ପ୍ରାଚୀନ ଲୋକନୃତ୍ୟ ସଂଘର କାର୍ଯ୍ୟକର୍ତା ଚୟନ
ଅନୁଗୁଳ: ପ୍ରାଚୀନ ଲୋକନୃତ୍ୟ ସଂଘର କାର୍ଯ୍ୟକର୍ତା ଚୟନ ଗୁରୁବାର ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ଆନନ୍ଦ ବଜାର ଗୋକୁଳ ମାର୍କେଟ ସ୍ଥିତ ‘ଦ ହୁଇଲ’ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ନୂତନ ସଭାପତି ଭାବେ ମନୋରଞ୍ଜନ ଦାସ,ଉପସଭାପତି ଭାବେ ନିରଞ୍ଜନ…
