ମଗରର ମୃତ ଦେହ ଉଦ୍ଧାର
ଅନୁଗୁଳ: ଅନୁଗୁଳରେ ମଗର କୁମ୍ଭୀରର ମୃତ୍ୟୁ। ସାତକୋଶିଆ ବନଖଣ୍ଡ ଅଧୀନସ୍ଥ ଟିକରପଡ଼ା ରେଞ୍ଜ ମହୁଲିଆ ନାଳରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଛି ଏକ ମଗର କୁମ୍ଭୀର। ମୃତ କୁମ୍ଭୀରର ପଛ ଗୋଡ଼ ପାଖ ପିଠି ହାଡ଼ ଭାଙ୍ଗିଯାଇଛି। ମୃତ କୁମ୍ଭୀରର ବୟସ…
ଅନୁଗୁଳ: ଅନୁଗୁଳରେ ମଗର କୁମ୍ଭୀରର ମୃତ୍ୟୁ। ସାତକୋଶିଆ ବନଖଣ୍ଡ ଅଧୀନସ୍ଥ ଟିକରପଡ଼ା ରେଞ୍ଜ ମହୁଲିଆ ନାଳରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଛି ଏକ ମଗର କୁମ୍ଭୀର। ମୃତ କୁମ୍ଭୀରର ପଛ ଗୋଡ଼ ପାଖ ପିଠି ହାଡ଼ ଭାଙ୍ଗିଯାଇଛି। ମୃତ କୁମ୍ଭୀରର ବୟସ…
ଅନୁଗୁଳ : ଅନୁଗୁଳ ସହରରେ ବେଆଇନ ଭାବେ ଚାଲିଥିବା ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କାରବାର ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସହରର ଅମଲାପଡ଼ା ଷଷ୍ଠ ଗଳିରେ ଥିବା 'ୟେସ୍ ହସ୍ପିଟାଲ୍'ର ଅଲଟ୍ରାସାଉଣ୍ଡ୍ କ୍ଲିନିକ୍କୁ…
ଅନୁଗୁଳ: ସମାଜ କ’ଣ ଏତେ ନିଷ୍ଠୁର ହୋଇପାରେ? ଯେଉଁ ମାଟିରେ ଜନ୍ମ, ସେଇ ମାଟିର ମଣିଷଙ୍କ କାନ୍ଧ ଟିକେ ପାଇବା ପାଇଁ ଜଣେ ମୃତକଙ୍କୁ ଅପେକ୍ଷା କରିବାକୁ ପଡ଼ିଲା। ପାଳଲହଡ଼ା ପେଚାମୁଣ୍ଡି ପଞ୍ଚାୟତର ଶିମିଳିପାଳ ଗ୍ରାମରେ ଘଟିଥିବା ଏହି ଦୃଶ୍ୟ ଆଜି…
ଅନୁଗୁଳ: ନାଲକୋ ନିଜର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ସ୍ମେଲଟର କାରଖାନା ସମ୍ପ୍ରସାରଣ କରିବା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି। ପୂର୍ବପାଳିରେ ଲୋକେ ନିଜର ଜମି ଦେଇ କମ୍ପାନୀ ସ୍ଥାପନ କରିଥିଲେ ମଧ୍ୟ ଚାକିରୀ ଖଣ୍ଡେ ପାଇ ନଥିଲେ।…
ଅନୁଗୁଳ: ଅନୁଗୁଳ ବନଖଣ୍ଡ ଛେଣ୍ଡିପଦା ରେଞ୍ଜ୍ ପାତ୍ରପଡା ତାଳ ମଣ୍ଡଳୀ ସାହିରେ କିଛି ଘର ଉପରେ ବନ ବିଭାଗ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇଛି। ମଙ୍ଗଳବାର ସନ୍ଧ୍ୟା ସମୟରେ ଚଢାଉ ବେଳେ ବନବିଭାଗ ପାତ୍ରପଡା ତାଳ ମଣ୍ଡଳୀ ସାହିର ଗୋଟିଏ…
ଅନୁଗୁଳ: ଅନୁଗୁଳ ପିଟିସି ଉଚ୍ଚ ବିଦ୍ୟାଳୟରେ ଏକ ସ୍କୁଲ ସ୍ତରୀୟ ବିପର୍ଯ୍ୟୟ ନିରାପତ୍ତା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଏଚଡିଆରଏଫ, କଟକ ମଣ୍ଡଳଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ବନ୍ୟା, ବାତ୍ୟା, ବଜ୍ରପାତ, ନିଆଁ, ରାସ୍ତା ଦୁର୍ଘଟଣା, ପାଣି ବୁଡିରୁ ଛାତ୍ର ଛାତ୍ରୀମାନେ ନିଜକୁ…
ଅନୁଗୁଳ: ସ୍ଥାନୀୟ ମାରୱାଡି ପଞ୍ଚାୟତ ଧର୍ମଶାଳାଠାରେ ଆଗାମୀ ‘ହିନ୍ଦୁ ସମ୍ମିଳନୀ’ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଶତାବ୍ଦୀ ବର୍ଷ ପାଳନ ଅବସରରେ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ଏହି ବିଶାଳ ସମ୍ମିଳନୀର ଆୟୋଜନ…
ଅନୁଗୁଳ: ଅନୁଗୁଳ ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।…
ଅନୁଗୁଳ: ଦେଶରେ ଦେଖାଦେଉଥିବା ପରିବେଶ ଅସନ୍ତୁଳନକୁ ରୋକିବା ଏବଂ ସମାଜରେ ସମାନତା ରକ୍ଷା କରିବା ଭଳି ମହତ ଉଦ୍ଦେଶ୍ୟ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଉତ୍ତରପ୍ରଦେଶ ବଲିଆ ଜିଲ୍ଲାର ୬୨ ବର୍ଷୀୟ ବୃଦ୍ଧ ବିନୋଦ ସେବକ।ବିନୋଦଙ୍କ ଏହି ଯାତ୍ରାର ମୂଳ…
ଅନୁଗୁଳ: ଅଙ୍ଗାରବନ୍ଧ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗେଇନେବା ସହିତ ଆନନ୍ଦ ଅନୁଭୂତ କରିଥିଲେ। ମହୋତ୍ସବ କମିଟି ସଭାପତି ତଥା ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ…