ମା ବିରାଜିଲେ
ଅନୁଗୁଳ: ଆଜି ଅନୁଗୁଳ ସହରାଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। କୋଭିଡ୍ କଟକଣା ଯୋଗୁଁ ପୂଜା କମିଟିର କର୍ମକର୍ତ୍ତାମାନେ ନିରାଡ଼ମ୍ବର ଭାବେ ପୂଜା ସାରିବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ଆଜି ମହାସପ୍ତମୀ ପୂଜା ଅବସରରେ କଳସ ଶୋଭାଯାତ୍ରା, ହୋମ, ଯଜ୍ଞ,…
ଅନୁଗୁଳ: ଆଜି ଅନୁଗୁଳ ସହରାଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। କୋଭିଡ୍ କଟକଣା ଯୋଗୁଁ ପୂଜା କମିଟିର କର୍ମକର୍ତ୍ତାମାନେ ନିରାଡ଼ମ୍ବର ଭାବେ ପୂଜା ସାରିବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ଆଜି ମହାସପ୍ତମୀ ପୂଜା ଅବସରରେ କଳସ ଶୋଭାଯାତ୍ରା, ହୋମ, ଯଜ୍ଞ,…
ତାଳଚେର: ତାଳଚେର ବାଘୁଆବୋଲ ଶିବ ମନ୍ଦିର ନିକଟରେ ଥିବା ଏକ କୂଅ ପାର୍ଶ୍ୱର ଚଟାଣ ପ୍ରାୟ ୪ ଫୁଟ ଦବି ଯାଇଛି। ତାଳଚେର ଅଞ୍ଚଳରେ ବାରମ୍ବାର ମାଟି ଦବିବା ଘଟଣା ନେଇ ଲୋକେ ଭୟଭୀତ ହୋଇ ପଡିଛନ୍ତି । ଅବ୍ୟବହୃତ ଭୂତଳ…
ଅନୁଗୁଳ: ଶୁକ୍ରବାର ଅନୁଗୁଳରେ ପିଆଜର ଖୁଚୁରା ଦର ୯୦ ଟଙ୍କାରେ ପହଞ୍ଚିଗଲାଣି। ପାର୍ବଣ ସମୟରେ ପିଆଜର ଏଭଳି ଦରବୃଦ୍ଧି ଗ୍ରାହକଙ୍କ ମୁଣ୍ତବ୍ୟଥାର କାରଣ ସାଜିଛି। ତେବେ ପିଆଜର ଦରବୃଦ୍ଧି ନୂଆ କଥା ନୁହେଁ, ଗତ ୨ ବର୍ଷ ହେଲା ଏଭଳି ପରିସ୍ଥିତି…
ଅନୁଗୁଳ: ଅନୁଗୁଳ ସହରାଞ୍ଚଳରେ ଦିନକୁ ଦିନ ଯାଯାବରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ଯାଯାବର ପରିବାର ଅନୁଗୁଳ ଷ୍ଟାଡିୟମ୍, ଅମଲାପଡ଼ା, ହୁଲୁରିସିଂହାର ବିଭିନ୍ନ ଖୋଲା ଜାଗାରେ ରାତ୍ରି ଯାପନ କରୁଛନ୍ତି। ୬ରୁ ୧୪ ବର୍ଷ ମଧ୍ୟରେ ପ୍ରାୟ ଦେଢ଼ଶହ ନାବାଳକ ରାତି…
ଅନୁଗୁଳ:ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆସିବା ଦିନଠାରୁ ଦୃଢତାର ସହ କରୋନ। ମୁକାବିଲା କରିବା ସହ ଜିଲ୍ଲାର ବିକାଶ ନେଇ ବହୁ ପଦକ୍ଷେପ ନେଇଛନ୍ତି।ଏହି କ୍ରମରେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ର ବିକାଶ ପାଇଁ ଭିତ୍ତିଭୂମି କିଭଳି ରହିଛି ଏବଂ କଣ୍…
ଛେଣ୍ଡିପଦା: ବାଲି ଚାଲାଣକୁ ବିରୋଧ କରିବାରୁ ଗ୍ରାମବାସୀଙ୍କ ନାମରେ ଏତଲା। ଟ୍ରାକ୍ଟର ଡ୍ରାଇଭରଙ୍କ ଅଭିଯୋଗ କ୍ରମେ ପୁଲିସ୍ ୧୧ ଜଣ ଗ୍ରାମବାସୀଙ୍କ ନାମରେ କେଶ୍ ରୁଜୁ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଛେଣ୍ଡିପଦା ଥାନା ଚାଙ୍ଗୁଡିଆ ଗ୍ରାମରେ। ଚାନ୍ଦା ଆଦାୟ…
ଅନୁଗୁଳ: ନାଲକୋନଗର ଥାନା କାଣ୍ଡସର ଗୌଡସାହିଠାରେ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପୁଲିସ୍ ଉଦ୍ଧାର କରିଛି। ମୃତ ଯୁବକ ଗୌତମ ବେହେରା (୪୦) ଓ ତାଙ୍କ ଘର ନିଶା ଶିଳ୍ପାଞ୍ଚଳ ଥାନା ଜାମୁଣ୍ଡା ଜଙ୍ଗଲ ଗ୍ରାମରେ। ସେ କାଣ୍ଡଶର ଗୌଡସାହି…
ଅନୁଗୁଳ: ମଙ୍ଗଳବାର ଅପରାହ୍ନରେ ନାଲକୋ କାଣ୍ତସର୍ ସ୍ଥିତ ହୋଟେଲ ଭୋଜନ ବାହାରରେ ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତକାଣ୍ଡ ଘଟାଇ ତିନି ଜଣ ନାଲକୋ ଇଞ୍ଜିନିୟର ଗିରଫ ହୋଇଛନ୍ତି। ପୁଲିସ୍ ବୁଧବାର ସେମାନଙ୍କୁ ଗିରଫ କରିବା ସହ କୋଭିଡ୍ ଟେଷ୍ଟ କରାଇ କୋର୍ଟ ଚାଲାଣ…
ଅନୁଗୁଳ: ଅନୁଗୁଳ ପୌରପାଳିକା ଏବେ ଘର ପାଇଁ ହୋଲ୍ଡିଂ ଟିକସ, ଦୋକାନ ପାଇଁ ଲାଇସେନ୍ସ ଫି, ଷ୍ଟ୍ରିଟ୍ ଲାଇଟ୍ ପାଇଁ ଟିକସ, ପିଇବା ପାଣି ଟିକସ ନେଉଛି। କିନ୍ତୁ ଆଉ କିଛି ଦିନ ପରେ ଅଳିଆ ପାଇଁ ଅନୁଗୁଳ ସହରବାସୀଙ୍କୁ ଟିକସ…
ଅନୁଗୁଳ: ବୁଧବାର ସକାଳେ ଅନୁଗୁଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ଛକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଏକ ଗ୍ୟାରେଜରୁ ଚୋରି ସନ୍ଦେହରେ ନାବାଳକକୁ ଗ୍ୟାରେଜ ମାଲିକ ଖୁଣ୍ଟରେ ବାନ୍ଧି ବାଡ଼ିଆପିଟା କରିଥିଲେ। ତେବେ କିଛି ସମୟ ପରେ ଧମକ ଚମକ୍…