ଅନୁଗୁଳରେ ହ୍ରାସ ପାଉଛି ଏଚ୍ଆଇଭି ସ˚କ୍ରମଣ
ଅନୁଗୁଳ: ଜିଲ୍ଲାରେ ଏଡ୍ସ ଏବ˚ ଏଚ୍ଆଇଭି ସ˚କ୍ରମଣ ସ˚ପ୍ରତି ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ ସ˚କ୍ରମଣ ହାର ସଙ୍ଗେ ତାଳ ଦେଇ ଅନୁଗୁଳର ସ˚କ୍ରମଣ ହାର କମିବାରେ ଲାଗିଛି। ଡାପ୍ସୁ ଏବ˚ ବିଭିନ୍ନ ଏନ୍ଜିଓ ପକ୍ଷରୁ ଜନସଚେତନତା ଏବ˚…
ଅନୁଗୁଳ: ଜିଲ୍ଲାରେ ଏଡ୍ସ ଏବ˚ ଏଚ୍ଆଇଭି ସ˚କ୍ରମଣ ସ˚ପ୍ରତି ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ ସ˚କ୍ରମଣ ହାର ସଙ୍ଗେ ତାଳ ଦେଇ ଅନୁଗୁଳର ସ˚କ୍ରମଣ ହାର କମିବାରେ ଲାଗିଛି। ଡାପ୍ସୁ ଏବ˚ ବିଭିନ୍ନ ଏନ୍ଜିଓ ପକ୍ଷରୁ ଜନସଚେତନତା ଏବ˚…
ଅନୁଗୁଳ: ରବିବାର ଅପରାହ୍ନରେ ଅନୁଗୁଳ ବ୍ଲକ ତଥା ପୁରୁଣାକୋଟ ଥାନା ଅନ୍ତୁଳିଆ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ଠାକୁରଗଡ଼ ଥାନା ତାଳମଳିହା ଗ୍ରାମର ଲିଙ୍ଗରାଜ ମାଝୀ (୩୫) ବୁଲେଟରେ ଅନୁଗୁଳ ଆଡକୁ ଆସିଥିବା ବେଳେ ସାମ୍ନା…
ଅନୁଗୁଳ:ଅନୁଗୁଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀ ସୋମବାର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୨୬ ବର୍ଷର ଚାକିରି ଜୀବନ ମଧ୍ୟରେ ସେ ବଣାଇ, ପଦ୍ମପୁର ଏବ˚ ଶେଷରେ ଅନୁଗୁଳରେ ଅବସ୍ଥାପିତ ହୋଇ ସରକାରୀ…
ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ବିଭିନ୍ନ ଜନଗହଳି ତଥା ବ୍ୟସ୍ତ ସଡ଼କ ଭିତରେ ଥାନା ଛକଠାରୁ ସୋମନାଥ ସି˚ହ ଜଗଦ୍ଦେବ ଛକ ଅନ୍ୟତମ। ଏହି ରାସ୍ତା ଅତି ଗୁରୁତ୍ବପୂର୍ଣ୍ଣ। ବସ୍ଷ୍ଟାଣ୍ତ ଦେଇ ବହୁ ଭିଆଇପି ସର୍କିଟ୍ ହାଉସ୍ ଆଡ଼କୁ ଯାଉଥିବା ବେଳେ…
ଅନୁଗୁଳ: ଅନୁଗୁଳ ବ୍ଲକ ତଥା ଜଗନ୍ନାଥପୁର- ଟାଇଁସି ରାସ୍ତା ପାର୍ଶ୍ଵ ସୋରିଷପଦା ଜଙ୍ଗଲରୁ ଜଣେ ଯୁବତୀଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ରବିବାର ଅପରାହ୍ନରେ ଗୋରୁ ଧରି କିଛି ଗାଈଆଳ ଜଙ୍ଗଲରୁ ଫେରୁଥିବା ବେଳେ କ୍ଷତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ। ଖବର…
ଅନୁଗୁଳ: ଅନୁଗୁଳର ଏକ ପ୍ରମୁଖ ସେବା ଓ ସାଂସ୍କୃତିକ ଅନୁଷ୍ଠାନ 'କଳାକାର' ପକ୍ଷରୁ ୩୫ତମ ବୋଇତ ବନ୍ଦାଣ ଉତ୍ସବ ରବିବାର ପାଳିତ ହୋଇଯାଇଛି। କୋଭିଡ଼ କଟକଣା ମାନି ସ୍ଥାନୀୟ କଳାକାର ଭବନରେ ନିରାଡ଼ମ୍ବର ଭାବେ କେବଳ ବିଧିରକ୍ଷା ପୂର୍ବକ ଏହି ଉତ୍ସବ…
ତାଳଚେର: ତାଳଚେର ଖଣି ମଜଦୂର ସଂଘ ତରଫରୁ ୧୧ ଦଫା ନେଇ ଶନିବାର ଏମସିଏଲ ଲିଙ୍ଗରାଜ ଏରିଆ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଶ୍ରମିକ ବିରୋଧୀ କାର୍ଯ୍ୟକୁ ସଂଗଠନର ଶତାଧିକ ଶ୍ରମିକ ବିରୋଧ କରି ସ୍ଲୋଗାନ ଦେଇଥିଲେ। ସଂଗଠନର…
ଅନୁଗୁଳ: ସରକାର କହୁଛନ୍ତି ରାଜ୍ୟରେ କେବଳ ୫୨,୪୪୪ ଜଣ ଚାଷୀ ସରକାରଙ୍କ ବିଭିନ୍ନ ଯୋଜନାରେ ଜୈବିକ କୃଷିକୁ ଆଦରି ନେଇଛନ୍ତି। କନ୍ଧମାଳ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ତି ଭଳି ଜିଲ୍ଲାରେ ଅଧିକ ଚାଷୀ ଏହି ଜୈବିକ କୃଷି କରି ଲାଭବାନ୍ ହେଉଛନ୍ତି। ଆମ…
ଅନୁଗୁଳ: କଣିହାଁ ଥାନା ହନୁମାନପୁର ପଞ୍ଜାୟତର ପୂର୍ବତନ ସରପଞ୍ଚ ତଥା ଝରlବେରେଣି ଗାଁର ଅଧିବାସୀ ବିନୟ ପ୍ରଧାନ(୫୫)ଙ୍କୁ କାମୁଡିବା ଅଭିଯୋଗରେ ସେହି ଗ୍ରାମର ବସନ୍ତ ସାହୁ ନାମକ ଜଣେ ଯୁବକଙ୍କୁ ପୁଲିସ୍ ଗିରଫ କରିଛି l ପୁଲିସ୍ ସୂତ୍ରରୁ ପ୍ରକାଶ, ଗୁରୁବାର…
ଅନୁଗୁଳ:ଦୀର୍ଘଦିନ ଧରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକ୍ଷୁ ବିଶେଷଜ୍ଞ ନଥିବାରୁ ରୋଗୀମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି l ବିଭିନ୍ନ ଚକ୍ଷୁ ସମସ୍ୟା ଜନିତ ଅସ୍ତ୍ରୋପଚାର ସାଙ୍ଗକୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଠପ୍ ହୋଇଯାଇଛି। ଫଳରେ ରୋଗୀମାନେ ବାଧ୍ୟହୋଇ ଘରୋଇ କ୍ଲିନିକକୁ…