ରୋଟାରୀ ରୟାଲ କ୍ଲବ ଓ ପାର୍ବତୀ ହିରୋ ପକ୍ଷରୁ ରକ୍ତଦାନ ଶିବିର
ଅନୁଗୁଳ: ରୋଟାରୀ ରୟାଲ କ୍ଲବ ଓ ପାର୍ବତୀ ହିରୋର ମିଳିତ ସହଯୋଗରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ପାର୍ବତୀ ହିରୋ ପରିସରରେ ଆୟୋଜିତ ଏହି ଶିବିରକୁ ପ୍ରଧାନ ନର୍ସିଂହୋମର ବରିଷ୍ଠ ଡାକ୍ତର ଗୁରୁ ଚରଣ ପ୍ରଧାନ ଉଦଘାଟନ…
