ଟେଣ୍ଡର ବର୍ଜନ କଲା ଅନୁଗୋଳ ଜିଲ୍ଲା ଠିକାଦାର ସଂଘ: ବାତିଲ୍ ଟେଣ୍ଡରର ଫି’ ଫେରସ୍ତ ଦାବି
ଅନୁଗୋଳ: ଅନୁଗୋଳ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୫ ତାରିଖରୁ ପ୍ରକାଶିତ ଟେଣ୍ଡରଗୁଡ଼ିକରେ ଠିକାଦାରମାନେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତ ନିଆଯାଇଛି। ବାତିଲ ଟେଣ୍ଡରର ଠିକାଦାର ଦାଖଲ କରିଥିବା ଫି’ ଫେରସ୍ତ କରିବାକୁ ସଂଘ ପକ୍ଷରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ…




