ମୋବାଇଲ ଚୋରକୁ ନିର୍ଦ୍ଧୁମ ପିଟିଲେ ଗାଁ ଲୋକେ

ଅନୁଗୁଳ: ମୋବାଇଲ ଚୋରକୁ ନିର୍ଦ୍ଧୁମ ପିଟିଲେ ଗାଁ ଲୋକେ। ଆଜି ସ୍ଥାନୀୟ ଛେଣ୍ଡିପଦା ଥାନା କୋଶଳା ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ, କୋଶଳା ଗାଁର ଗୁରୁବାର ସାପ୍ତାହିକ ହାଟରୁ ଜଣେ ବ୍ୟକ୍ତି ମୋବାଇଲ ଚୋରି କରୁଥିବା ବେଳେ…

Continue Readingମୋବାଇଲ ଚୋରକୁ ନିର୍ଦ୍ଧୁମ ପିଟିଲେ ଗାଁ ଲୋକେ

ଗଣେଶ ପୂଜା କମିଟିର ନୂତନ ସଦସ୍ୟ ଚୟନ, ଚଳିତବର୍ଷ ଆଉ ୫ଟି ନୂଆ ମେଢ଼ କରିବାକୁ ନିଷ୍ପତ୍ତି

ଅନୁଗୁଳ: ସ୍ଥାନୀୟ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ଦ୍ଵିତୀୟ ସାଧାରଣ ପରିଚାଳନା କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ବୈଠକରେ ନୂତନ ସଦସ୍ୟ ଚୟନ କରାଯାଇଥିଲା। ସଭାପତି ଭାବେ ରଶ୍ମିରଞ୍ଜନ ସାହୁ, ସେକ୍ରେଟାରୀ ଭାବେ ଶିବାନୀ ଶଙ୍କର ଗୌଡ଼, ଉପସଭାପତି…

Continue Readingଗଣେଶ ପୂଜା କମିଟିର ନୂତନ ସଦସ୍ୟ ଚୟନ, ଚଳିତବର୍ଷ ଆଉ ୫ଟି ନୂଆ ମେଢ଼ କରିବାକୁ ନିଷ୍ପତ୍ତି

ରେଳ ବିଭାଗରେ ନିଯୁକ୍ତି ଦେବା ନାଁରେ ୪୩ ଲକ୍ଷ ଟଙ୍କାର ଠକେଇ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗାଁର ଜଣେ ଯୁବତୀଙ୍କ ସହ ୧୫ ଜଣଙ୍କୁ ରେଳ ବିଭାଗରେ ନିଯୁକ୍ତି ଦେବାକୁ କହି ୪୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଛି। ସୂଚନା ମୁତାବକ, ୨୦୧୯ ସେପ୍ଟେମ୍ବର ମାସରେ ମହିଧରପୁରର…

Continue Readingରେଳ ବିଭାଗରେ ନିଯୁକ୍ତି ଦେବା ନାଁରେ ୪୩ ଲକ୍ଷ ଟଙ୍କାର ଠକେଇ

୪୨ ଗ୍ରାମ ଧଳା ଜହର ଜବତ, ଅଭିଯୁକ୍ତକୁ କାବୁ କରି କୋର୍ଟ ଚାଲାଣ କଲା ପୋଲିସ

ଅନୁଗୁଳ: କିଛିଦିନ ବ୍ୟବଧାନ ପରେ ଅନୁଗୁଳରୁ ପୁଣି ଜବତ ହେଲା ବ୍ରାଉନସୁଗାର। ମଙ୍ଗଳବାର ସନ୍ଧ୍ୟାରେ କୋଳିୟାରୀ ପୋଲିସ ଷ୍ଟେସନ ଅନ୍ତର୍ଗତ ଦେଉଳବେଢ଼ା କଲୋନୀ ନିକଟରୁ ବ୍ରାଉନସୁଗାର ଜବତ ହୋଇଛି। ସ୍ଥାନୀୟ ପୋଲିସ ଏଠାରୁ ୪୨ ଗ୍ରାମ ଧଳା ଜହର ଜବତ କରିବା…

Continue Reading୪୨ ଗ୍ରାମ ଧଳା ଜହର ଜବତ, ଅଭିଯୁକ୍ତକୁ କାବୁ କରି କୋର୍ଟ ଚାଲାଣ କଲା ପୋଲିସ

ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ଜିଲ୍ଲାର ଶତାଧିକ କର୍ମଚାରୀ

ଅନୁଗୁଳ: ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଅନୁଗୁଳ ଶାଖା ଜିଲ୍ଲା ସଭାପତି ପରେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରାଯିବା ସହିତ ଏହି ସମୟକୁ ଚାକିରି ଅବଧିରେ ଗଣନା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ…

Continue Readingଚୁକ୍ତିଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ଜିଲ୍ଲାର ଶତାଧିକ କର୍ମଚାରୀ

ଜେଲରୁ ଫେରାର କଏଦୀ ଗିରଫ

ଅନୁଗୁଳ: ପାଳଲହଡା ଜେଲରୁ ସୋମବାର ସନ୍ଧ୍ୟାରେ ଫେରାର ଦୁଇ କଏଦୀଙ୍କ ମଧ୍ୟରୁ ପୋଲିସ ଜଣଙ୍କୁ ଧରିବାରେ ସଫଳ ହୋଇଛି। ସୂଚନା ମୁତାବକ, ଫେରାର ନେଣ୍ଟୁ ନାଏକକୁ ପୋଲିସ ଖମାର ଓଡ଼ଶ ତା' ନିଜ ଗାଁରେ ବୁଲୁଥିଲା ବେଳେ ଗିରଫ କରିଛି। ଖମାର…

Continue Readingଜେଲରୁ ଫେରାର କଏଦୀ ଗିରଫ

ବିଜେଡିର ୨୫ ବର୍ଷ ପୂର୍ତ୍ତି: ବିଜୁ ଯୁବ ଜନତା ଦଳ ପକ୍ଷରୁ ବୃକ୍ଷରୋପଣ

ଅନୁଗୁଳ: ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ବରେ ସ୍ଥାନୀୟ କାଙ୍ଗୁଲା-ବେନ୍ଥପୁର ପଞ୍ଚାୟତରେ ବୃକ୍ଷରୋପଣ କରାଯାଇଛି। ବେନ୍ଥପୁର ଗାଁ ଆଦର୍ଶ ପୋଖରୀର ଚାରିପଟ ଓ ବିଭିନ୍ନ ସ୍ଥାନରେ ୨୫ ଟି ବୃକ୍ଷରୋପଣ କରାଯାଇଥିଲା।…

Continue Readingବିଜେଡିର ୨୫ ବର୍ଷ ପୂର୍ତ୍ତି: ବିଜୁ ଯୁବ ଜନତା ଦଳ ପକ୍ଷରୁ ବୃକ୍ଷରୋପଣ

ଜିଲ୍ଲାସ୍ତରୀୟ ଭାଗବତ ଜ୍ଞାନ ପ୍ରତିଯୋଗିତା, ପ୍ରଥମ ସ୍ଥାନ ଗ୍ରହଣ କଲା ବଡ଼ଯୋରଡ଼ା

ଅନୁଗୁଳ: ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ ପୌରାଣିକ ସମୀକ୍ଷା ପରିଷଦ ଓ ଭାଗବତ ଟୁଙ୍ଗୀର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ୫ମ ଭାଗବତ ଜ୍ଞାନ ପ୍ରତିଯୋଗିତା ଘଣ୍ଟପଡ଼ା ବିବେକାନନ୍ଦ ସ୍କୁଲ ପ୍ରାଙ୍ଗଣରେ ୧୮ଟି ମୌଜାର ପ୍ରତିଯୋଗୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପୌରାଣିକ ପରିଷଦର…

Continue Readingଜିଲ୍ଲାସ୍ତରୀୟ ଭାଗବତ ଜ୍ଞାନ ପ୍ରତିଯୋଗିତା, ପ୍ରଥମ ସ୍ଥାନ ଗ୍ରହଣ କଲା ବଡ଼ଯୋରଡ଼ା

ପାଚେରୀ ଡେଇଁ ଜେଲରୁ ଚମ୍ପଟ ହେଲେ ୨ କଏଦୀ, ଖୋଜୁଛି ପୁଲିସ

ଅନୁଗୁଳ/ପାଳଲହଡ଼ା: ପାଳଲହଡା ଉପଖଣ୍ଡ କାରାଗାରର ପାଚେରୀ ଡେଇଁ ଦୁଇ ବିଚାରାଧୀନ କଏଦୀ ଚମ୍ପଟ ମାରିଛନ୍ତି। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା କୁହାଯାଉଛି। ଫେରାର କଏଦୀ ଦ୍ବୟ ହେଲେ ଡିମିରିଆ ଗାଁର ବସନ୍ତ ମହାକୁଳ ଏବଂ ଓଡ଼ଶ ଗାଁର ନେଣ୍ଟୁ ନାଏକ ବୋଲି…

Continue Readingପାଚେରୀ ଡେଇଁ ଜେଲରୁ ଚମ୍ପଟ ହେଲେ ୨ କଏଦୀ, ଖୋଜୁଛି ପୁଲିସ

ହାତୀ ଉତ୍ପାତ ରୋକିବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିବେଦନ କଲେ ଭୁବନପୁରବାସୀ

ଅନୁଗୁଳ: ସ୍ଥାନୀୟ ତଳଗଡ଼ ପଞ୍ଚାୟତ ଭୁବନପୁରରେ ଦିନକୁ ଦିନ ହାତୀଙ୍କର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଥିଲେ ମଧ୍ୟ ବନ ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେବାରୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଗାଁ ଲୋକେ। ଅଭିଯୋଗ ମୁତାବକ, ନିୟମିତ ହାତୀ…

Continue Readingହାତୀ ଉତ୍ପାତ ରୋକିବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିବେଦନ କଲେ ଭୁବନପୁରବାସୀ