ଫଳକରେ ସୀମିତ ଟେନିସ୍‌ ଏକାଡେମୀ

ଅନୁଗୁଳ: ଜିଲ୍ଲାରେ କ୍ରୀଡ଼ାର ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ସମୟରେ ପ୍ରତିଶ୍ରୁତି ମିଳିଛି। କିନ୍ତୁ ସରକାରୀ ଅବହେଳା କାରଣରୁ କ୍ରୀଡ଼ାପ୍ରେମୀଙ୍କୁ ଅନେକ ସମୟରେ ନିରାଶ ହେବାକୁ ପଡ଼ିଛି। ଅନୁଗୁଳ ଷ୍ଟାଡିୟମ୍‌ ନିକଟରେ ଆଜକୁ ୭ ବର୍ଷ ତଳେ ଶିଳାନ୍ୟାସ ହୋଇଥିଲା ଟେନିସ୍‌…

Continue Readingଫଳକରେ ସୀମିତ ଟେନିସ୍‌ ଏକାଡେମୀ

ନିରାମୟରେ ଜୀବନ ରକ୍ଷାକାରୀ ଔଷଧ ଅଭାବ

ଅନୁଗୁଳ: ଅନୁଗୁଳରେ ନିରାମୟ ଔଷଧର ଘୋର ଅଭାବ ବେଳେ ରୋଗୀମାନେ ଜନଔଷଧୀ ଷ୍ଟୋର ଉପରେ ବହୁଳ ଭାବେ ନିର୍ଭର କରିଥାନ୍ତି। କିନ୍ତୁ ଏହି ଷ୍ଟୋରରେ ମଧ୍ଯ ସବୁବେଳେ ଜୀବନ ରକ୍ଷାକାରୀ ଔଷଧର ଅଭାବ ଦେଖାଦେଉଛି। ଫଳରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। ଆମ…

Continue Readingନିରାମୟରେ ଜୀବନ ରକ୍ଷାକାରୀ ଔଷଧ ଅଭାବ

ମା ବିରାଜିଲେ

ଅନୁଗୁଳ: ଆଜି ଅନୁଗୁଳ ସହରାଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। କୋଭିଡ୍‌ କଟକଣା ଯୋଗୁଁ ପୂଜା କମିଟିର କର୍ମକର୍ତ୍ତାମାନେ ନିରାଡ଼ମ୍ବର ଭାବେ ପୂଜା ସାରିବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ଆଜି ମହାସପ୍ତମୀ ପୂଜା ଅବସରରେ କଳସ ଶୋଭାଯାତ୍ରା, ହୋମ, ଯଜ୍ଞ,…

Continue Readingମା ବିରାଜିଲେ

ତାଳଚେରରେ ଦବିଲା ମାଟି

ତାଳଚେର: ତାଳଚେର ବାଘୁଆବୋଲ ଶିବ ମନ୍ଦିର ନିକଟରେ ଥିବା ଏକ କୂଅ ପାର୍ଶ୍ୱର ଚଟାଣ ପ୍ରାୟ ୪ ଫୁଟ ଦବି ଯାଇଛି। ତାଳଚେର ଅଞ୍ଚଳରେ ବାରମ୍ବାର ମାଟି ଦବିବା ଘଟଣା ନେଇ ଲୋକେ ଭୟଭୀତ ହୋଇ ପଡିଛନ୍ତି । ଅବ୍ୟବହୃତ ଭୂତଳ…

Continue Readingତାଳଚେରରେ ଦବିଲା ମାଟି

ବେଲଗାମ୍ ପିଆଜ ଦର

ଅନୁଗୁଳ: ଶୁକ୍ରବାର ଅନୁଗୁଳରେ ପିଆଜର ଖୁଚୁରା ଦର ୯୦ ଟଙ୍କାରେ ପହଞ୍ଚିଗଲାଣି। ପାର୍ବଣ ସମୟରେ ପିଆଜର ଏଭଳି ଦରବୃଦ୍ଧି ଗ୍ରାହକଙ୍କ ମୁଣ୍ତବ୍ୟଥାର କାରଣ ସାଜିଛି। ତେବେ ପିଆଜର ଦରବୃଦ୍ଧି ନୂଆ କଥା ନୁହେଁ, ଗତ ୨ ବର୍ଷ ହେଲା ଏଭଳି ପରିସ୍ଥିତି…

Continue Readingବେଲଗାମ୍ ପିଆଜ ଦର

ଯାଯାବର ଶିଶୁଙ୍କ କଲ୍ୟାଣ ପାଇଁ ଯୋଜନା ହେଉ

ଅନୁଗୁଳ: ଅନୁଗୁଳ ସହରାଞ୍ଚଳରେ ଦିନକୁ ଦିନ ଯାଯାବରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ଯାଯାବର ପରିବାର ଅନୁଗୁଳ ଷ୍ଟାଡିୟମ୍‌, ଅମଲାପଡ଼ା, ହୁଲୁରିସିଂହାର ବିଭିନ୍ନ ଖୋଲା ଜାଗାରେ ରାତ୍ରି ଯାପନ କରୁଛନ୍ତି। ୬ରୁ ୧୪ ବର୍ଷ ମଧ୍ୟରେ ପ୍ରାୟ ଦେଢ଼ଶହ ନାବାଳକ ରାତି…

Continue Readingଯାଯାବର ଶିଶୁଙ୍କ କଲ୍ୟାଣ ପାଇଁ ଯୋଜନା ହେଉ

ପର୍ଯ୍ୟଟନର ବିକାଶ ପାଇଁ ଅଧିକ ଧ୍ୟାନ ଦିଆଯିବ

ଅନୁଗୁଳ:ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆସିବା ଦିନଠାରୁ ଦୃଢତାର ସହ କରୋନ। ମୁକାବିଲା କରିବା ସହ ଜିଲ୍ଲାର ବିକାଶ ନେଇ ବହୁ ପଦକ୍ଷେପ ନେଇଛନ୍ତି।ଏହି କ୍ରମରେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ର ବିକାଶ ପାଇଁ ଭିତ୍ତିଭୂମି କିଭଳି ରହିଛି ଏବଂ କଣ୍…

Continue Readingପର୍ଯ୍ୟଟନର ବିକାଶ ପାଇଁ ଅଧିକ ଧ୍ୟାନ ଦିଆଯିବ

ଥାନା ଘେରିଲେ ଗ୍ରାମବାସୀ

ଛେଣ୍ଡିପଦା: ବାଲି ଚାଲାଣକୁ ବିରୋଧ କରିବାରୁ ଗ୍ରାମବାସୀଙ୍କ ନାମରେ ଏତଲା। ଟ୍ରାକ୍ଟର ଡ୍ରାଇଭରଙ୍କ ଅଭିଯୋଗ କ୍ରମେ ପୁଲିସ୍ ୧୧ ଜଣ ଗ୍ରାମବାସୀଙ୍କ ନାମରେ କେଶ୍ ରୁଜୁ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଛେଣ୍ଡିପଦା ଥାନା ଚାଙ୍ଗୁଡିଆ ଗ୍ରାମରେ। ଚାନ୍ଦା ଆଦାୟ…

Continue Readingଥାନା ଘେରିଲେ ଗ୍ରାମବାସୀ

ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ

ଅନୁଗୁଳ: ନାଲକୋନଗର ଥାନା କାଣ୍ଡସର ଗୌଡସାହିଠାରେ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପୁଲିସ୍ ଉଦ୍ଧାର କରିଛି। ମୃତ ଯୁବକ ଗୌତମ ବେହେରା (୪୦) ଓ ତାଙ୍କ ଘର ନିଶା ଶିଳ୍ପାଞ୍ଚଳ ଥାନା ଜାମୁଣ୍ଡା ଜଙ୍ଗଲ ଗ୍ରାମରେ। ସେ କାଣ୍ଡଶର ଗୌଡସାହି…

Continue Readingଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ

ହୋଟେଲରେ ଗଣ୍ଡଗୋଳ କରି ଫସିଲେ ୩ ନାଲକୋ ଇଞ୍ଜିନିୟର ଗିରଫ

ଅନୁଗୁଳ: ମଙ୍ଗଳବାର ଅପରାହ୍ନରେ ନାଲକୋ କାଣ୍ତସର୍ ସ୍ଥିତ ହୋଟେଲ ଭୋଜନ ବାହାରରେ ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତକାଣ୍ଡ ଘଟାଇ ତିନି ଜଣ ନାଲକୋ ଇଞ୍ଜିନିୟର ଗିରଫ ହୋଇଛନ୍ତି। ପୁଲିସ୍ ବୁଧବାର ସେମାନଙ୍କୁ ଗିରଫ କରିବା ସହ କୋଭିଡ୍ ଟେଷ୍ଟ କରାଇ କୋର୍ଟ ଚାଲାଣ…

Continue Readingହୋଟେଲରେ ଗଣ୍ଡଗୋଳ କରି ଫସିଲେ ୩ ନାଲକୋ ଇଞ୍ଜିନିୟର ଗିରଫ