ଅନୁଗୁଳରେ ଐରାବତ: ହାତୀଙ୍କୁ ସ୍ଥାନାନ୍ତର କରିବାରେ ହେବ ବ୍ୟବହାର
ଅନୁଗୁଳ: ଅନୁଗୁଳରେ ଐରାବତ। ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ସ୍ବତନ୍ତ୍ର ଟ୍ରକ୍, ଯାହାର ନାମ ରହିଛି ‘ଐରାବତ’। ଏହାକୁ ହାତୀ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯିବ। ଟ୍ରକ୍ଟି ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଛି। ଏହି ଗାଡ଼ିର ମୂଲ୍ୟ ପ୍ରାୟ ୧…
