ଡିଉଟିକୁ ଯିବା ବେଳେ କାଳ ସାଜିଲା ପିକଅପ୍: ବାଇକ୍ ଆରୋହୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର ଗୋତମରା ଓଭରବ୍ରିଜ୍ ଉପରେ ଏକ ଦ୍ରୁତଗାମୀ ପିକଅପ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ପ୍ରାଣହାନି ଘଟିଛି। ମୃତକ ହେଲେ ଗୋତମରା ଗ୍ରାମର ଶକ୍ତି ସୌରଭ ମହାନ୍ତି। ଶକ୍ତି…

Continue Readingଡିଉଟିକୁ ଯିବା ବେଳେ କାଳ ସାଜିଲା ପିକଅପ୍: ବାଇକ୍ ଆରୋହୀ ମୃତ

ନିର୍ମାଣାଧୀନ ପମ୍ପ ହାଉସରୁ ଚୋରି ଅଭିଯୋଗ: ତିନି ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଠାରେ ଏନଟିପିସି ଥର୍ମାଲ ନିମନ୍ତେ ଏଲଏନଟି କମ୍ପାନୀ ଦ୍ବାରା ନିର୍ମାଣାଧୀନ ପମ୍ପ ହାଉସରୁ ଚୋରି ଅଭିଯୋଗରେ ସମଲ ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ…

Continue Readingନିର୍ମାଣାଧୀନ ପମ୍ପ ହାଉସରୁ ଚୋରି ଅଭିଯୋଗ: ତିନି ଗିରଫ

ବନ ବିଭାଗର ବଡ଼ ଆକ୍ସନ: ଶିକାର ସାମଗ୍ରୀ ଜବତ, ଅଭିଯୁକ୍ତ ଫେରାର

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ବନ୍ୟଜନ୍ତୁ ଶିକାରୀଙ୍କ ବିରୋଧରେ ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଖିଣ୍ଡା ସେକ୍ସନ ବାରଗୌଣିଆ ବିଟ୍ ଅନ୍ତର୍ଗତ ମାଗୁରାଖାଲ ଗାଁରେ ଚଢ଼ଉ କରି ବହୁ ପରିମାଣର ଶିକାର ସାମଗ୍ରୀ ଜବତ କରିଛି ବନ୍ତଳା…

Continue Readingବନ ବିଭାଗର ବଡ଼ ଆକ୍ସନ: ଶିକାର ସାମଗ୍ରୀ ଜବତ, ଅଭିଯୁକ୍ତ ଫେରାର

ଜ୍ବାଇଁ ପୁଅଙ୍କ ବାରାତରେ ଧୂଳିଉଡ଼ା ନାଚ: ତଣ୍ଡ ଗଣିଲେ ଶ୍ଵଶୁର

ଅନୁଗୁଳ: ଅନୁଗୁଳ ପୌରପାଳିକା ଇତିହାସରେ ପ୍ରଥମ ଥର ପାଇଁ ଜ୍ବାଇଁ ପୁଅଙ୍କ ଧୁଳିଉଡା ବାରାତ ପାଇଁ ତଣ୍ଡ ଗଣିଛନ୍ତି ଶ୍ଵଶୁର। ଗତ ବୁଧବାର ରାତିରେ ଅମଲାପଡ଼ା ଦୁର୍ଗା ମଣ୍ଡପରେ ବି.କେ ବେହେରାଙ୍କ ଝିଅ ବାହାଘର ହେଉଥିଲା।ନିର୍ଦ୍ଧାରିତ ସମୟରେ ବାରାତ ଆସି ପହଞ୍ଚିଥିଲା।…

Continue Readingଜ୍ବାଇଁ ପୁଅଙ୍କ ବାରାତରେ ଧୂଳିଉଡ଼ା ନାଚ: ତଣ୍ଡ ଗଣିଲେ ଶ୍ଵଶୁର

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ କଠୋର ଦଣ୍ଡ: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ଅନୁଗୁଳ: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ କଠୋର ଦଣ୍ଡ। ଅନୁଗୁଳର ଏକ ଫାଷ୍ଟ ଟ୍ରାକ୍ କୋର୍ଟ ବୁଧବାର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣାଟି ୧୬…

Continue Readingନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ କଠୋର ଦଣ୍ଡ: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା: ଅନୁଗୁଳରେ ବ୍ୟାପକ ପ୍ରଭାବ

ଅନୁଗୁଳ: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରି ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାବ୍ୟାପୀ ବନ୍ଦ ପାଳନ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ କର୍ମୀ ରାଜପଥ…

Continue Readingକୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା: ଅନୁଗୁଳରେ ବ୍ୟାପକ ପ୍ରଭାବ

ଅନୁଗୁଳ ବିଜେପିର ମିଶ୍ରଣ ପର୍ବ

ଅନୁଗୁଳ: ବିଜେପିର ମିଶ୍ରପଡା ସ୍ଥିତ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ କାର୍ଯ୍ୟ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନୀତି…

Continue Readingଅନୁଗୁଳ ବିଜେପିର ମିଶ୍ରଣ ପର୍ବ

ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ: ମିଳିତ ବ୍ୟାଙ୍କ ସଂଘର କର୍ମଚାରୀ ୨୪ ଘଣ୍ଟିଆ ଧର୍ମଘଟ

ଅନୁଗୁଳ: ବର୍ତମାନ ୬ ଦିନିଆ କାର୍ଯ୍ୟ ଦିବସ ଥିବାବେଳେ ତାହାକୁ ୫ ଦିନ କରିବାକୁ ମିଳିତ ବ୍ୟାଙ୍କ ୟୁନିୟନ ଫୋରମ୍ ତରଫରୁ ଦୀର୍ଘ ୧୦ ବର୍ଷ ହେଲା ଦାବି କରିଆସୁଅଛି। ମିଳିତ ସଂଘର ଦାବିକୁ ସମର୍ଥନ ଜଣାଇ ଭାରତ ସରକାରଙ୍କ ଆଇବିଏ…

Continue Readingସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ: ମିଳିତ ବ୍ୟାଙ୍କ ସଂଘର କର୍ମଚାରୀ ୨୪ ଘଣ୍ଟିଆ ଧର୍ମଘଟ

ନାଲକୋ ସମ୍ପ୍ରସାରଣକୁ ନେଇ ବଢୁଛି ଅସନ୍ତୋଷ: ନୂଆସାହି ଶିବମନ୍ଦିରରେ ଗ୍ରାମବାସୀଙ୍କ ମେଳି

ଅନୁଗୁଳ: ନାଲକୋ ବ୍ରାଉନଫିଲଡ଼ ସମ୍ପ୍ରସାରଣ ପ୍ରକଳ୍ପକୁ କେନ୍ଦ୍ର କରି ଅନୁଗୁଳ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆସନ୍ତା ୨୮ ତାରିଖରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ହେବାକୁ ଥିବା ଜନ ଶୁଣାଣିକୁ ଜୋରଦାର ବିରୋଧ କରିବା ପାଇଁ ତିନି ମୌଜାର ଗ୍ରାମବାସୀ…

Continue Readingନାଲକୋ ସମ୍ପ୍ରସାରଣକୁ ନେଇ ବଢୁଛି ଅସନ୍ତୋଷ: ନୂଆସାହି ଶିବମନ୍ଦିରରେ ଗ୍ରାମବାସୀଙ୍କ ମେଳି

ବାଲ୍ୟ ବିବାହ ବିରୋଧରେ ଜିଲ୍ଲାସ୍ତରୀୟ ସାଇକେଲ ରାଲି

ଅନୁଗୁଳ: ୭୭ତମ ଗଣତନ୍ତ୍ର ଦିବସ ଅବସରରେ ଅନୁଗୁଳ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଏହାକୁ ଉଦ୍‌ଘାଟନ କରିଥିଲେ। ୨୦୩୦ ସୁଦ୍ଧା ଭାରତକୁ ବାଲ୍ୟ ବିବାହ ମୁକ୍ତ କରିବା…

Continue Readingବାଲ୍ୟ ବିବାହ ବିରୋଧରେ ଜିଲ୍ଲାସ୍ତରୀୟ ସାଇକେଲ ରାଲି