କିଶୋରନଗର କଲେଜରେ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ସ୍ନାତକ ମହାବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ସ୍ଥାନୀୟ ତହସିଲଦାର ବିକ୍ରମ କେଶରୀ ନାୟକ ଯୋଗଦେଇ ଛାତ୍ରୀଙ୍କୁ…

Continue Readingକିଶୋରନଗର କଲେଜରେ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ

ଷୋଳପଦା ଶୌଣ୍ଢିକ ସମାଜର ବାର୍ଷିକ ସମ୍ମିଳନୀ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ଷୋଳପଦା ଶୁଣ୍ଢୀ ସମାଜ ପକ୍ଷରୁ ଅଲେଖପୁର ଆମ୍ବ ତୋଟାଠାରେ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସଭାରେ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଯଶୋବନ୍ତ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

Continue Readingଷୋଳପଦା ଶୌଣ୍ଢିକ ସମାଜର ବାର୍ଷିକ ସମ୍ମିଳନୀ ଆୟୋଜିତ

କୋଶଳା ଗ୍ରାମବାସୀଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବିଧାୟକ ଓ ପୂର୍ବତନ ବିଧାୟକ

ଅନୁଗୁଳ: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଶଳା ଗ୍ରାମରେ ବିଭିନ୍ନ ସମସ୍ୟାକୁ ନେଇ ଗତ ୬ ତାରିଖରୁ ସ୍ଥାନୀୟ ବାସିନ୍ଦାମାନେ ଧାରଣାରେ ବସି ରହିଛନ୍ତି। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କିଛି ଦିନ…

Continue Readingକୋଶଳା ଗ୍ରାମବାସୀଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବିଧାୟକ ଓ ପୂର୍ବତନ ବିଧାୟକ

ଅନୁଗୁଳ ପୋଲିସର ‘ସୁସ୍ଥ ସେବା’ ଅଭିଯାନ: ୧୨୭ ପୋଲିସ କଲେ ସ୍ୱାସ୍ଥ୍ୟ ପରୀକ୍ଷା

ଅନୁଗୁଳ: ପୋଲିସ ବାହିନୀର କଲ୍ୟାଣ ଏବଂ ସେମାନଙ୍କ ଶାରୀରିକ ଦକ୍ଷତାକୁ ଗୁରୁତ୍ୱ ଦେଇ ଅନୁଗୁଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସ୍କ୍ରିନିଂ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ପରିସରରେ…

Continue Readingଅନୁଗୁଳ ପୋଲିସର ‘ସୁସ୍ଥ ସେବା’ ଅଭିଯାନ: ୧୨୭ ପୋଲିସ କଲେ ସ୍ୱାସ୍ଥ୍ୟ ପରୀକ୍ଷା

ଅନୁଗୁଳ କଲେଜରେ ଏମ୍‌ବିଏ ବିଭାଗ ଦ୍ବାରା କ୍ୟାମ୍ପସ ପ୍ଲେସମେଣ୍ଟ

ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଏମ୍‌ବିଏ ବିଭାଗ ଦ୍ବାରା ଏକ କ୍ୟାମ୍ପସ ପ୍ଲେସମେଣ୍ଟ ଆୟୋଜିତ ହୋଇଯାଇଛି। ଏଥିରେ କୋକାକୋଲା କମ୍ପାନିର ନିଯୁକ୍ତିଦାତା ଅଂଶଗ୍ରହଣ କରିଥିଲେ। ଅଧ୍ୟକ୍ଷ ଡଃ. ବସନ୍ତ କୁମାର ସାହୁ ଏହାକୁ ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗର ସଦୁପଯୋଗ…

Continue Readingଅନୁଗୁଳ କଲେଜରେ ଏମ୍‌ବିଏ ବିଭାଗ ଦ୍ବାରା କ୍ୟାମ୍ପସ ପ୍ଲେସମେଣ୍ଟ

ରାଜ୍ୟ ବିଜେପିର ‘ଭୀଷ୍ମ ପିତାମହ’ଙ୍କୁ ସମ୍ମାନ: ତାଳଚେରରେ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଅନୁଗୁଳ: ରାଜ୍ୟ ଭାରତୀୟ ଜନତା ପାର୍ଟିର ପିତାମହ ଭୀଷ୍ମ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ଏକ ବିରାଟ ପ୍ରତିମୂର୍ତ୍ତି ଆଜି ତାଳଚେର ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ମାଉସୀ ମା’ ମନ୍ଦିର ସ୍ଥିତ ଦେଉଳବେଡ଼ା ତେଲି…

Continue Readingରାଜ୍ୟ ବିଜେପିର ‘ଭୀଷ୍ମ ପିତାମହ’ଙ୍କୁ ସମ୍ମାନ: ତାଳଚେରରେ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ସୁବିଧା କମିବ କି? ରିୱାର୍ଡ ପଏଣ୍ଟ ଏବଂ ଅଫର୍ସରେ ବଡ଼ ଧରଣର କାଟ୍ କରିଛନ୍ତି ବିଭିନ୍ନ ବ୍ୟାଙ୍କ

ଭୁବନେଶ୍ୱର: ଯଦି ଆପଣ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବଦଳୁଥିବା ଆର୍ଥିକ ସ୍ଥିତି ମଧ୍ୟରେ ବ୍ୟାଙ୍କଗୁଡିକ ଏବେ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ବଡ଼ ଝଟକା ଦେଇଛନ୍ତି। କାର୍ଡରେ ମିଳୁଥିବା ରିୱାର୍ଡ ପଏଣ୍ଟ…

Continue Readingକ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ସୁବିଧା କମିବ କି? ରିୱାର୍ଡ ପଏଣ୍ଟ ଏବଂ ଅଫର୍ସରେ ବଡ଼ ଧରଣର କାଟ୍ କରିଛନ୍ତି ବିଭିନ୍ନ ବ୍ୟାଙ୍କ

ଗୁରଙ୍ଗ ଗ୍ରାମରେ ଦଣ୍ଡଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଗୁରଙ୍ଗ ଗ୍ରାମରେ ଚଳିତ ବର୍ଷର ପ୍ରସିଦ୍ଧ ଦଣ୍ଡ ଯାତ୍ରା ବା ଝାମୁଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାମରେ ଏକ ଭବ୍ୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ…

Continue Readingଗୁରଙ୍ଗ ଗ୍ରାମରେ ଦଣ୍ଡଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ଅନୁଗୁଳରେ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି

​ଅନୁଗୁଳ: ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଆଜି ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିଷ୍ପତ୍ତି ଅନୁଯାୟୀ, ଏପ୍ରିଲ ୧ ତାରିଖ ପ୍ରତ୍ୟୁଷରେ 'ବନ୍ଦେ ଉତ୍କଳ ଜନନୀ'…

Continue Readingଅନୁଗୁଳରେ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି

ଏଲପିଜି ଦରବୃଦ୍ଧିର ପ୍ରତିବାଦ: ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲା ଅନୁଗୁଳ ଜିଲ୍ଲା କଂଗ୍ରେସ

ଅନୁଗୁଳ: କେନ୍ଦ୍ର ସରକାରଙ୍କ ନୀତି ଯୋଗୁଁ ବୃଦ୍ଧି ପାଉଥିବା ରନ୍ଧନ ଗ୍ୟାସ ଦର ଏବଂ ବଜାରରେ ଏହାର କୃତ୍ରିମ ଅଭାବକୁ ନେଇ ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ବିଶାଳ ପ୍ରତିବାଦ କରାଯାଇଛି। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ…

Continue Readingଏଲପିଜି ଦରବୃଦ୍ଧିର ପ୍ରତିବାଦ: ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲା ଅନୁଗୁଳ ଜିଲ୍ଲା କଂଗ୍ରେସ