ପବିତ୍ର ମୋହନ ପ୍ରଧାନଙ୍କ ୧୧୮ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ, ଯୋଗ ଦେଲେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ପବିତ୍ରନଗରଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୧୧୮ତମ ରାଜ୍ୟସ୍ତରୀୟ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ମୁଖ୍ୟ…

Continue Readingପବିତ୍ର ମୋହନ ପ୍ରଧାନଙ୍କ ୧୧୮ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ, ଯୋଗ ଦେଲେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ: ସଂସ୍କାର ମୂଳକ ଶିକ୍ଷା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ସ୍ଥାନୀୟ ହାଟଛକସ୍ଥିତ ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିରର ୧୭ ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ…

Continue Readingଅନୁଗୁଳ ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ: ସଂସ୍କାର ମୂଳକ ଶିକ୍ଷା ଉପରେ ଗୁରୁତ୍ୱାରୋପ

ଟ୍ରକ ଧକ୍କାରେ ୨ ଶ୍ରମିକଙ୍କ ମୃତ୍ୟୁ: ୧୨ ଘଣ୍ଟାର ଆନ୍ଦୋଳନ ପରେ ୧୫ ଲକ୍ଷ ଲେଖାଏଁ କ୍ଷତିପୂରଣ ଓ ଚାକିରି ପ୍ରତିଶ୍ରୁତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟି ଦୁଇଜଣ ଶ୍ରମିକଙ୍କ ଜୀବନ ଯାଇଛି। ମୃତକ ଦ୍ୱୟ ହେଲେ ତାଳଚେର ନିର୍ବାଚନ ମଣ୍ଡଳୀ କମରେଇ ପଞ୍ଚାୟତ ଦଣ୍ଡସିଂହା ଗ୍ରାମର ବୁଲୁ ପରିଡ଼ା ଏବଂ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ…

Continue Readingଟ୍ରକ ଧକ୍କାରେ ୨ ଶ୍ରମିକଙ୍କ ମୃତ୍ୟୁ: ୧୨ ଘଣ୍ଟାର ଆନ୍ଦୋଳନ ପରେ ୧୫ ଲକ୍ଷ ଲେଖାଏଁ କ୍ଷତିପୂରଣ ଓ ଚାକିରି ପ୍ରତିଶ୍ରୁତି

ପୂଜା ଭସାଣ ସମୟରେ ବାଣ ବିସ୍ଫୋରଣ: ୫ ଆହତ

ଅନୁଗୁଳ: ଭସାଣ ସମୟରେ କାଳ ସାଜିଛି ବାଣ ଫୁଟେଇବା। କାରଣ ଭସାଣ ସମୟରେ ବାଣ ବିସ୍ଫୋରଣ ହୋଇ କିଛି ଲୋକ ଆହତ ହୋଇଛନ୍ତି। ସରସ୍ୱତୀ ପୂଜା ଭସାଣ ଶୋଭାଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ସୂଚନା…

Continue Readingପୂଜା ଭସାଣ ସମୟରେ ବାଣ ବିସ୍ଫୋରଣ: ୫ ଆହତ

ପ୍ରବୋଧ ସ୍ୱାଇଁ ହେଲେ PGSAI ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ

ଅନୁଗୁଳ: ସମାଜସେବୀ ତଥା ରାଜନେତା ପ୍ରବୋଧ ସ୍ୱାଇଁଙ୍କୁ 'ପ୍ରିୟଙ୍କା ଗାନ୍ଧୀ ସଂଗଠନ ଅଲ୍ ଇଣ୍ଡିଆ' (PGSAI) ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଭାପତି କୋମଲଜିତ ସିଂ ଏବଂ ଉପସଭାପତି ଜି. ୱାଇ.…

Continue Readingପ୍ରବୋଧ ସ୍ୱାଇଁ ହେଲେ PGSAI ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ

ପୋକତୁଙ୍ଗା ବିଦ୍ୟାଳୟର ବାର୍ଷିକ ଉତ୍ସବରେ କୃତୀ ଛାତ୍ରଛାତ୍ରୀ ପୁରସ୍କୃତ; ମନ ମୋହିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ପୋକତୁଙ୍ଗା ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ।…

Continue Readingପୋକତୁଙ୍ଗା ବିଦ୍ୟାଳୟର ବାର୍ଷିକ ଉତ୍ସବରେ କୃତୀ ଛାତ୍ରଛାତ୍ରୀ ପୁରସ୍କୃତ; ମନ ମୋହିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

ଡିଜିଟାଲ୍ ଅବତାରରେ ଆସୁଛି ୨୦୨୭ ଜନଗଣନା: ଅନୁଗୁଳରେ ପ୍ରାଶାସନିକ ପ୍ରସ୍ତୁତି ଜୋରଦାର, ନିର୍ଭୁଲ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଅନୁଗୁଳ: ଆସନ୍ତା ୨୦୨୭ ସାଧାରଣ ଜନଗଣନାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଶୁକ୍ରବାର ସ୍ଥାନୀୟ ଜିଲ୍ଲା ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ତଥା ତାଲିମ କାର୍ଯ୍ୟକ୍ରମ…

Continue Readingଡିଜିଟାଲ୍ ଅବତାରରେ ଆସୁଛି ୨୦୨୭ ଜନଗଣନା: ଅନୁଗୁଳରେ ପ୍ରାଶାସନିକ ପ୍ରସ୍ତୁତି ଜୋରଦାର, ନିର୍ଭୁଲ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଜିମ ମାଲିକ ଗିରଫ: ପୂର୍ବତନ ଟ୍ରେନରଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

ଅନୁଗୁଳ: ଅନୁଗୁଳ ସହରରେ ଜଣେ ଜିମ୍ ମାଲିକ ଟ୍ରେନରଙ୍କୁ ଅପହରଣ ସହ ବଳାତ୍କାର କରିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜିମ୍ ମାଲିକ ଆଶିଷ ମିଶ୍ର (୩୪)ଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି। ପୋଲିସ ସୂଚନା…

Continue Readingଜିମ ମାଲିକ ଗିରଫ: ପୂର୍ବତନ ଟ୍ରେନରଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

ଅନୁଗୁଳ ଏନ୍‌ଏସି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଅନୁଗୁଳ: ଗତ ଗୁରୁବାର ଅନୁଗୋଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ଅଳକାନନ୍ଦାଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥିରୁପେ ଯୋଗ ଦେଇ ପିଲାମାନେ ନିଜ…

Continue Readingଅନୁଗୁଳ ଏନ୍‌ଏସି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଅନୁଗୁଳରେ ବିଜେଡିର ପ୍ରସ୍ତୁତି ବୈଠକ: ସରକାରର ଚାଷୀ ମାରଣ ନୀତି ବିରୋଧରେ ଆସନ୍ତା ୧୧ ରେ ଚାଷୀ ସମାବେଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ତଥା ବିଧାୟକ ତାଳଚେର ବ୍ରଜକିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେପି ସରକାରର ଚାଷୀ ମାରଣ ନୀତି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା…

Continue Readingଅନୁଗୁଳରେ ବିଜେଡିର ପ୍ରସ୍ତୁତି ବୈଠକ: ସରକାରର ଚାଷୀ ମାରଣ ନୀତି ବିରୋଧରେ ଆସନ୍ତା ୧୧ ରେ ଚାଷୀ ସମାବେଶ