ଗୁରୁକୁଳ କ୍ଲାସେସରେ ଗୁରୁଦିବସ ପାଳିତ
ଅନୁଗୋଳ: ଅମଲାପଡାସ୍ଥିତ ୬ଷ୍ଠ ଲେନ୍ ରେ ଥିବା ଗୁରୁକୁଳ କ୍ଲାସେସ୍ ପରିସରରେ ଗୁରୁଦିବସ ପାଳନ କରାଯାଇଛି। ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ବରିଷ୍ଠ ଓଡ଼ିଆ ଶିକ୍ଷକ ଜିତେନ୍ କୁମାର ଦାଶ ପ୍ରଦୀପ ପ୍ରଜ୍ଜ୍ୱଳନ…




