ଗୁରୁକୁଳ କ୍ଲାସେସରେ ଗଣେଶ ପୂଜା ପାଳିତ
ଅନୁଗୋଳ: ସ୍ଥାନୀୟ ଅମଲାପଡା ୬ଷ୍ଠ ଲେନ୍ ସ୍ଥିତ ପରଫେକ୍ଟ ପଲି କ୍ଲିନିକ ବିଲ୍ଡିଂରେ ଥିବା ଗୁରୁକୁଳ କ୍ଲାସେସ ପରିସରରେ ଶ୍ରୀ ଗଣେଶ ପୂଜା ଭକ୍ତିର ସହ ପାଳିତ ହୋଇଛି। ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭ୍ରଜିତ ପ୍ରଧାନଙ୍କ ପିତା ଅଭିମନ୍ୟୁ ପ୍ରଧାନ ପୂଜାକର୍ତ୍ତା ଭାବେ…
ଅନୁଗୋଳ: ସ୍ଥାନୀୟ ଅମଲାପଡା ୬ଷ୍ଠ ଲେନ୍ ସ୍ଥିତ ପରଫେକ୍ଟ ପଲି କ୍ଲିନିକ ବିଲ୍ଡିଂରେ ଥିବା ଗୁରୁକୁଳ କ୍ଲାସେସ ପରିସରରେ ଶ୍ରୀ ଗଣେଶ ପୂଜା ଭକ୍ତିର ସହ ପାଳିତ ହୋଇଛି। ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭ୍ରଜିତ ପ୍ରଧାନଙ୍କ ପିତା ଅଭିମନ୍ୟୁ ପ୍ରଧାନ ପୂଜାକର୍ତ୍ତା ଭାବେ…
ଅନୁଗୋଳ: ବଡକେରା ପଞ୍ଚାୟତ ଯୁକୁବୁ ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ବିମଳ କୁମାର ସାହୁଙ୍କ ଗତ ୧୪ ତାରିଖରେ ପରଲୋକ ଘଟିଛି। ସେ ଏୟାର ଡିଫେନ୍ସ ରେଜିମେଣ୍ଟରେ ଜଣେ ହାବିଲଦାର ଭାବେ କାମ କରି ଅବସର ନେଇଥିଲେ। ସେ ଅନୁଗୋଳ ଡିଫେନ୍ସ…
ଅନୁଗୋଳ: ଅନୁଗୋଳ ସହରର ଅମଲାପଡ଼ା ୬ଷ୍ଠ ଲାଇନ୍ ଠାରେ ଲୋକପ୍ରିୟ ଫାର୍ମାସି ଶୃଙ୍ଖଳା 'ମେଡପ୍ଲସ୍'ର ଏକ ନୂତନ ଶାଖା ଶୁଭାରମ୍ଭ ହୋଇଛି। ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସୁଲଭ ମୂଲ୍ୟରେ ଉତ୍କୃଷ୍ଟ ଔଷଧ ସେବା ଯୋଗାଇଦେବା ଏହି ଶାଖାର ମୁଖ୍ୟ ଲକ୍ଷ୍ୟ ବୋଲି ଶାଖା…
ଅନୁଗୋଳ: ସଦର ଥାନା ଅଞ୍ଚଳର ନୂଆମୌଜା ଗ୍ରାମ ନିକଟ NH-55 ପାଖରେ ଦୁର୍ବୃତ୍ତଙ୍କ ଅଗ୍ନିକାଣ୍ଡ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗ୍ରାମର କୁମୁଦ ନାଏକ ଓ ସାଗର ସାହୁଙ୍କ ରାସନ ଦୋକାନ ଏବଂ ଡାଇନେମା ଦୋକାନକୁ ଜଣେ ଦୁର୍ବୃତ୍ତ ଆସି…
ଅନୁଗୋଳ: ଭିଣୋଇଙ୍କ ଦଶାହ କର୍ମ ପାଇଁ ତୁଠକୁ ଯାଇଥିଲେ ଶାଳକ। ଶୁଦ୍ଧି ହୋଇ ଫେରିଥାନ୍ତେ। ହେଲେ ଶବ ହୋଇ ଫେରିଲେ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ବ୍ଲକ୍ ତୁମୁଣି ଗାଁରେ। ଗାଁ ନିକଟରେ ଥିବା ମାତେଳିଆ ନାଳରେ…
ଅନୁଗୋଳ: ଅନୁଗୋଳ ସହରର ପୁରାତନ ଅନୁଷ୍ଠାନ ପ୍ରିନ୍ସ କ୍ଲବ ପକ୍ଷରୁ ଚଳିତ ବର୍ଷ ନିଆରା ଢଙ୍ଗରେ ‘ଗଣେଶ ଆଗମନ’ ଉତ୍ସବ ପାଳିତ ହୋଇଛି। ଶନିବାର ସନ୍ଧ୍ୟାରେ ମଣ୍ଡପରେ ପ୍ରଭୁ ବିଘ୍ନବିନାଶକଙ୍କ ମୂର୍ତ୍ତି ପହଞ୍ଚିବା ପରେ ରଙ୍ଗୀନ ଆଲୋକ, ବାଣ ଫୁଟାଇ ଏବଂ…
ଅନୁଗୋଳ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦିଆଯାଇଥିବା ନେଇ ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଠାକୁରଗଡ଼ ଥାନା ଅନ୍ତର୍ଗତ ସାନଦାଦର ଗ୍ରାମର ଯଶୋବନ୍ତୀ ସାହୁଙ୍କୁ ତାଙ୍କ…
ଅନୁଗୋଳ: ଅନୁଗୋଳ ଜିଲ୍ଲାର କୋଲିୟରୀ ପୋଲିସ ପକ୍ଷରୁ 'ଅପରେସନ୍ ସୁରକ୍ଷା' ଅଧୀନରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂଜା ନାଁରେ ଜୋରଜବରଦସ୍ତି, ଭୟଭୀତ ଏବଂ ଧମକଚମକ ଦେଇ ଚାନ୍ଦା ଆଦାୟ କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ…
ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ପ୍ରସିଦ୍ଧ ମା’ ମାହେଶ୍ୱରୀଙ୍କ ବାର୍ଷିକ ପୂଜା ଶନିବାର ଆଡ଼ମ୍ବର ସହକାରେ ପାଳିତ ହୋଇଛି। ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରାରେ ମା’ଙ୍କୁ ହଣ୍ଡପା ପରିକ୍ରମା କରାଯିବା ପରେ ପୀଠରେ ଯଥାରୀତି…
ଅନୁଗୋଳ: ସ୍ଥାନୀୟ ଷ୍ଟେସନ ଛକ ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ମା' ଦୁର୍ଗା ପୂଜା ଟ୍ରଷ୍ଟ ର ଏକ ସାଧାରଣ ବୈଠକ ସଭାପତି ନିଲୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚଳିତ ବର୍ଷ ପୂଜାକୁ କିପରି ଶାନ୍ତି ଶୃଙ୍ଖଳା ଓ ଧୁମଧାମରେ…