ଅନୁଗୁଳରେ ବିରାଜିଲେ ଧନଦାତ୍ରୀ

ଅନୁଗୁଳ: ଚଳିତ ବର୍ଷ ଫିକା ମାହୋଲରେ ଆରମ୍ଭ ହୋଇଛି ଅନୁଗୁଳର ପ୍ରସିଦ୍ଧ ଲକ୍ଷ୍ମୀ ପୂଜା। କୋଭିଡ୍‌ କଟକଣା ଯୋଗୁଁ ବିନା ବାଜା, ତୋରଣ, ଆଲୋକସଜ୍ଜାର ପୂଜା କେବଳ ବିଧି ସ˚ପନ୍ନ ପାଇଁ କରାଯାଉଛି। ୭ ଜଣ କର୍ମକର୍ତ୍ତାଙ୍କୁ ନେଇ ପରଦା ପଛରେ…

Continue Readingଅନୁଗୁଳରେ ବିରାଜିଲେ ଧନଦାତ୍ରୀ

ସମାକୋଇରୁ ନାବାଳକର ଶବ ଉଦ୍ଧାର

କଣିହାଁ: କଣିହାଁ ବ୍ଲକ ତଥା ସମଲ ଥାନା ବୁରୁକୁନା ଗାଁ ପାଖ ଫାଶୀପାଳ ଓ ହୁଣ୍ଡାଳିଆ ମଧ୍ୟବର୍ତ୍ତୀ ସମାକୋଇ ନଦୀରୁ ଜଣେ ଅପରିଚିତ ନାବାଳକର ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ଗାଁ ଲୋକ ଶବ ଭାସୁଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ।…

Continue Readingସମାକୋଇରୁ ନାବାଳକର ଶବ ଉଦ୍ଧାର

ବଢ଼ି ଚାଲିଛି ମାର୍କେଟ କମ୍ପ୍ଲେକ୍ସ: ପାର୍କି˚ ପାଇଁ ଜାଗା ନାହିଁ

ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଘରୋଇ ଜାଗାରେ ଚଳିତ ବର୍ଷ ବହୁ ମାର୍କେଟ୍‌ କମ୍ପ୍ଲେକ୍ସ ଗଢ଼ି ଉଠିଛି। ବସ୍‌ଷ୍ଟାଣ୍ତ, ଅମଲାପଡ଼ା, ଶିମିଳିପଡ଼ା, ଶଙ୍କର ସିନେମା ରୋଡ୍‌, ଗାନ୍ଧୀମାର୍ଗ ଆଦି ସ୍ଥାନଗୁଡ଼ିକରେ ବହୁତଳ ଆତ୍ତଳିକମାନ ଗଢି ଉଠିବା ସହ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଛି।ଘର…

Continue Readingବଢ଼ି ଚାଲିଛି ମାର୍କେଟ କମ୍ପ୍ଲେକ୍ସ: ପାର୍କି˚ ପାଇଁ ଜାଗା ନାହିଁ

ବୃଦ୍ଧଙ୍କୁ ହାତୀ ଦଳିଦେଲା

କଣିହାଁ: କଣିହାଁ ବ୍ଲକ ବ୍ରଜକୋଟ ଗ୍ରାମର ସୁବର୍ଣ୍ଣପୁର ସାହିରେ ହାତୀ ଆକ୍ରମଣରେ ମାୟାଧର ବେହେରା ( ୫୫ )ଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳେ ଏହି ଅଘଟଣ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମାୟାଧର ସକାଳେ…

Continue Readingବୃଦ୍ଧଙ୍କୁ ହାତୀ ଦଳିଦେଲା

ଅନୁଗୁଳ ଜିଲ୍ଲାରେ ହସ୍‌ପିଟାଲ୍‌ ଏବ˚ ସ୍କୁଲ୍‌ରେ ମିଳିବ ବ୍ରଡ୍‌ବ୍ୟାଣ୍ତ ସେବା

ଅନୁଗୁଳ: ରାଜ୍ୟ ସରକାର ଖଣିଜ ପାଣ୍ଠି ରହିଥିବା ଜିଲ୍ଲାଗୁଡ଼ିକରେ ସବୁ ହସ୍‌ପିଟାଲ୍‌ ଏବ˚ ସ୍କୁଲ୍‌କୁ ଏଣିକି ବ୍ରଡ୍‌ବ୍ୟାଣ୍ତ ସେବା ଯୋଗାଇଦେବେ। ଏଥିପାଇଁ ସରକାର ମୋଟ ୨୫୭ କୋଟି ଟଙ୍କା ୮ଟି ପ୍ରକଳ୍ପ ପାଇଁ ବ୍ୟୟ ବରାଦ କରିଛନ୍ତି। ଅନୁଗୁଳ, ଢେଙ୍କାନାଳ ସମେତ…

Continue Readingଅନୁଗୁଳ ଜିଲ୍ଲାରେ ହସ୍‌ପିଟାଲ୍‌ ଏବ˚ ସ୍କୁଲ୍‌ରେ ମିଳିବ ବ୍ରଡ୍‌ବ୍ୟାଣ୍ତ ସେବା

ହସ୍ପିଟାଲ ପରିସରରେ ପୋଡ଼ୁଛି ଅଳିଆ

ଅନୁଗୁଳ: ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ହସ୍ତକ୍ଷେପ ଫଳରେ ପୌରପାଳିକା ପକ୍ଷରୁ ଅଳିଆ ଜାଳିବା ଉପରେ ରୋକ୍ ଲାଗିଛି। ଅଳିଆ ପୋଡ଼ା ଗତ ପ୍ରାୟ ମାସଟିଏ ହେବ ବନ୍ଦ ଅଛି l ଗତ ୧୦ ବର୍ଷରୁ ଅଧିକ ହେବ ପୌରପାଳିକା ପକ୍ଷରୁ…

Continue Readingହସ୍ପିଟାଲ ପରିସରରେ ପୋଡ଼ୁଛି ଅଳିଆ

ଗେଣ୍ତା ଓ ବାର‌୍‌ହା ଚାଷୀଙ୍କ ମୁଣ୍ତବ୍ୟଥା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଏବେ ଗେଣ୍ତା ଓ ବାର‌୍‌ହା ଚାଷୀଙ୍କ ପାଇଁ ମୁଣ୍ତବ୍ୟଥାର କାରଣ ସାଜିଛନ୍ତି। ଜିଲ୍ଲାର ବନ୍ତଳା, ଆଠମଲ୍ଲିକ, ଠାକୁରଗଡ଼, କଣିହାଁ ଆଦି ଅଞ୍ଚଳର ବିଭିନ୍ନ ଗାଁରେ ବାର‌୍‌ହା ଉପଦ୍ରବ ଦେଖିବାକୁ ମିଳୁଛି। ବାରହା ପଲ ଧାନ, ମକା, ବିଭିନ୍ନ…

Continue Readingଗେଣ୍ତା ଓ ବାର‌୍‌ହା ଚାଷୀଙ୍କ ମୁଣ୍ତବ୍ୟଥା

ଆଗାମୀ ମାସେ ଯାଏଁ କମିବନି ପିଆଜ ଦର!

ଅନୁଗୁଳ: ଅନୁଗୁଳରେ ଦୁଇ ସପ୍ତାହ ଭିତରେ ପିଆଜ ଦର କିଲୋ ପିଛା ୪୦ ଟଙ୍କା ବଢ଼ିଗଲାଣି। ଆଗକୁ ମାସକ ପର୍ଯ୍ୟନ୍ତ ଦର କମିବାର ଆଶା କ୍ଷୀଣ। ବର୍ଷା ଓ ବନ୍ୟା ଯୋଗୁଁ ସାରା ରାଜ୍ୟରେ ପିଆଜର ଅଭାବ ପରିଲକ୍ଷିତ ହେଲାଣି। ନାସିକରୁ…

Continue Readingଆଗାମୀ ମାସେ ଯାଏଁ କମିବନି ପିଆଜ ଦର!

ବନ୍ଦ ହେବ ସୁପରସ୍ପେଶିଆଲିଟି ସ୍ୱାସ୍ଥ୍ୟସେବା !

ଅନୁଗୁଳ: ଜନଜୀବନ ସୁରକ୍ଷା କମିଟି ତଥା ଅନୁଗୁଳବାସୀଙ୍କ ଦାବିକୁ ସମ୍ମାନ ଜଣାଇ ଗତ କିଛି ବର୍ଷ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁପରସ୍ପେଶିଆଲିଟି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଆସୁଛି। କାର୍ଡିଓଲୋଜି, ନ୍ୟୁରୋଲୋଜି, ୟୁରୋଲୋଜି, ଗ୍ୟାଷ୍ଟ୍ରୋ ଏଣ୍ଟୋଲୋଜି, ଓପଥାମାେଲୋଜି ଆଦି ବିଭାଗରେ ଆସିଷ୍ଟାଣ୍ଟ…

Continue Readingବନ୍ଦ ହେବ ସୁପରସ୍ପେଶିଆଲିଟି ସ୍ୱାସ୍ଥ୍ୟସେବା !

ତେନ୍ତଳାପାଣି ଜଙ୍ଗଲରେ ଦନ୍ତାର ମୃତ୍ୟୁ

ଅନୁଗୁଳ: ଆଠମଲ୍ଲିକ ବନଖଣ୍ତ ବାମୁର ବନାଞ୍ଚଳ ଅନ୍ତର୍ଗତ କଦଳୀମୁଣ୍ତା ସେକ୍ସନ ତେନ୍ତଳାପାଣି ବିଟ୍‌ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଦନ୍ତାଟି ନିମୋନିଆରେ ପୀଡ଼ିତ ଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଶନିବାର ଦନ୍ତା ସହ ଏକ ହାତୀପଲ ରେଢ଼ାଖୋଲ…

Continue Readingତେନ୍ତଳାପାଣି ଜଙ୍ଗଲରେ ଦନ୍ତାର ମୃତ୍ୟୁ