ନାଲ୍କୋ ପାଉଁଶ ପାଣିରେ ବଗଚର ଗ୍ରାମବାସୀ କଲବଲ: ବ୍ୟାପୁଛି ଚର୍ମରୋଗ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଗଚର ଗାଁରେ ନାଲ୍କୋର ବିଷାକ୍ତ ପାଉଁଶ ମିଶ୍ରିତ ପାଣି ଯୋଗୁଁ ଆତଙ୍କ ଦେଖାଦେଇଛି। କମ୍ପାନୀର ବର୍ଜ୍ୟଜଳ ନନ୍ଦିରା ନାଳରେ ମିଶୁଥିବା ବେଳେ, ଅନ୍ୟ ବିକଳ୍ପ ନଥିବାରୁ ଏହି ପାଣି ବ୍ୟବହାର କରି ଗାଁର ପ୍ରାୟ ସମସ୍ତେ ଗମ୍ଭୀର…



