କୋଚିଂସେଣ୍ଟର ଉପରେ ପୁଲିସର ଚଢ଼ଉ, ୩ ହଜାର ଜରିମାନା ଆଦାୟ

ଅନୁଗୁଳ: କରୋନାର ତୃତୀୟ ଲହରୀ ପାଇଁ ଏବେ କୋଭିଡ କଟକଣା ଜାରି କାରାଯାଇଥିବା ବେଳେ ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଛି । ଏପରିକି ଘରୋଇ କୋଚିଂ ସେଣ୍ଟର ଗୁଡିକୁ ମଧ୍ୟ ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି । ତେବେ…

Continue Readingକୋଚିଂସେଣ୍ଟର ଉପରେ ପୁଲିସର ଚଢ଼ଉ, ୩ ହଜାର ଜରିମାନା ଆଦାୟ

ବାପ-ପୁଅଙ୍କୁ ୭ ବର୍ଷ ଜେଲ୍

ଅନୁଗୁଳ: ଜଣେ ନବ ବିବାହିତ ମହିଳାଙ୍କୁ ଯୌତୁକ ନିର୍ଯାତନା ଦେବା ଓ ଏଥିରେ ଅତିଷ୍ଠ ହୋଇ ମହିଳାଜଣଙ୍କ ଆତ୍ମହତ୍ୟା କରିବା ଘଟଣାରେ ବାପ-ପୁଅକୁ ହୋଇଛି ଜେଲ୍‌ଦଣ୍ଡ ଅନୁଗୁଳ ଜିଲ୍ଲା ବନ୍ତଳା ନିକଟ ପାତେଳି ଗାଁରେ ୨୦୧୬ ମସିହାରେ ଘଟିଥିବା ଏହି ମାମଲାରେ…

Continue Readingବାପ-ପୁଅଙ୍କୁ ୭ ବର୍ଷ ଜେଲ୍

ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ଅନୁଗୁଳ: ଜାତୀୟ ଶିଶୁ କନ୍ୟା ଦିବସ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସୋମବାର ପାଳିତ ହୋଇଯାଇଛି । କନ୍ୟା ଭ୍ରୂଣ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟକୁ ସମାଜରୁ ବିଲୋପ କରିବା ନିମନ୍ତେ ଉଦ୍ଦିଷ୍ଟ ଆଇନକୁ କଡାକଡି ଭାବେ କାର୍ଯ୍ୟ କରିବା ହେଉଛି…

Continue Readingଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

୨୬ ଯାଏଁ କୋହଲା ପାଗ

ଅନୁଗୁଳ: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା । ଭୁବନେଶ୍ବର, ଅନୁଗୁଳ ସମେତ ସୋନପୁର, ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର, ଝାରସୁଗୁଡା, ବାରିପଦା, ଚାନ୍ଦବାଲି ଏବଂ ବାଲେଶ୍ବର ଜିଲାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି । ରାଜ୍ୟ ପାଣିପାଗ…

Continue Reading୨୬ ଯାଏଁ କୋହଲା ପାଗ

ବିଜୁ ଜନତା ଦଳର ମିଶ୍ରଣ ପର୍ବ

ଅନୁଗୁଳ: ଅନୁଗୁଳ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ରବିବାର ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ନୂଆ ମୌଜା ଗ୍ରାମ ପଞ୍ଚାୟତର ସରଧାପୁର ଗାଁର ବହୁ ବିଜେପି କର୍ମୀ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ଅନୁଗୋଳ ଜିଲ୍ଲା ବିଜେଡି…

Continue Readingବିଜୁ ଜନତା ଦଳର ମିଶ୍ରଣ ପର୍ବ

ନେତାଜୀଙ୍କ ୧୨୫ତମ ଜୟନ୍ତୀ

ଅନୁଗୁଳ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜୟନ୍ତୀ ଉପଲକ୍ଷେ ଛାତ୍ର ସଂଗଠନ ଡିଏସ୍ଓ ଏବଂ ଯୁବ ସଙ୍ଗଠନ ଡିୱାଇଓର ମିଳିତ ଉଦ୍ୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଗୁଳ ବସ୍‌ଷ୍ଟାଣ୍ଡଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଡିୱାଇଓ ଆଞ୍ଚଳିକ କମିଟି ସମ୍ପାଦିକା ଜ୍ୟୋତ୍ସ୍ନା…

Continue Readingନେତାଜୀଙ୍କ ୧୨୫ତମ ଜୟନ୍ତୀ

ଅସମ୍ପୂର୍ଣ୍ଣ ପାଇଖାନା ଘର ଏବେ ବାସ ସ୍ଥାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଜାମୁନାଳୀ ପଞ୍ଚାୟତରେ ସ୍ବଚ୍ଛ ଭାରତ ମିଶନ୍‌ରେ କାର୍ଯ୍ୟକାରୀ ହୋଇିବା ପାଇଖାନା ନିର୍ମାଣରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି। ପଞ୍ଚାୟତର କୁଇଓ, ଜାମୁନାଳୀ ଓ ସୁବର୍ଣ୍ଣପୁର ଗାଁର ଅନେକ ହିତାଧିକାରୀଙ୍କ ପାଇଖାନା ନିର୍ମାଣ ଅଧାପନ୍ତରିଆ ହୋଇ…

Continue Readingଅସମ୍ପୂର୍ଣ୍ଣ ପାଇଖାନା ଘର ଏବେ ବାସ ସ୍ଥାନ

ମୋ ସ୍କୁଲ ଅଭିଯାନକୁ କମ୍ପାନୀ ଦେଲେ ୧୭.୮୭ କୋଟି Copy

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ଘରୋଇ କମ୍ପାନୀ ଏବଂ ପବ୍ଲିକ ସେକ୍ଟର ୟୁନିଟ ଜିଲ୍ଲାର ମୋ ସ୍କୁଲ ଅଭିଯାନକୁ ମୋଟ ୧୭.୮୭ କୋଟି ଟଙ୍କା ଦାନ କରିଛନ୍ତି। ସାମାଜିକ ଦାୟିତ୍ଵ ବୋଧ ଫଣ୍ଡରୁ କମ୍ପାନୀ ଗୁଡ଼ିକ ଏହି ଅର୍ଥ ଦାନ କରିଛନ୍ତି।…

Continue Readingମୋ ସ୍କୁଲ ଅଭିଯାନକୁ କମ୍ପାନୀ ଦେଲେ ୧୭.୮୭ କୋଟି Copy

ମୋ ସ୍କୁଲ ଅଭିଯାନକୁ କମ୍ପାନୀ ଦେଲେ ୧୭.୮୭ କୋଟି

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ଘରୋଇ କମ୍ପାନୀ ଏବଂ ପବ୍ଲିକ ସେକ୍ଟର ୟୁନିଟ ଜିଲ୍ଲାର ମୋ ସ୍କୁଲ ଅଭିଯାନକୁ ମୋଟ ୧୭.୮୭ କୋଟି ଟଙ୍କା ଦାନ କରିଛନ୍ତି। ସାମାଜିକ ଦାୟିତ୍ଵ ବୋଧ ଫଣ୍ଡରୁ କମ୍ପାନୀ ଗୁଡ଼ିକ ଏହି ଅର୍ଥ ଦାନ କରିଛନ୍ତି।…

Continue Readingମୋ ସ୍କୁଲ ଅଭିଯାନକୁ କମ୍ପାନୀ ଦେଲେ ୧୭.୮୭ କୋଟି

ସୂଚନା ଅଧିକାର ଆଇନରେ ମିଳୁନି ସୂଚନା

ଅନୁଗୁଳ: ଅନୁଗୁଳ ତହସିଲ ଓ ପୌର କାର୍ଯ୍ୟାଳୟରୁ ସୂଚନା ଅଧିକାର ଆଇନରେ ସୂଚନା ମିଳୁନି ବୋଲି ଅଭିଯୋଗ ହୋଇଛି। ଅନୁଗୁଳ ପୌରାଞ୍ଚଳର ଯୁବ ସାମ୍ବାଦିକ ସଞ୍ଜିବ ମାଣ୍ଡୋଠିଆ ଅଭିଯୋଗ କରିଛନ୍ତି ଯେ, ସେ ଅନୁଗୁଳ ତହସିଲ ଓ ପୌର କାର୍ଯ୍ୟାଳୟରେ ମାସେ…

Continue Readingସୂଚନା ଅଧିକାର ଆଇନରେ ମିଳୁନି ସୂଚନା