ପ୍ରଦୂଷଣ ବୋର୍ଡର ଛାଟ: ଆଉ ଖୋଲାମେଲାରେ ୱାଗନରେ ହୋଇପାରିବ ନାହିଁ କୋଇଲା ପରିବହନ, ୧୧ ଖଣି ଓ ୱାସେରିକୁ ଚିଠି
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପ୍ରଦୂଷଣ ବଢ଼ିବାର ଅନ୍ୟତମ ପ୍ରମୁଖ କାରଣ ଖଣିରୁ ଖୋଲାମେଲାରେ କୋଇଲା ପରିବହନ। ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁଗୁଳ ଆଞ୍ଚଳିକ ଅଧିକାରୀ ଜିଲ୍ଲାର ୧୧ଟି ଖଣି ଓ କୋଲ ୱାସେରିକୁ ଚିଠି କରିଥିବା ଜଣାପଡ଼ିଛି।ସୂଚନା ମୁତାବକ,…



