ସ୍କୁଟରରୁ ବାହାରିଲା ଚିତି ସାପ, ସ୍ନେକ ହେଲ୍ପ ଲାଇନ୍ ଦ୍ୱାରା ଉଦ୍ଧାର
ଅନୁଗୋଳ: ହେମସୁରପଡାରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ହେମସୁରପଡା ନିବାସୀ ବିନୋଦ ସାମଲଙ୍କ ପୁଅ ସ୍କୁଟର ଧରି ଘରୁ ବାହାରି ଯିବା ସମୟରେ ହଠାତ୍ ଗାଡିରୁ ଏକ ଚିତି ସାପ ବାହାରି ଆସିଥିଲା। ସାପ ଦେଖି ଆରୋହୀ ଜଣକ…
ଅନୁଗୋଳ: ହେମସୁରପଡାରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ହେମସୁରପଡା ନିବାସୀ ବିନୋଦ ସାମଲଙ୍କ ପୁଅ ସ୍କୁଟର ଧରି ଘରୁ ବାହାରି ଯିବା ସମୟରେ ହଠାତ୍ ଗାଡିରୁ ଏକ ଚିତି ସାପ ବାହାରି ଆସିଥିଲା। ସାପ ଦେଖି ଆରୋହୀ ଜଣକ…
ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ତୁକୁଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା କାଳୀଙ୍କ ମନ୍ଦିରରୁ ୨ଟି ହୁଣ୍ତିଭାଙ୍ଗି ଲୁଟ କରିଛନ୍ତି ଦୁର୍ବୃତ୍ତ। ମନ୍ଦିରକୁ ପୂଜାରୀ ସଫା କରିବାକୁ ଆସିଥିବା ବେଳେ ହୁଣ୍ଡି ଖୋଲା ଥିବା ଦେଖିବାକୁ ପାଇଥିଲେ। ମନ୍ଦିର ଭିତରେ…
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। ସକାଳ ୭ଟାରେ ଡୋରା ଲାଗି ଓ ପୁଷ୍ପାଞ୍ଜଳି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନମଣ୍ଡପକୁ ପହଣ୍ଡି କରାଯାଇଥିଲା। ଏହାପରେ ଆରତି, ସୂର୍ଯ୍ୟ ପୂଜା, ହୋମ, ଦେବସ୍ନାନ ଏବଂ…
ଅନୁଗୋଳ: ଅନୁଗୋଳ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ (ଡାଏଟ୍)ର ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ଧ୍ୟାରାଣୀ ଦେହୁରୀ ଆଜି ସରକାରୀ ସେବାରୁ ସଫଳତାର ସହ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଏକ ଭାବବିହ୍ୱଳ ବିଦାୟକାଳୀନ ସଭା ଆୟୋଜିତ…
ଅନୁଗୋଳ: ଅନୁଗୋଳ ଜିଲ୍ଲା ଜୋନ-୧ କଂଗ୍ରେସ ପକ୍ଷରୁ ଗତ ରବିବାର ଟାଇଁସୀ ହାଟପଦାଠାରେ ଏକ ବର୍ଣ୍ଣାଢ଼୍ୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜୋନ ସଭାପତି ଦାମୋଦର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଦେଶ ଅନୁସୂଚିତ ଜନଜାତି କଂଗ୍ରେସ ସାଧାରଣ ସମ୍ପାଦକ…
ଅନୁଗୋଳ : ଜିଲ୍ଲାବାସୀଙ୍କ ସୁବିଧା ପାଇଁ ଅନୁଗୋଳ ସହରରେ ଆଜି ଏକ ଅତ୍ୟାଧୁନିକ ‘ଆଧାର ସେବା କେନ୍ଦ୍ର’ର ଶୁଭାରମ୍ଭ ହୋଇଛି। UIDAI ଏବଂ BLS ଇଣ୍ଟରନ୍ୟାସନାଲର ସହଯୋଗରେ ପ୍ରତିଷ୍ଠିତ ଏହି କେନ୍ଦ୍ରକୁ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି।…
ଅନୁଗୋଳ: ଜିଲ୍ଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକୁ ପୁନଃ ସକାଳୁଆ କରିବାକୁ ଦାବି କରିଛି ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ…
ଅନୁଗୋଳ: ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକ ଗୋତମରା ପଞ୍ଚାୟତ ଶାଳଗାଡିଆରେ ବିଜେଡିକୁ ବଡ଼ ଝଟକା ଲାଗିଛି। ସ୍ଥାନୀୟ ବିଜେଡିର ବହୁ ସକ୍ରିୟ କର୍ମକର୍ତ୍ତା ଆଜି ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,…
ଅନୁଗୋଳ: ସ୍ଥାନୀୟ ଟାଉନ ହଲ ଠାରେ ଅନୁଗୋଳ ଜିଲ୍ଲା ଟାଇକୁଣ୍ଡୁ ଡେଭଲପମେଣ୍ଟ ଆସୋସିଏସନ୍ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି ପ୍ରତିଯୋଗିତାକୁ ଉଦଘାଟନ କରିବା ସହ ଆତ୍ମରକ୍ଷା କ୍ଷେତ୍ରରେ ସମରକଳାର ଆବଶ୍ୟକତା…
ଅନୁଗୋଳ: ଜିନ୍ଦଲ ନଗର ସ୍ଥିତ ଦେବଭୂମି ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ଦେବସ୍ନାନ ପୂର୍ଣିମା ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଓ.ପି. ଜିନ୍ଦଲ ଗୋଷ୍ଠୀର ଚେୟାରପର୍ସନ୍ ଏମେରିଟସ୍ ସାବିତ୍ରୀ ଜିନ୍ଦଲ ଏବଂ ମନ୍ଦିରର…