ମହିମାଧାମରେ ମହିମା ମହୋତ୍ସବ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ଠାରେ ଥ‌ିବା ମହିମାଧାମରେ ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ମହିମା ମହୋତ୍ସବ ଆୟୋଜିତ ହୋଇଛି। ଏଥିରେ ଓଡିଶା ସାମ୍ବାଦିକ ସଂଘ (ଓୟୁଜେ) ଅନୁବନ୍ଧିତ ଜିଲ୍ଲା ସାମ୍ବାଦିକ ସଂଘ (ଏଡିୟୁଜେ) ସଭାପତି ଅଜିତ କୁମାର ଧର ସମ୍ମାନୀତ…

Continue Readingମହିମାଧାମରେ ମହିମା ମହୋତ୍ସବ ଆୟୋଜିତ

ଗୁରୁକୁଳ କ୍ଲାସେସରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ ଉତ୍ସବ ପାଳିତ

ଅନୁଗୁଳ: ସ୍ଥାନୀୟ ଅମଲାପଡା ୫ମ ଲେନରେ ଥିବା ଗୁରୁକୁଳ କ୍ଲାସେସ ପରିସରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ ଉତ୍ସବ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଅନୁଷ୍ଠାନର ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନ ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ବାରା କେକ୍ କାଟି…

Continue Readingଗୁରୁକୁଳ କ୍ଲାସେସରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ ଉତ୍ସବ ପାଳିତ

ଅନୁଗୁଳ ବନଖଣ୍ଡରେ ‘ଜୀବଦୟା’ ଅଭିଯାନ: ବନ୍ଧୁକ ଓ ବୋମା ସହ ଶିକାରୀ ଗିରଫ, ବାରହା ମାଂସ ଜବତ

ଅନୁଗୁଳ: ବନ୍ୟପ୍ରାଣୀ ସୁରକ୍ଷା ଓ ଶିକାରୀଙ୍କ ପ୍ରତି ‘ଶୂନ୍ୟ ସହନଶୀଳତା’ ନୀତି ଆପଣାଇ ଅନୁଗୁଳ ବନଖଣ୍ଡ ପକ୍ଷରୁ ଏକ ବଡ଼ଧରଣର ସଫଳ ଆଣ୍ଟି-ପୋଚିଂ ଅପରେସନ କରାଯାଇଛି। ଡିଏଫଓ ନୀତିଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ‘ଜୀବଦୟା’ କାର୍ଯ୍ୟକ୍ରମରେ ଆଜି ଜରପଡ଼ା ଓ ଛେଣ୍ଡିପଦା…

Continue Readingଅନୁଗୁଳ ବନଖଣ୍ଡରେ ‘ଜୀବଦୟା’ ଅଭିଯାନ: ବନ୍ଧୁକ ଓ ବୋମା ସହ ଶିକାରୀ ଗିରଫ, ବାରହା ମାଂସ ଜବତ

ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ

ଅନୁଗୁଳ: ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ରେଡକ୍ରସ…

Continue Readingଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ

ମଗରର ମୃତ ଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳରେ ମଗର କୁମ୍ଭୀରର ମୃତ୍ୟୁ। ସାତକୋଶିଆ ବନଖଣ୍ଡ ଅଧୀନସ୍ଥ ଟିକରପଡ଼ା ରେଞ୍ଜ ମହୁଲିଆ ନାଳରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଛି ଏକ ମଗର କୁମ୍ଭୀର। ମୃତ କୁମ୍ଭୀରର ପଛ ଗୋଡ଼ ପାଖ ପିଠି ହାଡ଼ ଭାଙ୍ଗିଯାଇଛି। ମୃତ କୁମ୍ଭୀରର ବୟସ…

Continue Readingମଗରର ମୃତ ଦେହ ଉଦ୍ଧାର

ଅନୁଗୁଳରେ ଭ୍ରୂଣ ହତ୍ୟା ରାକେଟ୍‌ ଉପରେ ଚଢ଼ାଉ: ୟେସ୍ ହସ୍ପିଟାଲର ଅଲ୍ଟ୍ରାସାଉଣ୍ଡ କ୍ଲିନିକ ସିଲ୍, ସ୍କାନରରେ ଆହୁରି ଦୁଇ କ୍ଲିନିକ୍‌

ଅନୁଗୁଳ : ଅନୁଗୁଳ ସହରରେ ବେଆଇନ ଭାବେ ଚାଲିଥିବା ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କାରବାର ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସହରର ଅମଲାପଡ଼ା ଷଷ୍ଠ ଗଳିରେ ଥିବା 'ୟେସ୍ ହସ୍ପିଟାଲ୍'ର ଅଲଟ୍ରାସାଉଣ୍ଡ୍ କ୍ଲିନିକ୍‌କୁ…

Continue Readingଅନୁଗୁଳରେ ଭ୍ରୂଣ ହତ୍ୟା ରାକେଟ୍‌ ଉପରେ ଚଢ଼ାଉ: ୟେସ୍ ହସ୍ପିଟାଲର ଅଲ୍ଟ୍ରାସାଉଣ୍ଡ କ୍ଲିନିକ ସିଲ୍, ସ୍କାନରରେ ଆହୁରି ଦୁଇ କ୍ଲିନିକ୍‌

ସାମାଜିକ ବାସନ୍ଦର କରୁଣ ଚିତ୍ର! ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ, ଜେସିବିରେ ଗଲା ଶବ

ଅନୁଗୁଳ: ସମାଜ କ’ଣ ଏତେ ନିଷ୍ଠୁର ହୋଇପାରେ? ଯେଉଁ ମାଟିରେ ଜନ୍ମ, ସେଇ ମାଟିର ମଣିଷଙ୍କ କାନ୍ଧ ଟିକେ ପାଇବା ପାଇଁ ଜଣେ ମୃତକଙ୍କୁ ଅପେକ୍ଷା କରିବାକୁ ପଡ଼ିଲା। ପାଳଲହଡ଼ା ପେଚାମୁଣ୍ଡି ପଞ୍ଚାୟତର ଶିମିଳିପାଳ ଗ୍ରାମରେ ଘଟିଥିବା ଏହି ଦୃଶ୍ୟ ଆଜି…

Continue Readingସାମାଜିକ ବାସନ୍ଦର କରୁଣ ଚିତ୍ର! ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ, ଜେସିବିରେ ଗଲା ଶବ

ଅନ୍ଧାରରେ ନାଲକୋ ବ୍ରାଉନଫିଲଡ଼ ସମ୍ପ୍ରସାରଣ: ଜମିହରାଙ୍କ ମଧ୍ୟରେ ଫାଟ ପାଇଁ ମସୁଧା!

ଅନୁଗୁଳ: ନାଲକୋ ନିଜର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ସ୍ମେଲଟର କାରଖାନା ସମ୍ପ୍ରସାରଣ କରିବା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି। ପୂର୍ବପାଳିରେ ଲୋକେ ନିଜର ଜମି ଦେଇ କମ୍ପାନୀ ସ୍ଥାପନ କରିଥିଲେ ମଧ୍ୟ ଚାକିରୀ ଖଣ୍ଡେ ପାଇ ନଥିଲେ।…

Continue Readingଅନ୍ଧାରରେ ନାଲକୋ ବ୍ରାଉନଫିଲଡ଼ ସମ୍ପ୍ରସାରଣ: ଜମିହରାଙ୍କ ମଧ୍ୟରେ ଫାଟ ପାଇଁ ମସୁଧା!

ପାତ୍ରପଡା ତାଳ ମଣ୍ଡଳୀ ସାହିରେ ଚଢ଼ାଉ, ବନ୍ୟ ଜନ୍ତୁ ଶିକାର ସାମଗ୍ରୀ ଉଦ୍ଧାର: ବନ୍ଧୁକ ଫାଶ, ତାର, ବାରୁଦ, ବାରହା ମାଂସ ଆଦି ଜବତ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଛେଣ୍ଡିପଦା ରେଞ୍ଜ୍ ପାତ୍ରପଡା ତାଳ ମଣ୍ଡଳୀ ସାହିରେ କିଛି ଘର ଉପରେ ବନ ବିଭାଗ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇଛି। ମଙ୍ଗଳବାର ସନ୍ଧ୍ୟା ସମୟରେ ଚଢାଉ ବେଳେ ବନବିଭାଗ ପାତ୍ରପଡା ତାଳ ମଣ୍ଡଳୀ ସାହିର ଗୋଟିଏ…

Continue Readingପାତ୍ରପଡା ତାଳ ମଣ୍ଡଳୀ ସାହିରେ ଚଢ଼ାଉ, ବନ୍ୟ ଜନ୍ତୁ ଶିକାର ସାମଗ୍ରୀ ଉଦ୍ଧାର: ବନ୍ଧୁକ ଫାଶ, ତାର, ବାରୁଦ, ବାରହା ମାଂସ ଆଦି ଜବତ

ବିପର୍ଯ୍ୟୟ ନିରାପତ୍ତା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ପିଟିସି ଉଚ୍ଚ ବିଦ୍ୟାଳୟରେ ଏକ ସ୍କୁଲ ସ୍ତରୀୟ ବିପର୍ଯ୍ୟୟ ନିରାପତ୍ତା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଏଚଡିଆରଏଫ, କଟକ ମଣ୍ଡଳଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ବନ୍ୟା, ବାତ୍ୟା, ବଜ୍ରପାତ, ନିଆଁ, ରାସ୍ତା ଦୁର୍ଘଟଣା, ପାଣି ବୁଡିରୁ ଛାତ୍ର ଛାତ୍ରୀମାନେ ନିଜକୁ…

Continue Readingବିପର୍ଯ୍ୟୟ ନିରାପତ୍ତା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ