ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ କୁସୁମପାଳ ଗ୍ରାମବାସୀ ବିଧାୟକ ତଥା ଅନୁଗୁଳ ଜିଲ୍ଲା ବିଜେଡି ସଭାପତି ବ୍ରଜକିଶୋର ପ୍ରଧାନଙ୍କୁ ଭେଟି ଏମସିଏଲ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଜଣାଇଛନ୍ତି। ଗ୍ରାମବାସୀ ବିଧାୟକଙ୍କ ସହ ଗ୍ରାମର ବିକାଶମୂଳକ କାର୍ଯ୍ୟ ନେଇ ମଧ୍ୟ ବିସ୍ତୃତ ଆଲୋଚନା କରିଛନ୍ତି। ବିଧାୟକ ଶ୍ରୀ ପ୍ରଧାନ ଲୋକଙ୍କ ସମସ୍ୟା ଶୁଣିବା ପରେ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଏମସିଏଲ ସମସ୍ୟା ନେଇ ବିଧାୟକଙ୍କୁ ଭେଟିଲେ କୁସୁମପାଳ ଗ୍ରାମବାସୀ, ତୁରନ୍ତ ସମାଧାନ ପ୍ରତିଶ୍ରୁତି
- Post published:June 22, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau





