ରେଳ ପ୍ରକଳ୍ପ ଓ ଜାତୀୟ ରାଜପଥ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା

ଅନୁଗୁଳ: ଦୀର୍ଘ ଦିନ ଧରି ନିର୍ମାଣ ଚାଲିଥିବା ତାଳଚେର-ବିମଳାଗଡ ରେଳ ପ୍ରକଳ୍ପ ବିଭିନ୍ନ ସମସ୍ୟା ଓ ଲୋକମାନଙ୍କର ବିରୋଧ ଯୋଗୁଁ ଆଗେଇପାରୁ ନାହିଁ। ସେହିପରି ଅନୁଗୁଳ ଦେଇ ଯାଇଥିବା ବିଭିନ୍ନ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ବି ଆଖିଦୃଶିଆ ନୁହେଁ। ଜମି…

Continue Readingରେଳ ପ୍ରକଳ୍ପ ଓ ଜାତୀୟ ରାଜପଥ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା

କୋଇଲା ଖଣିର ଘରୋଇକରଣକୁ ଶ୍ରମିକ ସଂଗଠନର ତୀବ୍ର ବିରୋଧ, ମୋଟର ସାଇକେଲ ଶୋଭାଯାତ୍ରା କରି ଦେଲେ ଦାବି ପତ୍ର

ତାଳଚେର : ତାଳଚେରସ୍ଥିତ ଏମସିଏଲ ଭରତପୁର କୋଇଲା ଖଣି ସାଇଲୋ, ସିଏଚପି ଏବଂ ଆରଏଲଏସକୁ ଘରୋଇକରଣ ସମେତ ଅନ୍ୟାନ୍ୟ ୧୬ ଦଫା ଦାବି ପୂରଣ ପାଇଁ ୪ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଆଜି ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା କରି…

Continue Readingକୋଇଲା ଖଣିର ଘରୋଇକରଣକୁ ଶ୍ରମିକ ସଂଗଠନର ତୀବ୍ର ବିରୋଧ, ମୋଟର ସାଇକେଲ ଶୋଭାଯାତ୍ରା କରି ଦେଲେ ଦାବି ପତ୍ର

ଶୌଚ ହେବାକୁ ଯାଇଥିବା ନାବାଳକକୁ କଚାଡ଼ି ଦେଲା ଜଙ୍ଗଲୀ ହାତୀ, ଘଟଣାସ୍ଥଳରେ ଚାଲିଗଲା ଜୀବନ

ଢେଙ୍କାନାଳ : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ମାତିଛନ୍ତି ହାତୀ। ଜଙ୍ଗଲୀ ହାତୀ ଆକ୍ରମଣରେ ରବିବାର ଏକ ୧୪ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ସଞ୍ଜପଡ଼ା ପଞ୍ଚାୟତ ରକଲା ଗାଁରେ ଏଭଳି ଅଭାବନୀୟ ଘଟଣା…

Continue Readingଶୌଚ ହେବାକୁ ଯାଇଥିବା ନାବାଳକକୁ କଚାଡ଼ି ଦେଲା ଜଙ୍ଗଲୀ ହାତୀ, ଘଟଣାସ୍ଥଳରେ ଚାଲିଗଲା ଜୀବନ

ପ୍ରତିଶ୍ରୁତି ପୂରଣ କରୁନଥିବାରୁ ନାଲକୋର ଟ୍ରେନ ଅଟକାଇଲେ କ୍ଷତିଗ୍ରସ୍ତ ଦମ୍ପତି

ଅନୁଗୁଳ:ସ୍ଥାନୀୟ ବଅଁରପାଳ ବ୍ଲକ ତେଣ୍ଟୋଲୋଇ ଠାରେ ନାଲକୋ କ୍ଷତିଗ୍ରସ୍ତ ପ୍ରଜା କୁମାରୀ ନାଏକ ଏବଂ ତାଙ୍କ ସ୍ବାମୀ ଲୋଚନ ନାଏକ ଆଜି ରେଳ ରୋକ୍ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନାଲକୋ ରେଳ ଲାଇନ ନିର୍ମାଣ ପାଇଁ ନାଲକୋ କୁମାରୀ ନାଏକ…

Continue Readingପ୍ରତିଶ୍ରୁତି ପୂରଣ କରୁନଥିବାରୁ ନାଲକୋର ଟ୍ରେନ ଅଟକାଇଲେ କ୍ଷତିଗ୍ରସ୍ତ ଦମ୍ପତି

ଅନୁଗୁଳ ଜିଲ୍ଲାର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଚତୁର୍ଦ୍ଦଶତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସମବାୟ ଆନ୍ଦୋଳନର ପୁରୋଧା ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କର ଆଜି ଚତୁର୍ଦ୍ଦଶତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଛି। ଏ ଅବସରରେ ଅନୁଗୁଳ ନିର୍ବାଚନ ମଣ୍ଡଳୀରେ…

Continue Readingଅନୁଗୁଳ ଜିଲ୍ଲାର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଚତୁର୍ଦ୍ଦଶତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ପ୍ରଜା ମହାସଂଘର ପ୍ରସ୍ତୁତି ବୈଠକ: ତାଳଚେର ସାର କାରଖାନାରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ନିଯୁକ୍ତିକୁ ଅଗ୍ରାଧିକାର ଦେବାକୁ ଦାବି

ତାଳଚେର: ତାଳଚେର ସାର କାରଖାନା ଆଞ୍ଚଳିକ ପ୍ରଜା ମହାସଂଘର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଏଫ୍.ସି.ଆଇ. ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ଇଂ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ସ୍ଥାନୀୟ ଅଞ୍ଚଳର ୯୦…

Continue Readingପ୍ରଜା ମହାସଂଘର ପ୍ରସ୍ତୁତି ବୈଠକ: ତାଳଚେର ସାର କାରଖାନାରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ନିଯୁକ୍ତିକୁ ଅଗ୍ରାଧିକାର ଦେବାକୁ ଦାବି

ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଜିଲ୍ଲା ବିଜେପିର ସାମୂହିକ ପ୍ରାର୍ଥନା

ଅନୁଗୁଳ: ଆଜି ସ୍ଥାନୀୟ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ପ୍ରଦୀପ ପ୍ରଜ୍ବଳନ କରି ସାମୂହିକ ପ୍ରାର୍ଥନା କରିଛନ୍ତି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା। ଏ ଅବସରରେ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ,…

Continue Readingଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଜିଲ୍ଲା ବିଜେପିର ସାମୂହିକ ପ୍ରାର୍ଥନା

୪ ଫୁଟ୍ ଲମ୍ବର ନାଗ ସାପ ଉଦ୍ଧାର

ଅନୁଗୁଳ: ସ୍ଥାନୀୟ ସାକସିଙ୍ଗା ଗାଁର ଜଣକ ଘରୁ ଆଜି ଏକ ବିରାଟକାୟ ନାଗ ସାପ ଉଦ୍ଧାର ହୋଇଛି। ସୂଚନା ମୁତାବକ, ସାକସିଙ୍ଗାର ବୁଲୁ ସାହୁ ନିଜ ଘର ଭିତରେ ଏକ ସାପ ଦେଖିଥିଲେ। ଏନେଇ ସେ ସର୍ପ ଉଦ୍ଧାରକାରୀ ରାଧାମୋହନ ସାହୁଙ୍କ…

Continue Reading୪ ଫୁଟ୍ ଲମ୍ବର ନାଗ ସାପ ଉଦ୍ଧାର

ସେନାବାହିନୀର ନିଯୁକ୍ତି ରାଲି: ଅଗଷ୍ଟ ୩ ଯାଏଁ ପଞ୍ଜିକରଣ

ଅନୁଗୁଳ: ସମ୍ବଲପୁର ଏୟାରଷ୍ଟ୍ରିପ୍ ଠାରେ ଅଗ୍ନିପଥ ଯୋଜନାରେ ସେନାବାହିନୀର ନିଯୁକ୍ତି ରାଲି ସେପ୍ଟେମ୍ବର ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଅନୁଗୁଳ ସମେତ ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଦେବଗଡ଼, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼…

Continue Readingସେନାବାହିନୀର ନିଯୁକ୍ତି ରାଲି: ଅଗଷ୍ଟ ୩ ଯାଏଁ ପଞ୍ଜିକରଣ

ଜବରଦଖଲ ଉଚ୍ଛେଦ କରି ଡ୍ରେନର ପୁନରୁଦ୍ଧାର ପାଇଁ ଉପଜିଲ୍ଲାପାଳଙ୍କୁ ଦାବି

ତାଳଚେର/ଅନୁଗୁଳ : ତାଳଚେର ବ୍ଲକ ବହ୍ଲର ଛକ ଠାରୁ ଥର୍ମାଲ ପର୍ଯ୍ୟନ୍ତ ରାଜପଥର ଉଭୟ ପାର୍ଶ୍ଵର ଡ୍ରେନର ପୁନରୁଦ୍ଧାର ନିମନ୍ତେ ଶନିବାର ସନ୍ଥପଡ଼ା ସରପଞ୍ଚ ସହଦେବ ସାହୁଙ୍କ ନେତୃତ୍ୱରେ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ଗତ ୧୦…

Continue Readingଜବରଦଖଲ ଉଚ୍ଛେଦ କରି ଡ୍ରେନର ପୁନରୁଦ୍ଧାର ପାଇଁ ଉପଜିଲ୍ଲାପାଳଙ୍କୁ ଦାବି