ଏଣିକି ମୁଢ଼ି ଉପରେ ଲାଗିବ ଜିଏସଟି: ଚୁଡ଼ା, ଖଇ ଓ ଲିଆକୁ ପ୍ୟାକ୍ କରି ବିକିଲେ ଦେବାକୁ ହେବ ଟ୍ୟାକ୍ସ
ଅନୁଗୁଳ: ଏବେ ମୁଢି କିଣିଲେ ବି ଦେବାକୁ ହେବ ଜିଏସଟି। ଏ ନେଇ ଜିଏସଟି ବୈଠକରେ ନିଷ୍ପତ୍ତି ହୋଇଛି। ଅଣବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ଉପରେ ଏଣିକି ୫% ଜିଏସଟି ଲାଗିବ। ମୁଢି, ଚୁଡା, ଖଇ, ଲିଆକୁ ପ୍ୟାକିଙ୍ଗ କରି ବିକିଲେ ୫…



