ପୂର୍ବ ଓ ପଶ୍ଚିମ ଓଡ଼ିଶାକୁ ଯୋଡ଼ିଲା ପୁରୀ-କୋରାପୁଟ ଏକ୍ସପ୍ରେସ: ଅନୁଗୋଳ ଓ ତାଳଚେର ଷ୍ଟେସନରେ ଭବ୍ୟ ସ୍ୱାଗତ
ଅନୁଗୋଳ: ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ପୁରୀ-କୋରାପୁଟ ମଧ୍ୟରେ ନୂତନ ଦ୍ରୁତଗାମୀ ରେଳ ସେବାର ଶୁଭାରମ୍ଭ ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଷ୍ଟେସନରୁ ଏହି ଟ୍ରେନକୁ ଶୁଭାରମ୍ଭ କରିଥିବା ବେଳେ,…




