ବାଇକ୍ ଚୋରି ଘଟଣାରେ ୨ ଗିରଫ
ଅନୁଗୁଳ: ଅନୁଗୁଳ ପୁଲିସ ଶୁକ୍ରବାର ବାଇକ୍ ଚୋରି ଘଟଣାରେ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଅନୁଗୁଳ ଣିମିଟ୍ କଲେଜର ଏକ ବାଇକ୍ ଗୁରୁବାର ଚୋରି ହୋଇଥିଲା। ଏ ନେଇ କର୍ମଚାରୀ ସତ୍ୟବ୍ରତ ଦାସ ଥାନାରେ ଲିଖିତ…
ଅନୁଗୁଳ: ଅନୁଗୁଳ ପୁଲିସ ଶୁକ୍ରବାର ବାଇକ୍ ଚୋରି ଘଟଣାରେ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଅନୁଗୁଳ ଣିମିଟ୍ କଲେଜର ଏକ ବାଇକ୍ ଗୁରୁବାର ଚୋରି ହୋଇଥିଲା। ଏ ନେଇ କର୍ମଚାରୀ ସତ୍ୟବ୍ରତ ଦାସ ଥାନାରେ ଲିଖିତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଧୀନସ୍ଥ କୁଲେଇ ଗ୍ରାମର ରଞ୍ଜିତା ସାମଲ(୨୫)ଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଥିବା ନେଇ ଶୁକ୍ରବାର ସମଲ ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ, ଶିପୁର ଗ୍ରାମର ରଞ୍ଜିତା ସାମଲ କୁଲେଇ ଗ୍ରାମର…
ଅନୁଗୁଳୁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡ଼ତ୍ରିବିଡ଼ା ପଞ୍ଚାୟତ ବାରିହାପୁର ଗାଁର ଜଳତାପ କୋଲ ବ୍ଲକରେ କୋଇଲା ଖୋଳା ସର୍ଭେକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏନେଇ କମ୍ପାନି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ବାଘୁଆବୋଲ ଅଞ୍ଚଳରୁ ଗୁରୁବାର ଉପଜିଲ୍ଲାପାଳ ବିଶ୍ବରଂଜନ ରଥଙ୍କ ନିର୍ଦେଶ କ୍ରମେ ଜବରଦଖଲ ଉଚ୍ଛେଦ କରାଯାଇଛି । ସୂଚନା ମୁତାବକ, ବାଘୁଆବୋଲ ଅଞ୍ଚଳର ଜଣେ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ସେଥିରେ ଗୃହ ନିର୍ମାଣ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅଂଚଳରେ ଗୁରୁବାର ଅପରାହ୍ନରେ ବର୍ଷା ସାଙ୍ଗକୁ ପବନ ମାଡ଼ରେ ଏକ ଗଛ ଭାଙ୍ଗି ଯିବାରୁ ଦୁଇ ପଞ୍ଚାୟତରେ ବିଜୁଳି ସରବରାହ ବ୍ୟାହତ ହୋଇଥିଲା। ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ବିଜିଗୋଳ ପଂଚାୟତ ଉଚ୍ଚ…
ଅନୁଗୁଳ:ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକଙ୍କର ନାମ ହେମନ୍ତ କୁମାର ପାତ୍ର । ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ହେମନ୍ତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣିରେ ବୁଧବାର ଠାରୁ କୋଇଲା ପରିବହନରେ ଲାଗୁ ହେବାକୁ ଥିବା‘ଫାଷ୍ଟ କମ୍ ଫାଷ୍ଟ ସର୍ଭିସ’କୁ ସ୍ଥାନୀୟ କ୍ଷତିଗ୍ରସ୍ତ ପ୍ରଜା ବିରୋଧ କରିଛନ୍ତି। ଫଳରେ ଟ୍ରାଏଲରେ ହେବାକୁ ଥିବା କୋଇଲା ପରିବହନ ବନ୍ଦ ରହିଛି।…
ଅନୁଗୁଳ: ମଙ୍ଗଳବାର ହାଣ୍ଡିଧୁଆ ଓଭରବ୍ରିଜ୍ ନିକଟରୁ ଦୀପକ ପ୍ରଧାନଙ୍କ ଏକ ବାଇକ୍(ଓଡ଼ି୧୯ଡି ୬୦୫୮) ଚୋରି ହୋଇଯାଇଛି। ଏନେଇ ସେ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ଅନୁଗୁଳ ସହର ଉପକଣ୍ଠ ଛେଳିଆପଡ଼ା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ବୁଧବାର ଏକ ବଡ଼ ସଫଳତା ମିଳିଛି । ନାଲ୍କୋ ଥାନା ଇଲାକା ଗିରଙ୍ଗରେ ଚଢ଼ଉ କରି ୧୦ ଗ୍ରାମ୍ ବ୍ରାଉନ୍ସୁଗର ଜବତ କରାଯାଇଛି। ଏହି ବେଆଇନ୍ କାରବାର କରୁଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି।…
ଅନୁଗୁଳ: ଘରେ ପଶି ଚୋରି କରିବା ଅଭିଯୋଗରେ ପାଳଲହଡ଼ା ପୁଲିସ ବୁଧବାର ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖରେ ପାଲଲହଡ଼ା ଅ ଳର ମମତା ମହାନ୍ତଙ୍କ ପରିବାର ଲୋକ ରାତିରେ ଖାଇସାରି…