ବିଜେପି ସରକାରର ବିଫଳତା ବିରୋଧରେ ଅନୁଗୁଳରେ ବିଜେଡିର ଗର୍ଜନ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ

ଅନୁଗୁଳ: ରାଜ୍ୟର ବିଜେପି ସରକାର ଅମଳରେ ବଢୁଥିବା ଖଣିଜ ଚୋରି, ବିପର୍ଯ୍ୟସ୍ତ ଆଇନ-ଶୃଙ୍ଖଳା ପରିସ୍ଥିତି, ଚାଷୀ ମାରଣ ନୀତି ଏବଂ ନାରୀ ନିର୍ଯାତନା ବିରୋଧରେ ଆଜି ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଓ…

Continue Readingବିଜେପି ସରକାରର ବିଫଳତା ବିରୋଧରେ ଅନୁଗୁଳରେ ବିଜେଡିର ଗର୍ଜନ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ

ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ‘କୋଟିପତି’ କିରାଣି : ୪ଟି ସ୍ଥାନରେ ଚାଲିଛି ମାରାଥନ ରେଡ୍

ଅନୁଗୁଳ: ରାଜକୋଷରୁ କୋଟି କୋଟି ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗରେ ଶେଷରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିରାଣି ସୁବ୍ରତ ବେହେରା। ନିଜ ପଦବୀର ଅପବ୍ୟବହାର କରି କୋଟିପତି ବନିଥିବା ଏହି 'କରିତକର୍ମା' କିରାଣିଙ୍କ ଘର ସମେତ…

Continue Readingଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ‘କୋଟିପତି’ କିରାଣି : ୪ଟି ସ୍ଥାନରେ ଚାଲିଛି ମାରାଥନ ରେଡ୍

ଗୋତମରା କ୍ରିକେଟ ମହାକୁମ୍ଭ: ବାଲେଶ୍ୱରକୁ ହରାଇ ଗ୍ରାଣ୍ଡ ଫାଇନାଲରେ ତମାଣ୍ଡୋ ଭୁବନେଶ୍ୱର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗୋତମରା ଖେଳ ପଡ଼ିଆଠାରେ ୧୩ତମ ସର୍ବ ଭାରତୀୟ ଏପି ସିଂହ ମେମୋରିଆଲ ଏବଂ ୩୩ତମ ମା ବ୍ରହ୍ମାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି। ଏହି ରୋମାଞ୍ଚକର ମୁକାବିଲାରେ ଟମାଣ୍ଡୋ ଭୁବନେଶ୍ୱର ଏବଂ…

Continue Readingଗୋତମରା କ୍ରିକେଟ ମହାକୁମ୍ଭ: ବାଲେଶ୍ୱରକୁ ହରାଇ ଗ୍ରାଣ୍ଡ ଫାଇନାଲରେ ତମାଣ୍ଡୋ ଭୁବନେଶ୍ୱର

‘ସୁରକ୍ଷିତ ଇଣ୍ଟରନେଟ୍ ଦିବସ’ ପାଳିତ: ଡିଜିଟାଲ୍ ଦୁନିଆରେ ସତର୍କ ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

ଅନୁଗୁଳ: ଏବେର ଡିଜିଟାଲ୍ ଯୁଗରେ ସାଇବର ସୁରକ୍ଷାକୁ ନେଇ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଅନୁଗୁଳ ଜିଲ୍ଲା ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର 'ସୁରକ୍ଷିତ ଇଣ୍ଟରନେଟ୍ ଦିବସ' ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ-୨ ଏବଂ…

Continue Reading‘ସୁରକ୍ଷିତ ଇଣ୍ଟରନେଟ୍ ଦିବସ’ ପାଳିତ: ଡିଜିଟାଲ୍ ଦୁନିଆରେ ସତର୍କ ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

ଆଇନଜୀବୀ ଶୁଭେନ୍ଦୁ ପ୍ରଧାନଙ୍କ ବିୟୋଗରେ ଅନୁଗୁଳ କୋର୍ଟରେ ଶୋକସଭା; ଶେଷ ସମ୍ମାନ ଜଣାଇଲେ ବିଧାୟକ ଓ ଶତାଧିକ ଓକିଲ

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ସଦସ୍ୟ ତଥା ଜଣେ ଜଣାଶୁଣା ଆଇନଜୀବୀ ଶୁଭେନ୍ଦୁ କୁମାର ପ୍ରଧାନଙ୍କ ପରଲୋକରେ ସୋମବାର ଅନୁଗୁଳ କୋର୍ଟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ…

Continue Readingଆଇନଜୀବୀ ଶୁଭେନ୍ଦୁ ପ୍ରଧାନଙ୍କ ବିୟୋଗରେ ଅନୁଗୁଳ କୋର୍ଟରେ ଶୋକସଭା; ଶେଷ ସମ୍ମାନ ଜଣାଇଲେ ବିଧାୟକ ଓ ଶତାଧିକ ଓକିଲ

କଣିହାଁରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୩ଜଣଙ୍କୁ ୨୨ ହଜାର ଟଙ୍କା ସହାୟତା ପ୍ରଦାନ

ଅନୁଗୁଳ: ସୋମବାର ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପବିତ୍ର ମୋହନ ସଭାଗୃହ କଣିହାଁ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନଶୁଣାଣି ଶିବିରରେ ସମୁଦାୟ ୩୪ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥ‌ିମଧ୍ୟରୁ ୨୮ଟି ବ୍ୟକ୍ତିଗତ ଓ…

Continue Readingକଣିହାଁରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୩ଜଣଙ୍କୁ ୨୨ ହଜାର ଟଙ୍କା ସହାୟତା ପ୍ରଦାନ

ଏପି ସିଂହ ମେମୋରିଆଲ ଓ ମା’ ବ୍ରହ୍ମlୟଣୀ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଘାଟିତ

ଅନୁଗୁଳ: ୧୩ ତମ ସର୍ବ ଭାରତୀୟ ଏପି ସିଂହ ମେମୋରିଆଲ ଓ ୩୩ ତମ ମା ବ୍ରହ୍ମାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବଅଁରପାଳ ଗୋତମରା ସ୍ଥିତ ଖେଳ ପଡ଼ିଆଠାରେ ଉଦଘାଟିତ ହୋଇଯାଇଛି। ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ମୁଖ୍ୟ ଅତିଥି…

Continue Readingଏପି ସିଂହ ମେମୋରିଆଲ ଓ ମା’ ବ୍ରହ୍ମlୟଣୀ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଘାଟିତ

ମନରେଗା ବଞ୍ଚାଅ ଅଭିଯାନ: ଶତାଧିକ କଂଗ୍ରେସ କର୍ମୀଙ୍କ ଶୋଭାଯାତ୍ରା

ଅନୁଗୁଳ: ମନରେଗା ଯୋଜନାର ସଫଳ ରୂପାୟନ ଓ ଏହାର ପୁନଃ ପ୍ରଚଳନ ଦାବି କରି ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ଏକ ବିଶାଳ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ…

Continue Readingମନରେଗା ବଞ୍ଚାଅ ଅଭିଯାନ: ଶତାଧିକ କଂଗ୍ରେସ କର୍ମୀଙ୍କ ଶୋଭାଯାତ୍ରା

ଆଠମଲ୍ଲିକ କପ୍-୨୦୨୬: ଝାରସୁଗୁଡ଼ାକୁ ହରାଇ କୁଚିଣ୍ଡା ଚମ୍ପିୟାନ

ଅନୁଗୁଳ: କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଆୟୋଜିତ ପ୍ରତିଷ୍ଠିତ ‘ଆଠମଲ୍ଲିକ କପ୍-୨୦୨୬’ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଏହି ରୋମାଞ୍ଚକର ଫାଇନାଲ ମ୍ୟାଚରେ କୁଚିଣ୍ଡା ଦଳ ଝାରସୁଗୁଡ଼ାକୁ ୧-୦ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଛି। ଗତ ସୋମବାରଠାରୁ…

Continue Readingଆଠମଲ୍ଲିକ କପ୍-୨୦୨୬: ଝାରସୁଗୁଡ଼ାକୁ ହରାଇ କୁଚିଣ୍ଡା ଚମ୍ପିୟାନ

ସାର୍ଥକ ହେବ ଚାଷୀଙ୍କ ବଳିଦାନ: ହିଡ଼ିସିଙ୍ଗ ପ୍ରୋଜେକ୍ଟ ପାଇଁ ଜଙ୍ଗଲ ଜମି ଅନୁମୋଦନ, ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ବହୁ ପ୍ରତୀକ୍ଷିତ ହିଡ଼ିସିଙ୍ଗ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିବା ପରେ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ବନ୍ତଳା ଶ୍ରୀରାମ ମନ୍ଦିର ପରିସରରେ…

Continue Readingସାର୍ଥକ ହେବ ଚାଷୀଙ୍କ ବଳିଦାନ: ହିଡ଼ିସିଙ୍ଗ ପ୍ରୋଜେକ୍ଟ ପାଇଁ ଜଙ୍ଗଲ ଜମି ଅନୁମୋଦନ, ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ