ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିଲେ, ବାଟରେ ଦୁର୍ଘଟଣାରେ ଗଲା ପୁଅର ଜୀବନ

ଅନୁଗୁଳ: ନିଜ ଜନ୍ମକଲା ବାପାଙ୍କୁ ନୂତନ ଜୀବନ ଦେବା ପାଇଁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ବାଟରେ ଆଖି ବୁଜିଲେ ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୋଟଙ୍ଗା ଥାନା ଅଞ୍ଚଳରେ, ଯେଉଁଠାରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବା…

Continue Readingବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିଲେ, ବାଟରେ ଦୁର୍ଘଟଣାରେ ଗଲା ପୁଅର ଜୀବନ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ: ଶବଗୃହ ପାଚେରି ଭୁଶୁଡ଼ି ୨ ଶ୍ରମିକ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶନିବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚିକିତ୍ସାଳୟର ଶବଗୃହ ନିକଟରେ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ହଠାତ୍ ଶବଗୃହର ପାଚେରି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକ ଗୁରୁତର ଆହତ…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ: ଶବଗୃହ ପାଚେରି ଭୁଶୁଡ଼ି ୨ ଶ୍ରମିକ ଆହତ

କଡ଼ା ସୁରକ୍ଷା ମଧ୍ୟରେ ସରିଲା ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ପାଇଁ ଜନ ଶୁଣାଣି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ଭାଗିରଥିପୁରଠାରେ ପ୍ରସ୍ତାବିତ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ନିର୍ମାଣ ନିମନ୍ତେ ସାମାଜିକ ପ୍ରଭାବ ଆକଳନ (SIA) ସମ୍ବନ୍ଧୀୟ ଜନ ଶୁଣାଣି ଶୁକ୍ରବାର ଶେଷ ହୋଇଛି। ଜିଲ୍ଲା ପ୍ରଶାସନ ଓ ନବକୃଷ୍ଣ ଚୌଧୁରୀ ଉନ୍ନୟନ…

Continue Readingକଡ଼ା ସୁରକ୍ଷା ମଧ୍ୟରେ ସରିଲା ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ପାଇଁ ଜନ ଶୁଣାଣି

ଅନୁଗୁଳରେ ସେକ୍ସ ରାକେଟ୍ ଠାବ: ଏ-ୱାନ୍ ହୋଟେଲରେ ଚଢ଼ାଉ, ମାଲିକଙ୍କ ସମେତ ୪ ଗିରଫ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ଅଞ୍ଚଳରେ ଚାଲୁଥିବା ଏକ ବଡ଼ ଧରଣର ଅନୈତିକ ଦେହ ବ୍ୟବସାୟର ପର୍ଦ୍ଦାଫାସ କରିଛି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସ୍ପେସିଆଲ ସ୍କ୍ୱାର୍ଡ ପକ୍ଷରୁ ସ୍ଥାନୀୟ ‘ଏ-ୱାନ୍’ ହୋଟେଲ ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା।…

Continue Readingଅନୁଗୁଳରେ ସେକ୍ସ ରାକେଟ୍ ଠାବ: ଏ-ୱାନ୍ ହୋଟେଲରେ ଚଢ଼ାଉ, ମାଲିକଙ୍କ ସମେତ ୪ ଗିରଫ

ଅନୁଗୁଳ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଜଣେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଭଳି ଅତି ସମ୍ବେଦନଶୀଳ ଘଟଣାରେ ଐତିହାସିକ ରାୟ ପ୍ରକାଶ ପାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ ବାବୁଲା ଜେନାକୁ ଦୋଷୀ…

Continue Readingଅନୁଗୁଳ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

ନିଶୁଳ୍କ ଆୟୁର୍ବେଦ ଚିକିତ୍ସା ପରାମର୍ଶ ଶିବିର ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ସାନକେରାଜଙ୍ଗ ଗାଁରେ ଗତ ୮ ତାରିଖ ଏକ ନିଶୁଳ୍କ ଆୟୁର୍ବେଦ ଚିକିତ୍ସା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଥିଲା। ଅନୁଗୁଳ କାମଧେନୁ ଆୟୁର୍ବେଦର ସ୍ୱେତାଧିକରି ସ୍ୱାଧୀନ ମୋଦିଙ୍କ ଉଦ୍ୟମରେ ଏହି ଶିବିର ଅନୁଷ୍ଠିତ ହୋଇଥିବା…

Continue Readingନିଶୁଳ୍କ ଆୟୁର୍ବେଦ ଚିକିତ୍ସା ପରାମର୍ଶ ଶିବିର ଅନୁଷ୍ଠିତ

ଏଣିକି ହାତୀଙ୍କ ଉପରେ ନଜର ରଖିବ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’: ରେଳ ଦୁର୍ଘଟଣା ରୋକିବାକୁ ଅନୁଗୁଳ ବନ ବିଭାଗର ମାଷ୍ଟର ପ୍ଲାନ୍

ଅନୁଗୁଳ: ବନ୍ୟପ୍ରାଣୀ ପରିଚାଳନା ଏବଂ ମଣିଷ-ବନ୍ୟଜନ୍ତୁଙ୍କ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ଅନୁଗୁଳ ବନ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭାଗ ପକ୍ଷରୁ ଚାରୋଟି ରଣନୈତିକ ସ୍ଥାନରେ AI ଚାଳିତ ମନିଟରିଂ ଟାୱାର ସ୍ଥାପନ କରାଯାଇଛି, ଯାହା…

Continue Readingଏଣିକି ହାତୀଙ୍କ ଉପରେ ନଜର ରଖିବ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’: ରେଳ ଦୁର୍ଘଟଣା ରୋକିବାକୁ ଅନୁଗୁଳ ବନ ବିଭାଗର ମାଷ୍ଟର ପ୍ଲାନ୍

ବିଦ୍ୟାଳୟମୁଖୀ ହେବେ ବଣ-ପାହାଡ଼ ଘେରା ଅଞ୍ଚଳର କୋମଳମତି ଶିଶୁ: ସିବିଡ଼ାରେ ‘ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ’ କାର୍ଯ୍ୟକ୍ରମ

ଅନୁଗୁଳ: ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ସାର୍ବଜନୀନ ନାମଲେଖା ଓ ସମସ୍ତ ଶିଶୁଙ୍କୁ ବିଦ୍ୟାଳୟମୁଖୀ କରିବା ଲକ୍ଷ୍ୟରେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକର ସିବିଡା କନ୍ୟାଶ୍ରମଠାରେ ଏକ ଭବ୍ୟ ‘ଶିକ୍ଷା ମହାସଭା’ ଅନୁଷ୍ଠିତ ହୋଇଯାଇଛି। “ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ” କାର୍ଯ୍ୟକ୍ରମ ଅନ୍ତର୍ଗତ…

Continue Readingବିଦ୍ୟାଳୟମୁଖୀ ହେବେ ବଣ-ପାହାଡ଼ ଘେରା ଅଞ୍ଚଳର କୋମଳମତି ଶିଶୁ: ସିବିଡ଼ାରେ ‘ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ’ କାର୍ଯ୍ୟକ୍ରମ

ମାଲବାର ଅନୁଗୁଳ ଷ୍ଟୋର ପକ୍ଷରୁ ଗହଣାର କଳାତ୍ମକ ପ୍ରସ୍ତୁତି

ଅନୁଗୁଳ: ଗୁରୁବାର ସୁନା ଓ ହୀରା ଗହଣାର ଅଗ୍ରଣୀ ପ୍ରତିଷ୍ଠାନ ମାଲବାର ଅନୁଗୁଳ ଶାଖା ପକ୍ଷରୁ ଏହାର ଗହଣା ଗୁଡ଼ିକର ଏକ କଳାତ୍ମକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଅନୁଗୁଳ ବଣିକ ସଂଘ "କେଟ" ର ଅଧ୍ୟକ୍ଷ ତଥା ଜାତୀୟ ଉପ ସଭାପତି…

Continue Readingମାଲବାର ଅନୁଗୁଳ ଷ୍ଟୋର ପକ୍ଷରୁ ଗହଣାର କଳାତ୍ମକ ପ୍ରସ୍ତୁତି

ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା: ୧୫ ଦିନ ମଧ୍ୟରେ ଅବ୍ୟବସ୍ଥା ନ ସୁଧୁରିଲେ ହେବ ଆନ୍ଦୋଳନ, ସିଡିଏମଓଙ୍କୁ ଚେତାବନୀ ଦେଲା ବିଜେଡି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ଅନ୍ୟାନ୍ୟ ଡାକ୍ତରଖାନାରେ ଦେଖାଦେଇଥିବା ବିଭିନ୍ନ ଗୁରୁତର ସମସ୍ୟାର ସମାଧାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ (CDMO) ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗତକାଲି ତାଳଚେର ବିଧାୟକ ତଥା ବିଜେଡି ଜିଲ୍ଲା…

Continue Readingଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା: ୧୫ ଦିନ ମଧ୍ୟରେ ଅବ୍ୟବସ୍ଥା ନ ସୁଧୁରିଲେ ହେବ ଆନ୍ଦୋଳନ, ସିଡିଏମଓଙ୍କୁ ଚେତାବନୀ ଦେଲା ବିଜେଡି