କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ, ବିଭିନ୍ନ କାର୍ଯ୍ୟରେ ହେବେ ସାମିଲ
ଅନୁଗୁଳ : ଆସନ୍ତା ଫେବ୍ରୁଆରୀ ୨୭ ଓ ୨୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଗସ୍ତର ପ୍ରଥମ ଦିନ ଅର୍ଥାତ୍ ୨୭ ତାରିଖ ଅପରାହ୍ନ ୪ଟାରେ ସେ କିଶୋରନଗର ବ୍ଲକର ଧଉରାପଲ୍ଲୀ ଠାରେ…



