଼ ମଦନମୋହନ ମନ୍ଦିର ହୁଣ୍ଡି: ବାହାରିଲା ନଗଦ ଟଙ୍କା ସହ ସୁନା ଓ ରୁପା

ଅନୁଗୁଳ : ଅନୁଗୁଳ ବ୍ଲକ ପୁରୁଣାଗଡ଼ ସ୍ଥିତ ପ୍ରସିଦ୍ଧ ଶ୍ରୀ ମଦନ ମୋହନ ମନ୍ଦିରର ଦାନ ହୁଣ୍ଡି ଆଜି ଖୋଲାଯାଇ ଗଣତି କରାଯାଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତଥା ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରାଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହି କାର୍ଯ୍ୟ…

Continue Readingଖୋଲିଲା ପୁରୁଣାଗଡ଼ ମଦନମୋହନ ମନ୍ଦିର ହୁଣ୍ଡି: ବାହାରିଲା ନଗଦ ଟଙ୍କା ସହ ସୁନା ଓ ରୁପା

ବିଷିରୀ ଯାତ୍ରାର ଖନ୍ଦାଶାଳ ପୂଜା କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ପେଚାମୁଣ୍ଡି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ବିଷିରୀଙ୍କ ଯାତ୍ରାର ଖନ୍ଦାଶାଳ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମା' ବିଷୀରିଙ୍କ ଆଶୀର୍ବାଦ…

Continue Readingବିଷିରୀ ଯାତ୍ରାର ଖନ୍ଦାଶାଳ ପୂଜା କାର୍ଯ୍ୟକ୍ରମ

ମାଛ ଚାଷରେ ଦୁର୍ନୀତି ଅଭିଯୋଗ, ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ୬ ମହିଳା ଗୋଷ୍ଠୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ପବିତ୍ରପୁର ପଞ୍ଚାୟତର ହରିପୁର ଗ୍ରାମରେ ମାଛ ଚାଷକୁ କେନ୍ଦ୍ର କରି ଏକ ବଡ଼ ଧରଣର ବିବାଦ ସାମ୍ନାକୁ ଆସିଛି। ଗ୍ରାମର ୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆଜି ପାଳଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର…

Continue Readingମାଛ ଚାଷରେ ଦୁର୍ନୀତି ଅଭିଯୋଗ, ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ୬ ମହିଳା ଗୋଷ୍ଠୀ