ତାଳଚେର ହିଙ୍ଗୁଳା ପୀଠରେ ସ୍ତମ୍ଭଶ୍ଵରୀ ଉପାସନା: ଏକ ଅନନ୍ୟ ଶକ୍ତି ପରମ୍ପରା

ତାଳଚେର: ଓଡ଼ିଶାର ଅଷ୍ଟଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ତାଳଚେରର ମା’ ହିଙ୍ଗୁଳାଙ୍କ ପୀଠ ଏକ ବିରଳ ଓ ପ୍ରାଚୀନ ପରମ୍ପରାର ମୂକସାକ୍ଷୀ। ଏଠାରେ ମା’ ହିଙ୍ଗୁଳାଙ୍କ ସହିତ ମା’ କୁଟେଇଶୁଣୀ, ମା’ କରଡେଇ, ଅନ୍ଦାରୀ ମହାଦେବ, ଚଣ୍ଡୀ ଏବଂ ଖମ୍ବେଶ୍ଵରୀ ପୂଜା…

Continue Readingତାଳଚେର ହିଙ୍ଗୁଳା ପୀଠରେ ସ୍ତମ୍ଭଶ୍ଵରୀ ଉପାସନା: ଏକ ଅନନ୍ୟ ଶକ୍ତି ପରମ୍ପରା

ରାଜ୍ୟ ଜ୍ୟସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ: ଉଲ୍ଲେଖନୀୟ ପୋଲିସ ସେବା ପାଇଁ ୩୩ ପୋଲିସ ଅଧିକାରୀଙ୍କୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ

ଅନୁଗୋଳ: ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ ଓଡ଼ିଶା ପୋଲିସର ୯୧ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏସପି ରାହୁଲ ଜୈନଙ୍କ ଅଧକ୍ଷତାରେ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରେଡ୍‌ରେ ଅଭିବାଦନ ଗ୍ରହଣ…

Continue Readingରାଜ୍ୟ ଜ୍ୟସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ: ଉଲ୍ଲେଖନୀୟ ପୋଲିସ ସେବା ପାଇଁ ୩୩ ପୋଲିସ ଅଧିକାରୀଙ୍କୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ

ଶିଶୁଙ୍କ କ୍ଷେତ୍ରରେ ବଢୁଛି ମଧୁମେହ: ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର

​ନୂଆଦିଲ୍ଲୀ: ମଧୁମେହ ବା ଡାଇବେଟିସ୍ ଏବେ କେବଳ ବୟସ୍କଙ୍କ ମଧ୍ୟରେ ସୀମିତ ନୁହେଁ, ବରଂ ନବଜାତ ଶିଶୁ ଓ ଯୁବପିଢ଼ିଙ୍କ କ୍ଷେତ୍ରରେ ମଧ୍ୟ ଏହା ବ୍ୟାପକ ଭାବେ ଦେଖାଗଲାଣି। ଶରୀରରେ ଥିବା ବିଟା କୋଷିକା ନଷ୍ଟ ହେବା ଫଳରେ ଇନ୍ସୁଲିନ୍ ପ୍ରସ୍ତୁତି…

Continue Readingଶିଶୁଙ୍କ କ୍ଷେତ୍ରରେ ବଢୁଛି ମଧୁମେହ: ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର

ଧୁମଧାମରେ ପାଳିତ ହେଲା ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ; ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଯୁବ ସମାଜସେବୀ

ଅନୁଗୁଳ: ପବିତ୍ର ଉତ୍କଳ ଦିବସ ଓ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ସାମାଜିକ ସଂଗଠନ ‘ଆମ ଅନୁଗୁଳ’, ‘ଲାଇଫ୍ ଫର ଅନୁଗୁଳ’ ଏବଂ ‘ଫାଇଟ୍ ଫର ଅନୁଗୁଳ’ ପକ୍ଷରୁ ମିଳିତ ଭାବେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

Continue Readingଧୁମଧାମରେ ପାଳିତ ହେଲା ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ; ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଯୁବ ସମାଜସେବୀ

ଅନୁଗୁଳରେ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସର ଧୁମ୍: ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ସହ ସମୃଦ୍ଧ ଓଡ଼ିଶା ଗଠନର ସଙ୍କଳ୍ପ

ଅନୁଗୁଳ: ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ବୁଧବାର ଅନୁଗୁଳରେ ମହାସମାରୋହରେ ପାଳିତ ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର…

Continue Readingଅନୁଗୁଳରେ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସର ଧୁମ୍: ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ସହ ସମୃଦ୍ଧ ଓଡ଼ିଶା ଗଠନର ସଙ୍କଳ୍ପ

ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହେଲେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛୁଟୁଛି ଶୁଭେଚ୍ଛାର ସୁଅ

ଅନୁଗୁଳ: ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ସମସ୍ତ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତାଲିକା ପ୍ରକାଶ ପାଇଛି। ଏହି କ୍ରମରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତିଙ୍କୁ ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

Continue Readingଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହେଲେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛୁଟୁଛି ଶୁଭେଚ୍ଛାର ସୁଅ

ଅନୁଗୁଳରେ ଯୋଗାଣ ବିଭାଗର ଚଢ଼ାଉ: ୭୪ ଗ୍ୟାସ ସିଲିଣ୍ଡର ଜବତ, କଳାବଜାରୀଙ୍କ ବିରୋଧରେ ମାମଲା ରୁଜୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗ୍ୟାସ କଳାବଜାରୀଙ୍କ ବିରୋଧରେ ଯୋଗାଣ ବିଭାଗ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ, କିଛି ଅସାଧୁ ବ୍ୟବସାୟୀ ବେଆଇନ ଭାବେ ଘରୋଇ ଗ୍ୟାସ ସିଲିଣ୍ଡର ଗଚ୍ଛିତ ରଖି ବଜାରରେ ଏହାର କୃତ୍ରିମ…

Continue Readingଅନୁଗୁଳରେ ଯୋଗାଣ ବିଭାଗର ଚଢ଼ାଉ: ୭୪ ଗ୍ୟାସ ସିଲିଣ୍ଡର ଜବତ, କଳାବଜାରୀଙ୍କ ବିରୋଧରେ ମାମଲା ରୁଜୁ

ବିଜୁ ବାବୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ: ଅନୁଗୁଳରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ

ଅନୁଗୁଳ: ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମିଥ୍ୟା ଓ ଅପମାନଜନକ ମନ୍ତବ୍ୟକୁ ନେଇ ସାରା ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଆଜି ଅନୁଗୁଳ…

Continue Readingବିଜୁ ବାବୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ: ଅନୁଗୁଳରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ

ତାଳଚେରର କଳା ହୀରା ଓ ମା’ ହିଙ୍ଗୁଳା: ‘ଚରାପଥର’ରୁ ‘କୋଇଲା’ ହେବାର ଅଜଣା କାହାଣୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପଶ୍ଚିମ ପଟେ ସିଂହଡ଼ା ନଦୀ କୂଳରେ ଅବସ୍ଥିତ ମା’ ହିଙ୍ଗୁଳାଙ୍କ ପୀଠ ଏକ ଅତ୍ୟନ୍ତ ପବିତ୍ର ଶକ୍ତିପୀଠ ଭାବେ ଜଣାଶୁଣା। ଆଜି ଯେଉଁ କୋଇଲା ପାଇଁ ତାଳଚେର ସମଗ୍ର ବିଶ୍ୱରେ ‘ବ୍ଲାକ୍ ଡାଇମଣ୍ଡ୍’ ବା କଳା…

Continue Readingତାଳଚେରର କଳା ହୀରା ଓ ମା’ ହିଙ୍ଗୁଳା: ‘ଚରାପଥର’ରୁ ‘କୋଇଲା’ ହେବାର ଅଜଣା କାହାଣୀ

ପ୍ରେମ ପରେ ପ୍ରତାରଣା, ଅନିଛା ସତ୍ୱେ ଜୋରଜବରଦସ୍ତ ଶାରିରୀକ ସମ୍ପର୍କ ରଖିବା ଅଭିଯୋଗ: ଯୁବକ ଗିରଫ

ଅନୁଗୁଳ: ଠାକୁରଗଡ ଥାନା ଟାପଢ଼ୋଲ ଅଞ୍ଚଳର ଜଣେ ଯୁବତୀ  ପ୍ରେମରେ ପ୍ରତାରଣାର ଶିକାର ହୋଇଛନ୍ତି। କଞ୍ଜା ଗାଁର ରବି ସାହୁଙ୍କ ପୁଅ ସୁବ୍ରତ ସାହୁ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ପ୍ରତାରଣାର…

Continue Readingପ୍ରେମ ପରେ ପ୍ରତାରଣା, ଅନିଛା ସତ୍ୱେ ଜୋରଜବରଦସ୍ତ ଶାରିରୀକ ସମ୍ପର୍କ ରଖିବା ଅଭିଯୋଗ: ଯୁବକ ଗିରଫ