ଡାକ୍ତରଙ୍କୁ କୋଟିଏ ଟଙ୍କାର ଠକେଇ ଘଟଣା: ହୀରକକୁ ଦୁଇ ଦିନିଆ ରିମାଣ୍ଡରେ ଆଣିଲା ପୋଲିସ
ଅନୁଗୁଳ: କୋଟିଏ ଟଙ୍କା ଠକି ନେଇଥିବା ଅଭିଯୁକ୍ତ ହୀରକ କୁମାର ପରିଡ଼ା(୪୫)କୁ ଅନୁଗୁଳ ପୋଲିସ ଦୁଇଦିନିଆ ରିମାଣ୍ଡରେ ଆଣିଛି। ଏହି ରିମାଣ୍ଡ ଅବଧି ସମୟରେ ଠକେଇ ବାବଦରେ ଖୋଳତାଡ଼ କରାଯିବା ସହ ତାଠାରୁ ଅଧିକ ତଥ୍ୟ ଆଦାୟ କରିବାକୁ ପୋଲିସ ଲକ୍ଷ୍ୟ…



