ବନ୍ୟାଜଳରେ ଭୁଶୁଡ଼ିଲା ବାଟବାୟାଣୀ ଭୋଗମଣ୍ଡପ, ବିପଦରେ ମୁଖ୍ୟ ମନ୍ଦିର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଲଗାଣ ବର୍ଷା ଓ ବନ୍ୟାଜଳର ପ୍ରଖର ସ୍ରୋତ ବାଗଡ଼ିଆ-ସରପାଳ ରାସ୍ତାରେ ବ୍ଯାପକ କ୍ଷତି ଘଟାଇଛି। ନୂଆଘାଇ ନାଳର ଜଳସ୍ତର ବଢ଼ି କୂଳ ଲଙ୍ଘିବା ଫଳରେ ପ୍ରସିଦ୍ଧ ବାଟବାୟାଣୀ ମନ୍ଦିରର ଭୋଗମଣ୍ଡପ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି…

Continue Readingବନ୍ୟାଜଳରେ ଭୁଶୁଡ଼ିଲା ବାଟବାୟାଣୀ ଭୋଗମଣ୍ଡପ, ବିପଦରେ ମୁଖ୍ୟ ମନ୍ଦିର

ଅନୁଗୋଳ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ବିଶ୍ୱ ଆଦିବାସୀ ଦିବସ ଓ ମହାନ କ୍ରାନ୍ତି ଦିବସ ପାଳିତ

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟରେ ବିଶ୍ୱ ଆଦିବାସୀ ଦିବସ ଏବଂ ମହାନ କ୍ରାନ୍ତି ଦିବସ ଧୁମଧାମରେ ପାଳିତ ହୋଇଛି। ଆଦିବାସୀ ସମାଜର ମହାନ ଐତିହ୍ୟ, ଗୌରବମୟ ସଂସ୍କୃତି ଏବଂ କଳାକୁ ସମ୍ମାନ ଜଣାଇ ଏହି…

Continue Readingଅନୁଗୋଳ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ବିଶ୍ୱ ଆଦିବାସୀ ଦିବସ ଓ ମହାନ କ୍ରାନ୍ତି ଦିବସ ପାଳିତ

ମାନଯୋର ଡ୍ୟାମ୍ ପରିଦର୍ଶନ କଲେ ସାଂସଦ ଓ ମନ୍ତ୍ରୀ: ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଆଲୋଚନା

ଅନୁଗୋଳ: ଆଠମଲ୍ଲିକ ଓ କିଶୋରନଗର ଅଞ୍ଚଳ ଗସ୍ତ ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ପଞ୍ଚାୟତ ରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ ମାନଯୋର ଡ୍ୟାମ୍ ପରିଦର୍ଶନ କରିଛନ୍ତି।ମାନଯୋର ଡ୍ୟାମ୍…

Continue Readingମାନଯୋର ଡ୍ୟାମ୍ ପରିଦର୍ଶନ କଲେ ସାଂସଦ ଓ ମନ୍ତ୍ରୀ: ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଆଲୋଚନା

ବିଏମ୍‌ଡବ୍ଲ୍ୟୁ କାର୍‌ରେ ବ୍ରାଉନ୍‌ସୁଗାର କାରବାର: ୧୦ ଗ୍ରାମ ଜବତ, ୩ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ଏକ ଦାମୀ ବିଏମ୍‌ଡବ୍ଲ୍ୟୁ କାର୍‌ରେ ଚାଲିଥିଲା ବ୍ରାଉନ୍‌ସୁଗାର କାରବାର। ବିଶେଷ ସୂତ୍ରରୁ ଖବର ପାଇ ଅନୁଗୋଳ ସ୍ପେଶାଲ୍‌ ସ୍କ୍ୱାଡ୍‌ ଓ କଣିହାଁ ପୁଲିସର ମିଳିତ ଟିମ୍‌ ଛେଳିଆ ଖେଳପଡ଼ିଆ ନିକଟରେ ଚଢ଼ାଉ କରିଥିଲା।…

Continue Readingବିଏମ୍‌ଡବ୍ଲ୍ୟୁ କାର୍‌ରେ ବ୍ରାଉନ୍‌ସୁଗାର କାରବାର: ୧୦ ଗ୍ରାମ ଜବତ, ୩ ଗିରଫ

ତାଳଚେର ପୌର କର୍ମଚାରୀଙ୍କ ପାଇଁ ଖୁସି ଖବର: ମିଳିବ ୪.୫୫ କୋଟି ବକେୟା ପାଉଣା

ଅନୁଗୋଳ: ସ୍ଥାନୀୟ ତାଳଚେର ପୌର ପରିଷଦର ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତି ଆଣିଛି ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ। ଦୀର୍ଘ ୨୫ ବର୍ଷ ଧରି ଅବସରକାଳୀନ ପାଉଣା ନପାଇ ହନ୍ତସନ୍ତ ହେଉଥିବା କର୍ମଚାରୀଙ୍କ ପାଇଁ ୪.୫୫ କୋଟି…

Continue Readingତାଳଚେର ପୌର କର୍ମଚାରୀଙ୍କ ପାଇଁ ଖୁସି ଖବର: ମିଳିବ ୪.୫୫ କୋଟି ବକେୟା ପାଉଣା

ଡେରଙ୍ଗରୁ ଅନୁଗୋଳ ଜିଲ୍ଲା ଫୁଟବଲ୍ ଦଳକୁ ୬ ଖେଳାଳି ମନୋନୀତ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଡେରଙ୍ଗ ଗ୍ରାମର ଫୁଟବଲ୍ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ଗ୍ରାମର 'ୟଙ୍ଗ ଟାଲେଣ୍ଟ ଫୁଟବଲ୍ କ୍ଲବ୍'ରୁ ପ୍ରଥମ ଥର ପାଇଁ ଏକାସାଙ୍ଗରେ ୬ ଜଣ ଖେଳାଳି ଅନୁଗୋଳ ଜିଲ୍ଲା ଫୁଟବଲ୍…

Continue Readingଡେରଙ୍ଗରୁ ଅନୁଗୋଳ ଜିଲ୍ଲା ଫୁଟବଲ୍ ଦଳକୁ ୬ ଖେଳାଳି ମନୋନୀତ

ସିଏନଜି ଏବଂ ପିଏନଜିରେ ମିଶିବ ବାୟୋଗ୍ୟାସ୍: କ୍ୟାବିନେଟ୍ ଅନୁମୋଦନ

ଅନୁଗୋଳ: ଭବିଷ୍ୟତରେ ଗାଡ଼ିର ସିଏନଜି ଏବଂ ରୋଷେଇ ଘରର ପିଏନଜି ଗ୍ୟାସ୍‌ରେ ବାୟୋଗ୍ୟାସ୍ ମିଶାଯିବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ₹୨୩,୭୩୧ କୋଟି ବ୍ୟୟବରାଦରେ 'ଗୋବର-ଧନ' ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି। ଦେଶରେ ସଙ୍କୁଚିତ ବାୟୋଗ୍ୟାସ୍ (CBG) ଉତ୍ପାଦନକୁ ପ୍ରାୟ…

Continue Readingସିଏନଜି ଏବଂ ପିଏନଜିରେ ମିଶିବ ବାୟୋଗ୍ୟାସ୍: କ୍ୟାବିନେଟ୍ ଅନୁମୋଦନ

ଅନୁଗୋଳରେ ଭାଲୁ ଆତଙ୍କ: ଚାଷୀ ଗୁରୁତର

ଅନୁଗଗୋଳ: ଜିଲ୍ଲାର ଛେଣ୍ତିପଦା ବନାଞ୍ଚଳ ଅନ୍ତର୍ଗତ ଚରାକାନୀ ଗ୍ରାମରେ ଧାନ ବିଲରେ କାମ କରୁଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ଆହତ ଚାଷୀଜଣକ ହେଲେ ନିରଞ୍ଜନ ସାହୁ। ସୂଚନା ଅନୁସାରେ, ନିରଞ୍ଜନ ଜଙ୍ଗଲ ନିକଟସ୍ଥ ନିଜ…

Continue Readingଅନୁଗୋଳରେ ଭାଲୁ ଆତଙ୍କ: ଚାଷୀ ଗୁରୁତର

ଆଠମଲ୍ଲିକରେ ବିକାଶର ଛାପ: ବହୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ: ଆଠମଲ୍ଲିକ ଅଞ୍ଚଳର ମୌଳିକ ଭିତ୍ତିଭୂମି ଓ ଆଧ୍ୟାତ୍ମିକ ବିକାଶ ଦିଗରେ ଆଉ ଏକ ପଦକ୍ଷେପ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଠମଲ୍ଲିକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରିଛନ୍ତି। ସାଂସଦ…

Continue Readingଆଠମଲ୍ଲିକରେ ବିକାଶର ଛାପ: ବହୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ସିନିଅର ରାଜ୍ୟ ରାଙ୍କିଙ୍ଗ ବ୍ୟାଡ଼ମୀଣ୍ଟନ ଟୁର୍ନାମେଣ୍ଟ ଉଦ୍ଘାଟିତ

ଅନୁଗୋଳ: ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ଏସୋସିଏସନ ତଥା ଅନୁଗୋଳ ଜିଲ୍ଲା ୟୁନାଇଟେଡ଼ ବ୍ୟାଡ଼ମୀଣ୍ଟନ ଏସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ରାଜ୍ୟ ସିନିଅର ରାଜ୍ୟ ବ୍ୟାଡ଼ମୀଣ୍ଟନ ରାଙ୍କିଙ୍ଗ ଟୁର୍ନାମେଣ୍ଟ ଆଜି ବିଜୁ ପଟ୍ଟନାୟକ ଇଣ୍ଡୋର ବ୍ୟାଡ଼ମୀଣ୍ଟନ ହଲ ଠାରେ ଉଦଘାଟିତ…

Continue Readingସିନିଅର ରାଜ୍ୟ ରାଙ୍କିଙ୍ଗ ବ୍ୟାଡ଼ମୀଣ୍ଟନ ଟୁର୍ନାମେଣ୍ଟ ଉଦ୍ଘାଟିତ