ତାଳଚେରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ବୈଠକ; ଆଡମ୍ବର ଓ ଶୃଙ୍ଖଳା ଉପରେ ଗୁରୁତ୍ୱ

ଅନୁଗୁଳ: ତାଳଚେରରେ ଆରାଧ୍ୟ ଦେବତା ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଷଯାତ୍ରାକୁ ଚଳିତ ବର୍ଷ ଆଡମ୍ବରପୂର୍ଣ୍ଣ, ଶୃଙ୍ଖଳିତ ଓ ସଫଳ କରିବା ଲକ୍ଷ୍ୟରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତାଳଚେର ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର…

Continue Readingତାଳଚେରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ବୈଠକ; ଆଡମ୍ବର ଓ ଶୃଙ୍ଖଳା ଉପରେ ଗୁରୁତ୍ୱ

+୨ ବିଜ୍ଞାନ ପାଠ୍ୟପୁସ୍ତକ ବଣ୍ଟନ ଓ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ

ଅନୁଗୁଳ: ମାତୃଭାଷାରେ ବିଜ୍ଞାନ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଅନୁଷ୍ଠିତ ହୋଇଛି। ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ଭାଷାରେ ଲିଖିତ ବିଜ୍ଞାନ ପାଠ୍ୟପୁସ୍ତକ ପ୍ରଚଳନ ସମ୍ପର୍କରେ…

Continue Reading+୨ ବିଜ୍ଞାନ ପାଠ୍ୟପୁସ୍ତକ ବଣ୍ଟନ ଓ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ

ଅନୁଗୁଳରେ ମିଶ୍ରଣ ପର୍ବ: ବହୁ ବିଜେଡି କର୍ମୀ ବିଜେପିରେ ସାମିଲ

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବଅଁରପାଳ ବ୍ଲକ ଅଧିନସ୍ଥ ତୁଳସିପାଳ ପଞ୍ଚାୟତର ବହୁ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।ସ୍ଥାନୀୟ ମିଶ୍ରପଡ଼ାସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ…

Continue Readingଅନୁଗୁଳରେ ମିଶ୍ରଣ ପର୍ବ: ବହୁ ବିଜେଡି କର୍ମୀ ବିଜେପିରେ ସାମିଲ

ଜନଗଣନା ଉପ-ନିର୍ଦ୍ଦେଶକଙ୍କ ଅନୁଗୁଳ ଗସ୍ତ: ସମୀକ୍ଷା ହେଲା ଜନଗଣନା କାର୍ଯ୍ୟର ସ୍ଥିତି

ଅନୁଗୁଳ: ଭାରତ ସରକାରଙ୍କ ଜନଗଣନା ଉପ-ନିର୍ଦ୍ଦେଶକ ପବିତ୍ର କୁମାର ମହଲା ଦୁଇଦିନିଆ ଅନୁଗୁଳ ଗସ୍ତ କରି ଜିଲ୍ଲାରେ ଜାରି ରହିଥିବା ଜନଗଣନା କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗସ୍ତର ପ୍ରଥମ ଦିନରେ ଶ୍ରୀ ମହଲା ବଅଁରପାଳ ତହସିଲ ଅନ୍ତର୍ଗତ ବିଭିନ୍ନ କ୍ଷେତ୍ର ପରିଦର୍ଶନ…

Continue Readingଜନଗଣନା ଉପ-ନିର୍ଦ୍ଦେଶକଙ୍କ ଅନୁଗୁଳ ଗସ୍ତ: ସମୀକ୍ଷା ହେଲା ଜନଗଣନା କାର୍ଯ୍ୟର ସ୍ଥିତି

ଅନୁଗୁଳ ‘ଶ୍ରୀ ମେଟାଲିକ୍ସ’ ଦୁର୍ଘଟଣା: ଜିଲ୍ଲା ପ୍ରଶାସନର ଶୋକ ଓ କ୍ଷତିପୂରଣ ଘୋଷଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶ୍ରୀ ମେଟାଲିକ୍ସ କାରଖାନାରେ ଘଟିଥିବା ଦୁର୍ଘଟଣାରେ ୩ ଶ୍ରମିକଙ୍କ ପ୍ରାଣହାନିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଏହି ଅଭାବନୀୟ ଘଟଣା ପାଇଁ ଦୁଃଖ ପ୍ରକାଶ କରିବା…

Continue Readingଅନୁଗୁଳ ‘ଶ୍ରୀ ମେଟାଲିକ୍ସ’ ଦୁର୍ଘଟଣା: ଜିଲ୍ଲା ପ୍ରଶାସନର ଶୋକ ଓ କ୍ଷତିପୂରଣ ଘୋଷଣା

ଅନୁଗୁଳରେ ପୁଣି ସେକ୍ସ ର‍୍ୟାକେଟ୍ ଠାବ: ତାମ୍ରିତ କଲୋନୀ ନିକଟରେ ଚଢ଼ାଉ, କିଛି ଅଟକ

ଅନୁଗୁଳ: ଅନୁଗୁଳ ସହରରେ ପୁଣି ଏକ ସେକ୍ସ ର‍୍ୟାକେଟ୍‌ର ପର୍ଦ୍ଦାଫାସ କରିଛି ପୁଲିସ। ସ୍ଥାନୀୟ ତାମ୍ରିତ କଲୋନୀ ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଏହି ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ଖବର ପାଇ ଅନୁଗୁଳ ଟାଉନ ଥାନା ପୁଲିସ ପକ୍ଷରୁ ହଠାତ୍…

Continue Readingଅନୁଗୁଳରେ ପୁଣି ସେକ୍ସ ର‍୍ୟାକେଟ୍ ଠାବ: ତାମ୍ରିତ କଲୋନୀ ନିକଟରେ ଚଢ଼ାଉ, କିଛି ଅଟକ

ବ୍ରାହ୍ମଣୀ ନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ୫ ଦିନ ହେବ ଥିଲେ ନିଖୋଜ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ବାରୁଆଁ ଶିବ ମନ୍ଦିର ନିକଟ ବ୍ରାହ୍ମଣୀ ନଦୀରୁ ବୁଧବାର ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି କଟରାପଡ଼ା ଗ୍ରାମର ୫୮ ବର୍ଷୀୟ ହରମୋହନ ପ୍ରଧାନ। ସୂଚନା ଅନୁଯାୟୀ,…

Continue Readingବ୍ରାହ୍ମଣୀ ନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ୫ ଦିନ ହେବ ଥିଲେ ନିଖୋଜ

ସଫଳତାକୁ ସମ୍ମାନ: ଦଶମ ବୋର୍ଡ କୃତୀ ଛାତ୍ରୀ ଆଦ୍ୟାଶାଙ୍କୁ ଏବିଭିପି ପକ୍ଷରୁ ସମ୍ବର୍ଦ୍ଧନା

ଅନୁଗୁଳ: ଦଶମ ବୋର୍ଡ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରୀଙ୍କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଅନୁଗୁଳ ଜିଲ୍ଲାରେ ୯୬.୩୩% (୫୭୮) ନମ୍ବର ରଖି ଶୀର୍ଷ ସ୍ଥାନ ଅଧିକାର କରିଥିବା ଛେଣ୍ଡିପଦା ବ୍ଲକ ବାଗଡ଼ିଆ…

Continue Readingସଫଳତାକୁ ସମ୍ମାନ: ଦଶମ ବୋର୍ଡ କୃତୀ ଛାତ୍ରୀ ଆଦ୍ୟାଶାଙ୍କୁ ଏବିଭିପି ପକ୍ଷରୁ ସମ୍ବର୍ଦ୍ଧନା

ବାମୁରରେ ପାଳିତ ହେଲା ଗାନ୍ଧୀଜିଙ୍କ ରାତ୍ରି ଯାପନ ସ୍ମୃତି ଦିବସ

ଅନୁଗୁଳ: ମହାତ୍ମାଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବାମୁର ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ରାତ୍ରି ଯାପନ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଟ୍ରଷ୍ଟ ସଭାପତି ତଥା ଆଠମଲ୍ଲିକ ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହା, ବିଡିଓ ଶୁଭକାନ୍ତ ନାଏକ, ତହସିଲଦାର…

Continue Readingବାମୁରରେ ପାଳିତ ହେଲା ଗାନ୍ଧୀଜିଙ୍କ ରାତ୍ରି ଯାପନ ସ୍ମୃତି ଦିବସ

ବଜ୍ରକୋଟ ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ, ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣିହାଁ ବ୍ଲକ ବଜ୍ରକୋଟ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭଜନ ସମାରୋହ ସହ ବିଭିନ୍ନ…

Continue Readingବଜ୍ରକୋଟ ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ, ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ