ଖଣ୍ଡହତା ସ୍କୁଲର ଶିକ୍ଷକ ଲଳିତ କୁମାର ପ୍ରଧାନଙ୍କୁ ଶ୍ରେଷ୍ଠ ବିଏଲ୍‌ଓ ସୁପରଭାଇଜର ପୁରସ୍କାର

ଅନୁଗୋଳ:ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଏସଆଇଆର୍ କାର୍ଯ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ କିଶୋରନଗର ବ୍ଲକ ଖଣ୍ଡହତା ଉପ୍ରା ସ୍କୁଲର ଶିକ୍ଷକ ଲଳିତ କୁମାର ପ୍ରଧାନଙ୍କୁ ଶ୍ରେଷ୍ଠ ବିଏଲ୍‌ଓ ସୁପରଭାଇଜର ଭାବେ ପୁରସ୍କୃତ କରାଯାଇଛି। ଆଜି ଜିଲ୍ଲାପାଳ ଅବଦଲ ଏମ୍ ଅଖତର ଶ୍ରୀ ପ୍ରଧାନଙ୍କୁ…

Continue Readingଖଣ୍ଡହତା ସ୍କୁଲର ଶିକ୍ଷକ ଲଳିତ କୁମାର ପ୍ରଧାନଙ୍କୁ ଶ୍ରେଷ୍ଠ ବିଏଲ୍‌ଓ ସୁପରଭାଇଜର ପୁରସ୍କାର

ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ଅନୁଗୋଳ: ଜାତୀୟ ରାଜପଥ-୫୫ ବାଇପାସ ସରଧାପୁର ନିକଟ ଏକ ଆମ୍ବତୋଟାରେ ଡକାୟତି ଯୋଜନା କରୁଥିବା ୬ ଜଣ ଯୁବକଙ୍କୁ ଅନୁଗୋଳ ସଦର ଥାନା ପୋଲିସ ଗିରଫ କରିଛି।ଗତ ରାତିରେ ପାଟ୍ରୋଲିଂ ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଏହି ଚଢ଼ାଉ…

Continue Readingଡକାୟତି ଯୋଜନା ପଣ୍ଡ: ୬ ଗିରଫ

ଅନୁଗୋଳରେ ଫୁଟବଲ୍ ପ୍ରଶିକ୍ଷଣ ଶିବିର

ଅନୁଗୋଳ: ଅନୁଗୋଳ ଫୁଟବଲର୍ସ ଆସୋସିଏସନ୍ (AFA) ଦ୍ୱାରା ଆୟୋଜିତ ANGUL DISTRICT RURAL FOOTBALL LEAGUE-2026 ରୁ ଚୟନ ହୋଇଥିବା ଖେଳାଳି ମାନଙ୍କ ପାଇଁ ଏକ ବିଶେଷ ପ୍ରଶିକ୍ଷଣ ଶିବିର ଆଜି ସ୍ଥାନୀୟ ଟାଉନ୍ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ…

Continue Readingଅନୁଗୋଳରେ ଫୁଟବଲ୍ ପ୍ରଶିକ୍ଷଣ ଶିବିର

୧୦ କୋଟି ନିଶା ମୁକ୍ତ ପ୍ରତିଜ୍ଞା ସଂଗ୍ରହ ଅଭିଯାନର ଶୁଭାରମ୍ଭ

ଅନୁଗୋଳ: ଅନୁଗୋଳ ସ୍ଥାନୀୟ ଶାନ୍ତି ଅନୁଭୂତି ଧାମଠାରେ ବ୍ରହ୍ମା କୁମାରୀ ଅନୁଷ୍ଠାନ ପକ୍ଷରୁ ୧୦ କୋଟି ନିଶା ମୁକ୍ତ ପ୍ରତିଜ୍ଞା ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଛି। ମୁଖ୍ୟ ସଂଚାଳିକା ବି.କେ. ମିନତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଗାମୀ ଅଗଷ୍ଟ ୬…

Continue Reading୧୦ କୋଟି ନିଶା ମୁକ୍ତ ପ୍ରତିଜ୍ଞା ସଂଗ୍ରହ ଅଭିଯାନର ଶୁଭାରମ୍ଭ

ଲଗାଣ ବର୍ଷାରେ ଓଡ଼ିଶାର ୨୨ ଜିଲ୍ଲା ପ୍ରଭାବିତ, ୮ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ: ସୁରେଶ ପୂଜାରୀ

ଭୁବନେଶ୍ୱର: ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ୨୨ ଜିଲ୍ଲା, ୮୫ ବ୍ଲକ ଓ ୧୫ ଟି ସହରାଞ୍ଚଳ ବନ୍ୟା ଓ ଜଳବନ୍ଦୀ ଦ୍ୱାରା ପ୍ରଭାବିତ ହୋଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା…

Continue Readingଲଗାଣ ବର୍ଷାରେ ଓଡ଼ିଶାର ୨୨ ଜିଲ୍ଲା ପ୍ରଭାବିତ, ୮ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ: ସୁରେଶ ପୂଜାରୀ

କିଶୋରନଗରରେ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକ

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବରପଡ଼ିଆ ସ୍ଥିତ ବ୍ଲକ ସଭାଗୃହରେ ୮୦ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଡ଼ିଓ ଶୁଭକାନ୍ତ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବି.ଏସ୍.ଏସ୍.ଓ. ଝସକେତନ ସାହୁ ପୂର୍ବ ବର୍ଷର…

Continue Readingକିଶୋରନଗରରେ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକ

ଜିଲ୍ଲା ଯୋଜନା କମିଟି ନିର୍ବାଚନ: ବିଜେଡିର ବଡ଼ ବିଜୟ, ୧୪ ରୁ ୧୦ ଆସନ ଦଖଲ

ଅନୁଗୋଳ: ଜିଲ୍ଲା ଯୋଜନା କମିଟି ନିର୍ବାଚନରେ ବିଜୁ ଜନତା ଦଳ ବଡ଼ ବିଜୟ ହାସଲ କରିଛି। ମୋଟ ୧୪ ଟି ଆସନ ମଧ୍ୟରୁ ବିଜେଡି ୧୦ ଟି ଆସନରେ ବିପୁଳ ବିଜୟ ହାସଲ କରିଛି। ବିଜୟୀ ପ୍ରାର୍ଥୀମାନେ ହେଲେ ବବିତା ପ୍ରଧାନ,…

Continue Readingଜିଲ୍ଲା ଯୋଜନା କମିଟି ନିର୍ବାଚନ: ବିଜେଡିର ବଡ଼ ବିଜୟ, ୧୪ ରୁ ୧୦ ଆସନ ଦଖଲ

ଅନୁଗୋଳ ଜିଲ୍ଲା ଯୋଜନା କମିଟି ନିର୍ବାଚନ: ବିଜେପିର, ୪ଟି ଆସନ ଦଖଲ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଯୋଜନା କମିଟି (ଡିପିସି) ସଦସ୍ୟ ନିର୍ବାଚନରେ ବିଜେପି ଚମକପ୍ରଦ ସଫଳତା ହାସଲ କରିଛି। ମୋଟ ୧୪ଟି ଆସନ ମଧ୍ୟରୁ ବିଜେଡି ୧୦ଟି ସ୍ଥାନରେ ଜିତିଥିବା ବେଳେ, ବିଜେପି ନିଜର ପ୍ରାର୍ଥୀ ଦେଇଥିବା ସମସ୍ତ ୪ଟି ଆସନରେ ବିଜୟୀ…

Continue Readingଅନୁଗୋଳ ଜିଲ୍ଲା ଯୋଜନା କମିଟି ନିର୍ବାଚନ: ବିଜେପିର, ୪ଟି ଆସନ ଦଖଲ

ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଇ.ଟି.ଇ.ପି ନୂତନ ଛାତ୍ରଛାତ୍ରୀଙ୍କ ଭର୍ଚୁଆଲ୍ ଓରିଏଣ୍ଟେସନ୍ ଅନୁଷ୍ଠିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂତନ ଶିକ୍ଷାବର୍ଷ (୨୦୨୬-୨୭)ର ଆଇ.ଟି.ଇ.ପି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭର୍ଚୁଆଲ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ପରିସଂଖ୍ୟାନ ବିଭାଗରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ନୂତନ ଛାତ୍ରଛାତ୍ରୀଙ୍କୁ…

Continue Readingଉତ୍କଳ ବିଶ୍ୱବିଦ୍ୟାଳୟରେ ଆଇ.ଟି.ଇ.ପି ନୂତନ ଛାତ୍ରଛାତ୍ରୀଙ୍କ ଭର୍ଚୁଆଲ୍ ଓରିଏଣ୍ଟେସନ୍ ଅନୁଷ୍ଠିତ

‘ଆମ ପ୍ରତିଭା ଆମ ପରିଚୟ’ର ପ୍ରସ୍ତୁତି ବୈଠକ: ଗୁରୁଦିବସରେ ହେବ ପ୍ରତିଭା ସମ୍ମାନ ଉତ୍ସବ

ଅନୁଗୋଳ: ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଆମ ପ୍ରତିଭା ଆମ ପରିଚୟ’ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ସଭାପତି ଉପେନ୍ଦ୍ର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ମହେଶ ସାହୁ ମୁଖ୍ୟ…

Continue Reading‘ଆମ ପ୍ରତିଭା ଆମ ପରିଚୟ’ର ପ୍ରସ୍ତୁତି ବୈଠକ: ଗୁରୁଦିବସରେ ହେବ ପ୍ରତିଭା ସମ୍ମାନ ଉତ୍ସବ