ବିଜେଡି ହ୍ୱାଟସଆପ୍ ଗ୍ରୁପ୍‌ର ୧୦ ବର୍ଷ ପୂର୍ତ୍ତି, ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଉପସ୍ଥିତିରେ ଉତ୍ସବ ପାଳିତ

ଅନୁଗୁଳ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ‘ନୀତି ଓ ଆଦର୍ଶ’ ଏବଂ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ‘ଶୃଙ୍ଖଳା’କୁ ପାଥେୟ କରି ଗଠିତ “ବିଜୁ ଜନତା ଦଳ - ତାଳଚେର” ହ୍ୱାଟସଆପ୍ ଗ୍ରୁପ୍ ସଫଳତାର ସହ ୧୦ ବର୍ଷ…

Continue Readingବିଜେଡି ହ୍ୱାଟସଆପ୍ ଗ୍ରୁପ୍‌ର ୧୦ ବର୍ଷ ପୂର୍ତ୍ତି, ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଉପସ୍ଥିତିରେ ଉତ୍ସବ ପାଳିତ

‘ନେତା’ ଥିଲେ ଧାରଣା, ‘ମନ୍ତ୍ରୀ’ ହେଲେ ବାହାନା! ବିଜୁଳି କାଟ୍‌କୁ ନେଇ କେଭି ସିଂଦେଓଙ୍କ ଦୁଇଟି ମୁହଁ

ଅନୁଗୁଳ: ସମୟ ବଦଳିଲେ ମଣିଷର ମନ ଆଉ ମନ୍ତ୍ରୀଙ୍କ ମତ କେମିତି ବଦଳିଯାଏ, ତା’ର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ। ଦିନେ ବିଜେଡି ସରକାର ସମୟରେ ବିଜୁଳି କାଟ୍ ହେଲେ ଯେଉଁ କେଭି ସିଂ ଦେଓ…

Continue Reading‘ନେତା’ ଥିଲେ ଧାରଣା, ‘ମନ୍ତ୍ରୀ’ ହେଲେ ବାହାନା! ବିଜୁଳି କାଟ୍‌କୁ ନେଇ କେଭି ସିଂଦେଓଙ୍କ ଦୁଇଟି ମୁହଁ

ଅନୁଗୁଳର ଗର୍ବ: ଦଶମ ପରୀକ୍ଷାର ଟପ୍ପର ଆଦ୍ୟାଶା ଓ ସେଲୋନିଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ଅନୁଗୁଳ: ଜିଲ୍ଲା ପ୍ରଶାସନ ପକ୍ଷରୁ ମେଧାବୀ ଛାତ୍ରୀଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଦଶମ ପରୀକ୍ଷାରେ ଜିଲ୍ଲାସ୍ତରରେ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ଦୁଇଜଣ କୃତି ଛାତ୍ରୀଙ୍କୁ ଶୁକ୍ରବାର ଅନୁଗୁଳ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସମ୍ବର୍ଦ୍ଧିତ କରିଛନ୍ତି।…

Continue Readingଅନୁଗୁଳର ଗର୍ବ: ଦଶମ ପରୀକ୍ଷାର ଟପ୍ପର ଆଦ୍ୟାଶା ଓ ସେଲୋନିଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ସୁଜିତ ଗୁରୁକୁଳର +୨ ବିଜ୍ଞାନ ଫଳ: ସମସ୍ତ ୯୮ ଜଣ ପ୍ରଥମ ଶ୍ରେଣୀରେ ପାସ୍, ରୋଜାଲିନ ଟପର

ଅନୁଗୁଳ: ହାକିମପଡା ସ୍ଥିତ ସୁଜିତ ଗୁରୁକୁଳ ଚଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗୁରୁକୁଳରୁ ପରୀକ୍ଷା ଦେଇଥିବା ସମସ୍ତ ୯୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ରୀ ରୋଜାଲିନ ବେହେରା ୫୬୪ ନମ୍ବର,…

Continue Readingସୁଜିତ ଗୁରୁକୁଳର +୨ ବିଜ୍ଞାନ ଫଳ: ସମସ୍ତ ୯୮ ଜଣ ପ୍ରଥମ ଶ୍ରେଣୀରେ ପାସ୍, ରୋଜାଲିନ ଟପର

ବିଜୁ ମୈଦାନରେ ବୈଶାଖୀ ମେଳା ଉଦଘାଟିତ, ଜୁନ ୨ ପର୍ଯ୍ୟନ୍ତ ଚାଲିବ

ଅନୁଗୁଳ: ସ୍ଥାନୀୟ ବିଜୁ ମୈଦାନଠାରେ ‘ଅନୁଗୁଳ ବୈଶାଖୀ ମେଳା’ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଓ ପ୍ରଦୀପ ପ୍ରଜ୍ବଳନ କରି ମେଳାର ଉଦଘାଟନ କରିଥିଲେ। ଅବସରପ୍ରାପ୍ତ…

Continue Readingବିଜୁ ମୈଦାନରେ ବୈଶାଖୀ ମେଳା ଉଦଘାଟିତ, ଜୁନ ୨ ପର୍ଯ୍ୟନ୍ତ ଚାଲିବ

ରାତ୍ରିକାଳୀନ କ୍ରିକେଟ: ସାନହୁଲାକୁ ହରାଇ ବିମଳବେଡ଼ା ଚାମ୍ପିୟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଆନନ୍ଦପୁରଠାରେ ଏମଏମସିସି କ୍ଲବ ପକ୍ଷରୁ ଆୟୋଜିତ ସିପୁ ଆଣ୍ଡ ସିପୁ ମେମୋରିଆଲ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ୬ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ସାନହୁଲାକୁ ହରାଇ ବିମଳବେଡ଼ା…

Continue Readingରାତ୍ରିକାଳୀନ କ୍ରିକେଟ: ସାନହୁଲାକୁ ହରାଇ ବିମଳବେଡ଼ା ଚାମ୍ପିୟନ

ଜଳ ସମସ୍ୟା ନେଇ କଂଗ୍ରେସର ନିଆରା ପ୍ରତିବାଦ: ଶୁଖିଲା ଚଉକୁଳି ବନ୍ଧରେ ଖେଳିଲେ କ୍ରିକେଟ ମ୍ୟାଚ୍

ଅନୁଗୁଳ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସରେ ଅନୁଗୁଳ ନଗର କଂଗ୍ରେସ ପକ୍ଷରୁ ଏକ ନିଆରା ପ୍ରତିବାଦ ଦେଖିବାକୁ ମିଳିଛି। ସହରର ହୁଲୁରିସିଂହା ସ୍ଥିତ ଶୁଖିଲା ଚଉକୁଳି ବନ୍ଧ ଗର୍ଭରେ ଏକ କ୍ରିକେଟ ମ୍ୟାଚ୍ ଆୟୋଜନ କରି ଦଳ…

Continue Readingଜଳ ସମସ୍ୟା ନେଇ କଂଗ୍ରେସର ନିଆରା ପ୍ରତିବାଦ: ଶୁଖିଲା ଚଉକୁଳି ବନ୍ଧରେ ଖେଳିଲେ କ୍ରିକେଟ ମ୍ୟାଚ୍

ଅନୁଗୁଳ ଡେଲି ଓ ମାଛ ମାର୍କେଟର ହେବ ଅତ୍ୟାଧୁନିକ କାୟାକଳ୍ପ: ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଡିପିଆର ପ୍ରସ୍ତୁତି ଆରମ୍ଭ

ଅନୁଗୁଳ: ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ତାଙ୍କ ପୂର୍ବ ଅନୁଗୁଳ ଗସ୍ତ ସମୟରେ ଅନୁଗୁଳ ପୌରପାଳିକା ଅଧୀନସ୍ଥ ଡେଲି ମାର୍କେଟ ଓ ମାଛ ମାର୍କେଟ ପରିଦର୍ଶନ କରିଥିଲେ। ଏହି ଦୁଇ ମାର୍କେଟକୁ ଅତ୍ୟାଧୁନିକ ଭିତ୍ତିଭୂମି…

Continue Readingଅନୁଗୁଳ ଡେଲି ଓ ମାଛ ମାର୍କେଟର ହେବ ଅତ୍ୟାଧୁନିକ କାୟାକଳ୍ପ: ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଡିପିଆର ପ୍ରସ୍ତୁତି ଆରମ୍ଭ

ବାରଗୌଣିଆ ପଞ୍ଚାୟତରେ କଂଗ୍ରେସର କର୍ମୀ ବୈଠକ: ସଂଗଠନକୁ ମଜଭୁତ କରିବାକୁ ରଣନୀତି

ଅନୁଗୁଳ: ଅନୁଗୁଳ ବ୍ଲକ କଂଗ୍ରେସ ପକ୍ଷରୁ ବାରଗୌଣିଆ ପଞ୍ଚାୟତର କର୍ମୀ ବୈଠକ ସ୍ଥାନୀୟ ମାଆ ପାଣ୍ଡରିଶୁଣୀ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ବ୍ଲକ ସଭାପତି ରାକେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପିସିସି ମିଡିଆ ପ୍ୟାନେଲିଷ୍ଟ ରୂପାଦୀପ୍ତା ମହାପାତ୍ର ମୁଖ୍ୟ ଅତିଥି…

Continue Readingବାରଗୌଣିଆ ପଞ୍ଚାୟତରେ କଂଗ୍ରେସର କର୍ମୀ ବୈଠକ: ସଂଗଠନକୁ ମଜଭୁତ କରିବାକୁ ରଣନୀତି

୧୯ ବର୍ଷରୁ କମ୍ ଆନ୍ତଃଜିଲ୍ଲା କ୍ରିକେଟରେ ଅନିନ୍ଦିତଙ୍କ ସଫଳତା

ଅନୁଗୁଳ: ଓସିଏ ଦ୍ଵାରା ଆୟୋଜିତ ୧୯ ବର୍ଷରୁ କମ୍ ଆନ୍ତଃ ଜିଲ୍ଲା କ୍ରିକେଟ ପ୍ରତିଯୋଗିତାର କୋରାପୁଟ ଓ ଅନୁଗୁଳ ମଧ୍ୟରେ ଆୟୋଜିତ ଏକ ମ୍ୟାଚରେ ଅନୁଗୁଳ ଦଳ ୪୩ ଓଭରରେ ସମସ୍ତ ୱିକେଟ ହରାଇ ୨୭୧ ରନ୍ କରିଥିଲା। ଅନୁଗୁଳ ଦଳ…

Continue Reading୧୯ ବର୍ଷରୁ କମ୍ ଆନ୍ତଃଜିଲ୍ଲା କ୍ରିକେଟରେ ଅନିନ୍ଦିତଙ୍କ ସଫଳତା