କେନାଲରୁ ଉଦ୍ଧାର ସମ୍ବରର ମୃତ୍ୟୁ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନାଞ୍ଚଳ ମାଧପୁର ପଞ୍ଚାୟତର ସୋରିଷପଙ୍କ କେନାଲରୁ ଗୁରୁବାର ଉଦ୍ଧାର ହୋଇଥିବା ତୃଷାର୍ତ୍ତ ସମ୍ବରର ମୃତ୍ୟୁ ଘଟିଛି। ବନ ବିଭାଗ ଏକ ଫାର୍ମରେ ରଖି ତାର ଚିକିତ୍ସା କରୁଥିବା ବେଳେ ଶନିବାର ପ୍ରାଣହାନି ଘଟିଥିବା ଜଣାଯାଇଛି ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନାଞ୍ଚଳ ମାଧପୁର ପଞ୍ଚାୟତର ସୋରିଷପଙ୍କ କେନାଲରୁ ଗୁରୁବାର ଉଦ୍ଧାର ହୋଇଥିବା ତୃଷାର୍ତ୍ତ ସମ୍ବରର ମୃତ୍ୟୁ ଘଟିଛି। ବନ ବିଭାଗ ଏକ ଫାର୍ମରେ ରଖି ତାର ଚିକିତ୍ସା କରୁଥିବା ବେଳେ ଶନିବାର ପ୍ରାଣହାନି ଘଟିଥିବା ଜଣାଯାଇଛି ।…
ଅନୁଗୁଳ: ଅନୁଗୁଳ ପୁଲିସ୍ରେ ଶନିବାର ଇନ୍ସପେକ୍ଟର ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ ହୋଇଛି। ସଦର ଥାନା ଅଧିକାରୀ ପ୍ରଭାତ କୁମାର ତ୍ରିପାଠୀଙ୍କୁ ଅନୁଗୁଳ ଟାଉନ୍ ଥାନାର ଦାୟିତ୍ବ ମିଳିଛି। ସେହିପରି ତାଳଚେର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କୁ ସଦର ଥାନାରେ…
ଅନୁଗୁଳ: ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଏଫ୍.ସି.ଆଇ. ଠାରେ ଶନିବାର ବହୁଜନ ସମାଜ ପାର୍ଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ତଥା ଆଇନଜୀବୀ ପ୍ରଫୁଲ ନାୟକଙ୍କ ଅଧ୍ୟକ୍ଷତାରେ…
ଅନୁଗୁଳ: ଡିସେମ୍ବର ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ଷ୍ଟାଡିୟମ୍ରେ ରାଜ୍ୟସ୍ତରୀୟ ସିନିୟର ଖୋ-ଖୋ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହେବ। ଏଥିରେ ୩୦ଟି ଯାକ ଜିଲ୍ଲାରୁ ୭୫୦ରୁ ଅଧିକ ଖେଳାଳି ଓ ଅଫିସିଆଲ୍ ଭାଗ ନେବାରେ କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଏହି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନାର ନନ୍ଦିରା ଛକ ଠାରେ ଶୁକ୍ରବାର ପୂର୍ବାହ୍ନରେ ଜଣେ ବ୍ୟବସାୟୀ ଲୁଟର ସମ୍ମୁଖୀନ ହୋଇଛନ୍ତି। ଦୁର୍ବୃତ୍ତ ଭୁଜାଲି ମୁନରେ ଭୟଭୀତ କରାଇ ଜଣେ ବ୍ୟବସାୟୀଙ୍କ ଠାରୁ ୧୨ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ…
ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନାର ସବ୍ ଇନିସପେକ୍ଟର ପ୍ରମୋଦ କୁମାର ନାଏକ ଏକ ମାମଲାରେ ଜବତ ବାଇକ୍ ଛାଡ଼ିପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରପଡ଼ିଛନ୍ତି। ସୂଚନା ମୁତାବକ, ଏକ ମାଡ଼ପିଟ…
ଅନୁଗୁଳ: ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ସମସ୍ତ ପାସେଞ୍ଜର ହଲ୍ଟ ଏବଂ ଷ୍ଟେସନକୁ ଉଭୟ ପାର୍ଶ୍ବରୁ ସଡ଼କ ନିର୍ମାଣ ପାଇଁ ଢେଙ୍କାନାଳ ସାଂସଦ ମହେଶ ସାହୁ ଦାବିକରିଛନ୍ତି । କେତେକ ଷ୍ଟେସନ ଓ ପାସେଞ୍ଜର ହଲ୍ଟକୁ ଗୋଟିଏ ପାର୍ଶ୍ବରୁ ସଡ଼କ ନିର୍ମାଣ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ତଥା ଠାକୁରଗଡ଼ ଥାନା ଅନ୍ତର୍ଗତ ଟାପଢୋଲ ଫାଣ୍ଡିର ନୂତନ ଗୃହ ଗୁରୁବାର ଉଦ୍ଘାଟିତ ହୋଇଛି। ଗୁରୁବାର ପୂର୍ବାହ୍ନରେ ଉତ୍ତର କେନ୍ଦ୍ରାଞ୍ଚଳ ପୁଲିସ ଡିଆଇଜି ଡା. ସାର୍ଥକ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ନୂତନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନାଞ୍ଚଳ ମାଧପୁର ପଞ୍ଚାୟତର ସୋରିଷପଙ୍କ କେନାଲରୁ ଗୁରୁବାର ଏକ ସମ୍ବର ଉଦ୍ଧାର ହୋଇଛି। ନିକଟସ୍ଥ ଜଙ୍ଗଲରୁ ପାଣି ପିଇବାକୁ ଆସିଥିବା ବେଳେ ସମ୍ବରଟି କେନାଲକୁ ଖସି ପଡିଥିଲା। ସ୍ଥାନୀୟ ଲୋକ ଦେଖିବା ପରେ ବନ ବିଭାଗକୁ…
ଅନୁଗୁଳ : ଅନୁଗୁଳ ସହର ବଣିଆବାହାଳ ଅଞ୍ଚଳର ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ବୁଧବାର ଅନୁଗୁଳ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ହୁଲୁରିସିଂହାର ଘନଶ୍ୟାମ ମାଣ୍ଡୋଠିଆ…