ଡିଜିଟାଲ୍ ଅବତାରରେ ଆସୁଛି ୨୦୨୭ ଜନଗଣନା: ଅନୁଗୁଳରେ ପ୍ରାଶାସନିକ ପ୍ରସ୍ତୁତି ଜୋରଦାର, ନିର୍ଭୁଲ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଅନୁଗୁଳ: ଆସନ୍ତା ୨୦୨୭ ସାଧାରଣ ଜନଗଣନାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଶୁକ୍ରବାର ସ୍ଥାନୀୟ ଜିଲ୍ଲା ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ତଥା ତାଲିମ କାର୍ଯ୍ୟକ୍ରମ…

Continue Readingଡିଜିଟାଲ୍ ଅବତାରରେ ଆସୁଛି ୨୦୨୭ ଜନଗଣନା: ଅନୁଗୁଳରେ ପ୍ରାଶାସନିକ ପ୍ରସ୍ତୁତି ଜୋରଦାର, ନିର୍ଭୁଲ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଜିମ ମାଲିକ ଗିରଫ: ପୂର୍ବତନ ଟ୍ରେନରଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

ଅନୁଗୁଳ: ଅନୁଗୁଳ ସହରରେ ଜଣେ ଜିମ୍ ମାଲିକ ଟ୍ରେନରଙ୍କୁ ଅପହରଣ ସହ ବଳାତ୍କାର କରିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜିମ୍ ମାଲିକ ଆଶିଷ ମିଶ୍ର (୩୪)ଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି। ପୋଲିସ ସୂଚନା…

Continue Readingଜିମ ମାଲିକ ଗିରଫ: ପୂର୍ବତନ ଟ୍ରେନରଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

ଅନୁଗୁଳ ଏନ୍‌ଏସି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଅନୁଗୁଳ: ଗତ ଗୁରୁବାର ଅନୁଗୋଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ଅଳକାନନ୍ଦାଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥିରୁପେ ଯୋଗ ଦେଇ ପିଲାମାନେ ନିଜ…

Continue Readingଅନୁଗୁଳ ଏନ୍‌ଏସି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଅନୁଗୁଳରେ ବିଜେଡିର ପ୍ରସ୍ତୁତି ବୈଠକ: ସରକାରର ଚାଷୀ ମାରଣ ନୀତି ବିରୋଧରେ ଆସନ୍ତା ୧୧ ରେ ଚାଷୀ ସମାବେଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ତଥା ବିଧାୟକ ତାଳଚେର ବ୍ରଜକିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେପି ସରକାରର ଚାଷୀ ମାରଣ ନୀତି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା…

Continue Readingଅନୁଗୁଳରେ ବିଜେଡିର ପ୍ରସ୍ତୁତି ବୈଠକ: ସରକାରର ଚାଷୀ ମାରଣ ନୀତି ବିରୋଧରେ ଆସନ୍ତା ୧୧ ରେ ଚାଷୀ ସମାବେଶ

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ: ଦୀର୍ଘଦିନର ଫେରାର ଅଭିଯୁକ୍ତ ମାନସ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ସହ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିବା ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ୩୫ ବର୍ଷୀୟ ମାନସ ପ୍ରଧାନ।ଅଭିଯୋଗ…

Continue Readingନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ: ଦୀର୍ଘଦିନର ଫେରାର ଅଭିଯୁକ୍ତ ମାନସ ଗିରଫ

ବନ୍ତଳା ପାଇଁ ବଡ଼ ଖବର: ହିଡ଼ିସିଙ୍ଗ ଜଳପ୍ରକଳ୍ପକୁ କେନ୍ଦ୍ରର ମୋହର, ବିଧାୟକଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ତଳା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷିତ ହିଡିସିଙ୍ଗ ଜଳପ୍ରକଳ୍ପକୁ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଅନୁମୋଦନ ମିଳିବା ପରେ ସମଗ୍ର ଅଞ୍ଚଳରେ ଖୁସିର ଲହରି…

Continue Readingବନ୍ତଳା ପାଇଁ ବଡ଼ ଖବର: ହିଡ଼ିସିଙ୍ଗ ଜଳପ୍ରକଳ୍ପକୁ କେନ୍ଦ୍ରର ମୋହର, ବିଧାୟକଙ୍କୁ ସମ୍ବର୍ଦ୍ଧନା

ଶ୍ରୀ ସାଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ସାଇ ମହାପ୍ରଭୁଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଛି। କଳସ ଯାତ୍ରା ସହ ପୂଜା ଅର୍ଚ୍ଚନା ହୋଇଥିଲା। ବୁଧବାର ଭୋରରୁ ସୂର୍ଯ୍ୟ ପୂଜା ସହ ହୋମଯଜ୍ଞ କାର୍ଯ୍ୟ…

Continue Readingଶ୍ରୀ ସାଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଶିକ୍ଷକ ନାହାନ୍ତି, ପାଠପଢ଼ା ଠପ୍: ଡଙ୍ଗାପାଳ ସ୍କୁଲରେ ତାଲା, ଅନ୍ଧାରରେ ୮୫ ଶିଶୁଙ୍କ ଭବିଷ୍ୟତ!

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଶିକ୍ଷା ଜିଲ୍ଲା ଅନ୍ତର୍ଗତ ଡଙ୍ଗାପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟା ଏବେ ଉଗ୍ରରୂପ ଧାରଣ କରିଛି। ଦୀର୍ଘ ଦିନ ଧରି ଶିକ୍ଷାଦାନ ବାଧାପ୍ରାପ୍ତ ହେବା ପରେ ଶେଷରେ ଧୈର୍ଯ୍ୟଚ୍ୟୁତ ହୋଇ ଗ୍ରାମବାସୀ ସ୍କୁଲରେ…

Continue Readingଶିକ୍ଷକ ନାହାନ୍ତି, ପାଠପଢ଼ା ଠପ୍: ଡଙ୍ଗାପାଳ ସ୍କୁଲରେ ତାଲା, ଅନ୍ଧାରରେ ୮୫ ଶିଶୁଙ୍କ ଭବିଷ୍ୟତ!

ବନ୍ତଳାବାସୀଙ୍କ ୫୦ ବର୍ଷର ପ୍ରତୀକ୍ଷାର ଅନ୍ତ: ହିଡ଼ିସିଙ୍ଗ ଜଳପ୍ରକଳ୍ପକୁ ମିଳିଲା ପରିବେଶ ଅନୁମୋଦନ, ଧନ୍ୟବାଦ ଦେଲେ ବିଧାୟକ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୃଷି ପ୍ରଧାନ ବନ୍ତଳା ଅଞ୍ଚଳ ପାଇଁ ଖୁସି ଖବର। ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସ୍ଥାନୀୟ ଜନସାଧାରଣ ଦାବି କରିଆସୁଥିବା ବହୁ ପ୍ରତୀକ୍ଷିତ 'ହିଡିସିଙ୍ଗ ଜଳପ୍ରକଳ୍ପ' କୁ ଶେଷରେ ଭାରତ ସରକାରଙ୍କ…

Continue Readingବନ୍ତଳାବାସୀଙ୍କ ୫୦ ବର୍ଷର ପ୍ରତୀକ୍ଷାର ଅନ୍ତ: ହିଡ଼ିସିଙ୍ଗ ଜଳପ୍ରକଳ୍ପକୁ ମିଳିଲା ପରିବେଶ ଅନୁମୋଦନ, ଧନ୍ୟବାଦ ଦେଲେ ବିଧାୟକ

ତାଳଚେର ହିଲୋଇ-ଏକଡ଼ାଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ପଦ୍ମାବତୀପୁର ଗ୍ରାମ ପଞ୍ଚାୟତର ହିଲୋଇ - ଏକଡ଼ାଳ ଗ୍ରାମରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶେଷ ହୋଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେର…

Continue Readingତାଳଚେର ହିଲୋଇ-ଏକଡ଼ାଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ